Onn 3

ରାଜଧାନୀରେ ସେଫ୍‌ ସେଫ୍‌ଟି ଡ୍ରାଇଭ୍‌ ଅଭିଯାନରେ ଚେକିଂ ଜୋରଦାର

Crime State

ଭୁବନେଶ୍ୱର: ରାଜଧାନୀରେ ଜୋରଦାର ଚେକିଂ। ଗତକାଲି ରାତିସାରା ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଚେକିଂ କରାଯାଇଛି। ଝାରପଡ଼ା ଗୋଲେଇ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକିଜ୍‌ ଓ କଟକ ରୋଡ ଅଞ୍ଚଳରେ ନାଇଟ ବ୍ଲକିଂ ଓ ଚେକିଂ କରାଯାଇଥିଲା।

ଅପରାଧୀ ମାନଙ୍କ ଉପରେ ନଜର ରଖିବା ଓ ନିଶା କାରବାର ଉପରେ ରୋକ ରଖିବା ଉଦ୍ଦୋଶ୍ୟରେ କମିଶନରେଟ୍‌ ପୋଲିସ ପକ୍ଷରୁ ଏହି ଚେକିଂ କରାଯାଇଥିଲା। ସେଫ୍‌ ସେଫ୍‌ଟି ଡ୍ରାଇଭ୍‌ ଅଭିଯାନରେ ଏହି ଚେକିଂ କରାଯାଇଥିଲା।