Crime

ବାଇକ ଚେନ୍ କ୍ରାଙ୍କରେ ପିଟି ପିଟି ମାଆ-ଝିଅଙ୍କୁ ବୀଭତ୍ସ ହତ୍ୟା

ଭୁବନେଶ୍ୱର: ସମ୍ବଲପୁରରୁ ଆସିଛି ବଡ଼ ଅଘଟଣ। ମାଆ ଝିଅଙ୍କୁ କରାଯାଇଛି ବୀଭତ୍ସ ହତ୍ୟା । ବାଇକ ଚେନ୍ କ୍ରାଙ୍କରେ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ । ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଗରମ ଯୋଗୁଁ ଉଭୟ ମାଆ ଓ ଝିଅ ଘର ଅଗଣାରେ ଶୋଇଥିବା ବେଳେ କିଛି ପଡ଼ୋଶୀ ଯୁବକ ସେମାନଙ୍କୁ ଆକ୍ରମଣ କରିଥିଲେ। ବାଇକର ଚେନ୍ କ୍ରାଙ୍କରେ ସେମାନଙ୍କୁ ନିର୍ଦ୍ଦୟ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। […]

Read More Text.
Rain

କାଳବୈଶାଖୀ ତାଣ୍ଡବ, ବଜ୍ରାଘାତରେ ଚାଲିଗଲା ୩ ଜୀବନ

ଭୁବନେଶ୍ୱର: କାଳ ସାଜୁଛି କାଳବୈଶାଖୀ । ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମୟରେ ଅଘଟଣ । ଯାଜପୁର, ଭଦ୍ରକ ଓ ବାରିପଦାରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଟପୁର ପଞ୍ଚାୟତ ଗୁଣ୍ଡିଲୋ ଗାଁର ସଂଗ୍ରାମ ନାୟକ ବିଲରେ ହଳ କରୁଥିବା ସମୟରେ ବଜ୍ରାଘାତରେ ମୃତ୍ୟ ହୋଇଥିଲା ।  ବଜ୍ରପାତରେ ୧୦ ବର୍ଷର ବାଳକଙ୍କ ଜୀବନ ଯାଇଛି । ମା ଆଙ୍କୁ ଗୁହାଳ ଘରୁ ଆଣିବାକୁ ପୁଅ ଜୀବନ ଛତା […]

Read More Text.
D15e44f2 5c46 49d6 bd3a 73a8f5e5ec2f

ଯଜ୍ଞର ପବିତ୍ର ଆହୁତିରେ ବିଶ୍ୱ ଶାନ୍ତି ଓ ମାନବିକ ଆନନ୍ଦର ଅନ୍ୱେଷଣ: ଓଡ଼ିଶା ବ୍ରାହ୍ମଣ ମହାସଂଘର ଅଭିନବ ପ୍ରୟାସ

ଭୁବନେଶ୍ୱର : ଭାରତୀୟ ସନାତନ ସଂସ୍କୃତି ଓ ପରମ୍ପରାରେ ଯଜ୍ଞର ସ୍ଥାନ ସର୍ବୋପରି। ଯଜ୍ଞ କେବଳ ଏକ ଧାର୍ମିକ କର୍ମକାଣ୍ଡ ନୁହେଁ, ବରଂ ଏହା ମାନବ ଜୀବନକୁ ଶୃଙ୍ଖଳିତ କରିବା ସହ ବିଶ୍ୱ ବ୍ରହ୍ମାଣ୍ଡରେ ଶାନ୍ତି ଓ ସନ୍ତୁଳନ ରକ୍ଷା କରିବାର ଏକ ଅନନ୍ୟ ବିଜ୍ଞାନ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବ୍ରାହ୍ମଣ ମହାସଂଘ, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ରରେ ବିଶିଷ୍ଟ ଅତିଥିମାନେ ଯଜ୍ଞର ମହତ୍ତ୍ୱ ଓ ପ୍ରାସଙ୍ଗିକତା ଉପରେ ଗଭୀର ଆଲୋକପାତ କରିଛନ୍ତି। ସ୍ଥାନୀୟ […]

Read More Text.
IMG 20260607 WA0156

ବିରୋଧୀଙ୍କ ଚେତାବନୀ ପରେ ସରକାରଙ୍କ ଚୈତନ୍ୟୋଦୟ; ଜିଲ୍ଲାରେ ପୁଣି ସକ୍ରିୟ ହେବ ଜନକଲ୍ୟାଣକାରୀ ସ୍ୱାସ୍ଥ୍ୟ ସେବା

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ସ୍ୱାସ୍ଥ୍ୟସେବା ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଓ ହୀନ ରାଜନୈତିକ ମନୋଭାବ ଶେଷରେ ପ୍ରକାଶ୍ୟ ହୋଇଛି। ଯେଉଁ ବାରିପଦା ରେ *ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ* ଓ ହସ୍ପିଟାଲର *ସ୍ୱାସ୍ଥ୍ୟ ଭିତ୍ତିଭୂମି*, *ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ* ଙ୍କ ଦୂରଦର୍ଶୀ ନେତୃତ୍ୱରେ ପ୍ରତିଷ୍ଠିତ ହୋଇଥିଲା ଏବଂ *୨୦୨୪ ମସିହାରେ* ତାଙ୍କ ଦ୍ୱାରା ଲୋକାର୍ପିତ ମଧ୍ୟ ହୋଇଥିଲା, ସେହି ପ୍ରକଳ୍ପକୁ କେବଳ ରାଜନୈତିକ ଶ୍ରେୟ ନେବା ଆଶାରେ ବର୍ତ୍ତମାନ ସରକାର ପ୍ରାୟ […]

Read More Text.
IMG 20260607 WA0161

କେନ୍ଦ୍ରୀୟ ମୁଣ୍ଡାରୀ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ

ବାରିପଦା : ଆଜି କେନ୍ଦ୍ରୀୟ ମୁଣ୍ଡାରୀ ମାଧ୍ୟମିକ ଶିକ୍ଷାବୋର୍ଡ ଆନୁକୂଲ୍ୟରେ ଓଡିଶା, ପଶ୍ଚିମବଂଗ ଓ ଝାରଖଣ୍ଡ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରଗୁଡିକରେ ମୁଣ୍ଡାରୀ ବାନୀ ଲିପିରେ ପ୍ରଥମ ଶ୍ରେଣୀ ରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ୧୧୬୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି । ମୁଣ୍ଡାରୀ ବାନୀ ସ୍କୁଲର ପ୍ରଧାନ ଶିକ୍ଷକ ମାନେ ପରୀକ୍ଷା କେନ୍ଦ୍ର ର ପରିଚାଳନା ଦାୟିତ୍ୱ ରେ ଥିଲେ । ଝାରଖଣ୍ଡ ରାଜ୍ୟର ପରୀକ୍ଷା କେନ୍ଦ୍ର ଗୁଡିକରେ ସ୍କାର୍ଡ ଡ୍ୟୁଟିରେ ଭାରତ ମୁଣ୍ଡା ସମାଜ […]

Read More Text.
IMG 20260606 WA0201

 ସାରନା ଅଲ୍ ଇତୁନ୍ ଆଶ୍ରା ଆନୁକୁଲ୍ୟରେ ଅଲଚିକି ପରୀକ୍ଷା ଦେଲେ ୨୦୭ ଛାତ୍ରୀ 

ବାରିପଦା :  ମୟୁରଭଞ୍ଜ ଜିଲ୍ଲା ବିଜାତଳା ଏସ୍ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ସାର୍ନା ଅଲ୍ ଇତୁନ୍  ଆଶ୍ରା ଅନୁଷ୍ଠାନ ତରଫରୁ ଅଲଚିକି ପରୀକ୍ଷାରେ ୨୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମକାଳୀନ ଅଲଚିକି ପରୀକ୍ଷା ସଫଳତାର ସହ ଅନୁଷ୍ଠିତ ହୋଇଛି। ଆସେକା ରାଇରଙ୍ଗପୁର ର ନେତୃତ୍ୱରେ ଆୟୋଜିତ ଏହି ପରୀକ୍ଷାରେ ସାର୍ନା  ଅଲ ଇତୁନ  ଆଶ୍ଳା ବାଘିଆଟାଙ୍ଗର ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପରୀକ୍ଷାଟି […]

Read More Text.
IMG 20260607 WA0151

ସରିଗଲା ମହୋତ୍ସବ ଛାଡିଗଲା ସ୍ମୃତି, ସମ୍ବର୍ଦ୍ଧିତ ହେଲେ ୬୮ କଳାକାର 

ବାରିପଦା : ସରିଗଲା ମହୋତ୍ସବ ଛାଡିଗଲା ସ୍ମୃତି l କଳାକାର ମାନଙ୍କ ସୁନ୍ଦର ଅଭିନୟ ଦର୍ଶକମାନଙ୍କ ମନ ଭିତରେ ଅଭୁଲା ହୋଇ ରହିଗଲା l ବାରିପଦା କଳାକାର ପରିବାର ଆନୁକୂଲ୍ୟରେ ଆୟୋଜିତ ୬ ଦିନିଆ ନାଟ୍ୟ ମହୋତ୍ସବ ସଫଳତାର ସହ ଉଦଯାପିତ ହୋଇଯାଇଛି I ପ୍ରତ୍ୟେକ ସନ୍ଧ୍ୟାରେ ପରିବେଷିତ ଉଚ୍ଚକୋଟିର ନାଟକ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ I ଉଦଯାପନୀ ସମାରୋହ ଅବସରରେ  ଆଜି ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ […]

Read More Text.
Mumbai is facing a severe lpg cooking gas shortage with refill waiting times stretching to eight days

ମହଙ୍ଗା ହେଲା ଏଲପିଜି, ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ: ଘରୋଇ ଏଲପିଜି ସିଲିଣ୍ଡର ଦର ପୁଣି ୨୯ ଟଙ୍କା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ମୂଲ୍ୟ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ ଶନିବାର ମଧ୍ୟରାତ୍ରରୁ ଦେଶବ୍ୟାପୀ ତତ୍କାଳ ଲାଗୁ କରାଯାଇଛି। ଗତ ୩ ମାସ ମଧ୍ୟରେ ଏହା ଘରୋଇ ଏଲପିଜି ଉପରେ ସର୍ବାଧିକ ଦ୍ବିତୀୟ ଥର ଦରବୃଦ୍ଧି ବୋଲି ସୂଚନା ମିଳିଛି। ଫଳରେ ଦିଲ୍ଲୀରେ ଗ୍ୟାସ୍‌ ସିଲିଣ୍ଡର ଦର ୯୧୩ ଟଙ୍କାରୁ ୯୪୨ ଟଙ୍କାକୁ ବୃଦ୍ଧି ପାଇଛି। ଏହି ମୂଲ୍ୟବୃଦ୍ଧି ଉଭୟ ରିଆତିଯୁକ୍ତ ଓ […]

Read More Text.
Neet ug

NEET-UG ୨୦୨୬ ପରୀକ୍ଷା ପାଇଁ ସହର ସୂଚନା ଜାରି କଲା ଏନଟିଏ

ନୂଆଦିଲ୍ଲୀ : NEET-UG ପେପର ଲିକ୍ ହେବା ପରେ ପୁଣିଥରେ ପରୀକ୍ଷା କରାଯାଉଛି । ଜୁନ୍ ୨୧ ତାରିଖରେ ଆଉଥରେ ନିଟ୍ ପରୀକ୍ଷା କରାଯିବ । ଏଥିପାଇଁ ପରୀକ୍ଷା ପାଇଁ ସହର ସୂଚନା ଘୋଷଣା କରିଛି ଏନଟିଏ । ପରୀକ୍ଷାର୍ଥୀ ସହର ସୂଚନା ଦେଖିବା ପାଇଁ ଆବେଦନ ନମ୍ବର ଏବଂ ପାସୱାର୍ଡ ଦେଇ ଲଗ୍ ଇନ୍ କରିବା ପରେ ନିଜର ପରୀକ୍ଷା ସହର ସୂଚନା ବିଷୟରେ ଜାଣିପାରିବେ । ଏନଟିଏ ଜାରି କରିଥିବା ସୂଚନା ଅନୁସାରେ, ୨୧ ଜୁନରେ […]

Read More Text.
Rain

ଆହୁରି ୪ ଦିନ ଯାଏଁ ରାଜ୍ୟରେ ଲାଗି ରହିବ କାଳବୈଶାଖୀ ପ୍ରଭାବ

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ କମିଲା ତାତି । ରାଜଧାନୀ ସମେତ ରାଜ୍ୟର ଏକାଧିକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ମଧ୍ୟାହ୍ନରେ ଭୟଙ୍କର ତାତି ଓ ଗୁଳୁଗୁଳି ପରେ ଅପରାହ୍ଣରେ ଭୀଷଣ ବର୍ଷା । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗି ରହିବ ।  ବିଭିନ୍ନ ଜିଲ୍ଲାକୁ ବର୍ଷା ପବନ ପାଇଁ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ଅନ୍ୟପଟେ କାଳବୈଶାଖୀ ସତ୍ତ୍ବେ ରାଜ୍ୟରେ ଆସନ୍ତା ୪ ଦିନ […]

Read More Text.