ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନର ଭୁଲ୍ ଇଂରାଜୀ ନାମର ସଂଶୋଧନ କରାଯାଇଛି । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୬ ଜିଲ୍ଲାର ବିଭିନ୍ନ ସ୍ଥାନର ଭୁଲ୍ ଇଂରାଜୀ ନାମ ସଂଶୋଧନ ହୋଇଛି । Angulର ଇଂରାଜୀ ନାମ ସଂଶୋଧନ ହୋଇ ANUGOLA ହୋଇଛି । ସେହିପରି Pallaharaର ଇଂରାଜୀ ନାମ PALALAHADA କରାଯାଇଛି । CUTTACK ହୋଇଛି KATAKA । BALASORE ହୋଇଛି BALESHWAR । SORO ହୋଇଛି SORA, BARGARHର ଇଂରାଜୀ ନାମ BARAGADA ହୋଇଛି । Berhampur ହୋଇଛି BRAHMAPUR । KANDHAMAL ହେଲା KANDHAMALA । Aul ହୋଇଛି AALI । ଏପଟେ KHURDAରୁ KHORDHA ଓ KEONJHAR ଏବେ KENDUJHARA ହୋଇଛି ।
ଅନୁଗୋଳ Angul ANUGOLA
ପାଳଲହଡ଼ା Pallahara PALALAHADA
ତାଳଚେର Talcher TALACHER
ବଲାଙ୍ଗୀର Bolangir BALANGIR
ବଙ୍ଗୋମୁଣ୍ତା Bangamunda BANGOMUNDA
ବାଲେଶ୍ବର Balasore BALESHWAR
ନୀଳଗିରି Nilgiri NILAGIRI
ସୋର Soro SORA
ବରଗଡ଼ Bargarh BARAGADA
ରାଜବୋଡ଼ାସମ୍ବର Rajborasambar RAJBODASAMBAR
ବନ୍ତି Bonth BANTA
ବୌଦ୍ଧଗଡ଼ Boudhgarh BOUDHAGADA
କଟକ Cuttack KATAKA
ସାଲେପୁର Salipur SALEPUR
ବଡ଼ମ୍ବା Baramba BADAMBA
ଆଠଗଡ଼ Athagarh ATHAGADA
ଦେବଗଡ଼ Deogarh DEBAGADA
ରିଆମାଳ Reamal RIAMAL
ବ୍ରହ୍ମପୁର Berhampur BRAHMAPUR
ହିଞ୍ଜିଳିକାଟୁ Hinjilicut HINJILIKATU
ଆସିକା Aska ASIKA
ସୋରଡା Surada SORADA
ଦଶରଥପୁର Dasarathpur DASHARATHPUR
ଧର୍ମଶାଳା Dharmasala DHARMASHALA
ବେଲପାହାଡ଼ Belpahar BELPAHAD
ଜୁନାଗଡ଼ Junagarh JUNAGADA
ଧର୍ମଗଡ଼ Dharamgarh DHARMAGADA
ଜୟପାଟଣା Jaipatna JAYAPATANA
ଲାଞ୍ଜିଗଡ଼ Lanjigarh LANJIGADA
ଭବାନୀପାଟଣା Bhawanipatna BHABANIPATANA
କନ୍ଧମାଳ Kandhamal KANDHAMALA
କେନ୍ଦ୍ରାପଡ଼ା Kendrapara KENDRAPADA
ଆଳି Aul AALI
ମହାକାଳପଡ଼ା Mahakalapara MAHAKALAPADA
କେନ୍ଦୁଝର Keonjhar KENDUJHAR
ବଡ଼ବିଲ Barbil BADABIL
