୩୮ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀରୁ ଭାଗନେବେ ୪ ଖେଳାଳୀ
ବାରିପଦା – ଉତ୍ତରାଖଣ୍ଡର ଡେରାଡୁନ ଠାରେ ଚଳିତ ମାସ ୨୮ ରୁ ଫେବୃଆରି ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୩୮ ତମ ଜାତୀୟ କ୍ରୀଡ଼ାର ରଗବୀ ଖେଳ ବିଭାଗରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ୩ ଜଣ ମହିଳା ଓ ଜଣେ ପୁରୁଷ ଓଡ଼ିଶା ରଗବୀ ଦଳରେ ସ୍ଥାନ ପାଇଛନ୍ତି I ସେମାନେ ହେଲେ ସନ୍ଧ୍ୟାରାଣୀ ଟୁଡୁ, ପାର୍ବତୀ ହାଁସଦା, ସୁନୀତା ହାଁସଦା ଓ ପୁରୁଷ ବିଭାଗରେ ଅଜିତ କୁମାର ହାଁସଦା I ସୂଚନା […]
Read More Text.