Digha temple 750x430

ଦୀଘା ଜଗନ୍ନାଥ ମନ୍ଦିର ନେଇ ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ସ୍ବାଗତ କଲେ ଶୁଭେନ୍ଦୁ ଅଧିକାରୀ

ଭୁବନେଶ୍ବର: ପଶ୍ଚିମବଙ୍ଗର ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ ଆଉ ‘ଧାମ’ କୁହାଯିବ ନାହିଁ। ପଶ୍ଚିମବଙ୍ଗର ପୂର୍ବତନ ସରକାର ରଖିଥିବା ଏହି ‘ଧାମ’ ଶବ୍ଦକୁ ହଟାଇବାକୁ ବର୍ତ୍ତମାନର ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆଜି ଏହି ବଡ଼ ଘୋଷଣା କରିଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କ ଏହି ଘୋଷଣା ପରେ ଏହି ନିଷ୍ପତ୍ତି ପରେ କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଦିଗରେ ଏହା ଏକ […]

Read More Text.
Mohan majhi 1

‘ଡବଲ୍ ଇଞ୍ଜିନ’ ସରକାରରେ ଓଡ଼ିଶାର ବିକାଶ ପ୍ରକ୍ରିୟା ଅଗ୍ରସର ହେଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ଏବଂ ରାଜ୍ୟର ‘ଡବଲ୍ ଇଞ୍ଜିନ’ ସରକାରର ମିଳିତ ସମନ୍ୱୟ ବଳରେ ଓଡ଼ିଶାର ବିକାଶ ପ୍ରକ୍ରିୟା ଏକ ପ୍ରଭାବଶାଳୀ ଗତି ଦେଇ ଅଗ୍ରସର ହେଉଛି। ଯୋଗାଯୋଗ, ଶିଳ୍ପ, ଭିତ୍ତିଭୂମି, କୃଷି, ନାରୀ ସଶକ୍ତୀକରଣ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନାର ଦୃଢ଼ ରୂପାୟନ ମାଧ୍ୟମରେ ପ୍ରତିଟି ନାଗରିକଙ୍କୁ ସଶକ୍ତ କରାଯାଉଛି। କେନ୍ଦ୍ର ସରକାରଙ୍କ ସେବା ଓ ସମର୍ପଣର ୧୨ ବର୍ଷ ଏବଂ ତୃତୀୟ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି […]

Read More Text.
IMG 20260608 WA0189

ସାତ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ସହ କାର ଜବତ

ବାରିପଦା : ଆଜି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ପୋଲିସ ଏକ ଗଞ୍ଜେଇ ଭର୍ତ୍ତି ଥିବା କାରକୁ ଜବତ କରିଅଛି l କାରଟି ତିନିଦିନ ହେବ ଉକ୍ତ ଥାନା ଅନ୍ତର୍ଗତ ଗୌଡ଼ଡ଼ିହି ଶ୍ମଶାନ ନିକଟରେ ଥିବାର ସ୍ଥାନୀୟ ଲୋକମାନେ ଦେଖି ସନ୍ଦେହ ହେବାରୁ ପୋଲିସ କୁ ଖବର ଦେଇଥିଲେ l ପୋଲିସ ଆସି କାର ସମେତ କାର ଭିତରେ ଥିବା ଗଞ୍ଜେଇ ବସ୍ତା କୁ ଜବତ କରିଅଛି l ଜବତ ଗଞ୍ଜେଇ  70 କେଜିରୁ ଉର୍ଦ୍ଧ୍ୱ ହୋଇଥିବାବେଳେ […]

Read More Text.
IMG 20260608 WA0186

 ବହୁ ପ୍ରତିକ୍ଷିତ ଅଟଳ ବସଷ୍ଟାଣ୍ଡ ଶିଳାନ୍ୟାସ କଲେ ସାଂସଦ ଓ ଵିଧାୟକ

ବାରିପଦା : ମୟୂରଭଂଜ ଜିଲ୍ଲାର ସିମାନ୍ତ ଆଦିବାସୀ ଅଧ୍ୟୁଷିତ ଯାମଦା‌ଵ୍ଳକର ବହୁ ପ୍ରତିକ୍ଷିତ ନୂତନ ବସଷ୍ଟାଣ୍ଡକୁ ରାଜ୍ୟ ସରକାର  ଅନୁମୋଦନ କରିଛନ୍ତି ।ଯାତ୍ରାକୁ ଲାଗି ପଡୋଶୀ ଝାଡଖଣ୍ଡ ସିମାନ୍ତ ଲାଗି ରହିଛି ।ତଦସହ ଝାଡ଼ଖଣ୍ଡ ଓ ଯାମଦା ଅଞ୍ଚଳର ସଂଯୋଗୀକରଣ ବହୁତ ଭଲ ଅଛି ।ତଦସହ ଯାମଦା ଓ  ପଡ଼ୋଶୀ ରାଜ୍ୟର ସାମାଜିକ, ବୈବାହିକ , ପାରିବାରିକ ଓ ସାଂସ୍କୃତିକ ସମ୍ପର୍କ ରହିଛି ।ଯାମଦାରୁ ଝାଡ଼ଖଣ୍ଡର ଚାଇଁଵସା,ରାଜନଗର,କେନ୍ଦୁଝର ,ରାଇରଙ୍ଗପୁର,ବାରିପଦା,ଜାମସେଦପୁର, ରାଜଧାନୀ ଭୂବନେଶ୍ବର,ରାଉରକେଲାକୁ ବସ ଚଳାଚଳ କରୁଛି । […]

Read More Text.
IMG 20260608 WA0178

ରାଜ୍ୟସ୍ତରୀୟ ଖେଳକୁଦ ଚମ୍ପିୟାନସିପରେ ମୟୁରଭଞ୍ଜର ସଫଳତା, ୪ ସ୍ବର୍ଣ୍ଣ, ୫ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ ହାସଲ 

ବାରିପଦା : ଓଡିଶା ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ କଟକ ଠାରେ ଅନୁଷ୍ଠିତ ୭୨ତମ ରାଜ୍ୟସ୍ତରୀୟ ଖେଳକୁଦ ଚମ୍ପିୟାନସିପରେ ମୟୁରଭଞ୍ଜ ୧୫ଟି ପଦକ ହାସଲ କରିଛି ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ୨୦ ବର୍ଷରୁ କମ ୧୧୦ ମିଟର ହାଡଲସ ଓ ଲମ୍ବଡିଆଁରେ ବିଶ୍ୱଜିତ ଦାସ ଓ ୫ କି ମି ୱାକିଙ୍ଗରେ ସଲକ ସାୟ, ୨୩ ବର୍ଷରୁ କମ ୪୦୦ ମି ଦୌଡରେ ରାଜେଶ୍ୱରୀ ସିଂ ସ୍ବର୍ଣ୍ଣ […]

Read More Text.
IMG 20260608 WA0175

ମୟୂରଭଞ୍ଜରେ ବିକାଶର ମହାଯଜ୍ଞ: ୪୩୦ କୋଟିର ପ୍ରକଳ୍ପ ସହ ୬୫୦ ଶଯ୍ୟା ବିଶିଷ୍ଟ ନୂଆ ଟିଚିଙ୍ଗ୍ ହସ୍ପିଟାଲ ଲୋକାର୍ପିତ

ବାରିପଦା :  ମୟୂରଭଞ୍ଜ ଏବଂ ସମଗ୍ର ଉତ୍ତର ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଜି ଏକ ନୂତନ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାରିପଦା ଗସ୍ତରେ ଆସି  ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉଦ୍‍ଘାଟନ କରିବା ସହିତ  ଏହି ଅବସରରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ୪୩୦  କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର […]

Read More Text.
Accident 1 300x208

ଦୁର୍ଘଟଣା ଘଟି ବସରେ ଲାଗିଲା ନିଆଁ ; ଜଳିଗଲେ ୨୧ ଯାତ୍ରୀ

ବାଗଦାଦ : ଦକ୍ଷିଣ ଇରାକର ନାସିରିଆ ସହର ନିକଟରେ ବଡ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ପରେ ନିଆଁ ଲାଗି ଯିବାରୁ ପ୍ରାୟ ୨୧ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୧୯ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଅତି ଦ୍ରୁତ ଗତିରେ ଯାଉଥିବା ବସଟି ହଠାତ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା। ଓଲଟି ପଡ଼ିବା ପରେ ନିଆଁ […]

Read More Text.
Steel

ବିଶାଖା ଷ୍ଟିଲ୍ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ତ : ୯ ଶ୍ରମିକ ଜୀବନ୍ତ ଦଗ୍ଧ, ଅନେକ ଆହତ

ବିଶାଖାପଟ୍ଟଣମ : ବିଶାଖାପଟ୍ଟଣମ ସ୍ଥିତ ବିଶାଖା ଷ୍ଟିଲ୍ ପ୍ଲାଣ୍ଟର SMS-2 (Steel Melting Shop-2) ବିଭାଗରେ ସୋମବାର ଏକ ଭୟାବହ ଔଦ୍ୟୋଗିକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଅନ୍ୟ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ସମଗ୍ର ଶିଳ୍ପାଞ୍ଚଳରେ ଶୋକ ଓ ଚିନ୍ତାର ପରିବେଶ ସୃଷ୍ଟି କରିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଲ୍ୟାଡଲ୍ (Ladle) ମାଧ୍ୟମରେ ପରିବହନ କରାଯାଉଥିବା ଅତ୍ୟଧିକ ଉତ୍ତପ୍ତ ଦ୍ରବୀଭୂତ ଧାତୁ […]

Read More Text.
Indianairforce

NEET-UG ପରୀକ୍ଷା ପ୍ରଶ୍ନପତ୍ର ନେବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ : NEET-UG ପରୀକ୍ଷାରେ ହେଉଥିବା ଜାଲିଆତି ଏବଂ ପେପର ଲିକକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET-UG 2026 ପୁନଃ-ପରୀକ୍ଷାର ପ୍ରଶ୍ନପତ୍ରଗୁଡ଼ିକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ଭାରତୀୟ ବାୟୁସେନାର ସହାୟତା ନିଆଯିବ । ଦେଶର କୌଣସି ଜାତୀୟ ପ୍ରବେଶିକା ପରୀକ୍ଷାର ପରିଚାଳନା ପାଇଁ ଭାରତୀୟ ସେନାକୁ ସାମିଲ କରାଯିବା ଇତିହାସରେ ଏହା ପ୍ରଥମ ଘଟଣା । ଗତ ମେ ୩ […]

Read More Text.
Drown

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ, ଜଣେ ମୃତ, ୨ ନିଖୋଜ

ତାଳଚେର : ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ସାଙ୍ଗ ।  ଜଣେ ମୃତ, ଦୁଇ ନିଖୋଜ ।  ତାଳଚେର ବ୍ରାହ୍ମଣୀ ନଦୀରେ ଅଘଟଣ ଘଟିଛି ।   ତାଳଚେର  ବ୍ରାହ୍ମଣୀ ନଦୀରେ ଗାଧେଇବା ବେଳେ ବୁଡ଼ି ଗଲେ ତିନି ଜଣ ସାଙ୍ଗ  l ଜଣେ ଉଦ୍ଧାର ଦୁଇ ଜଣ ନିଖୋଜ ଥିବା ଜଣାପଡ଼ିଛି  l ଉଦ୍ଧାର ହୋଇ ସ୍ଥାନୀୟ  ଡାକ୍ତରଖାନାକୁ ନିଆଯାଇଥିବା ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସମସ୍ତ ତିନି ଜଣ ସାଙ୍ଗ ତାଳଚେର ଷ୍ଟେସନ ଅଞ୍ଚଳର […]

Read More Text.