ପ୍ରବଳ ବର୍ଷାରେ ଧସିଲା ଗାର୍ଡୱାଲ, ପାର୍କିଂ ବେଳେ ରାସ୍ତା ତଳକୁ ଓଲଟିଲା ଘରୋଇ ବସ
ବାରିପଦା : ଲଗାଣ ବର୍ଷା ଯୋଗୁଁ ରାସ୍ତାପାର୍ଶ୍ଵ ଗାର୍ଡ ୱାଲ ଧସକିବା ଫଳରେ ସେଠାରେ ପାର୍କିଂ କରିଥିବା ଏକ ମଧୁସ୍ମିତା ନାମକ ଘରୋଇ ବସ ରାସ୍ତା ତଳକୁ ଖସିପଡିଅଛି l ଏହିଭଳି ଏକ ଦୁର୍ଘଟଣା ଆଜି ଅପରାହ୍ନରେ ବାରିପଦା ସହରର ସତ୍ୟସାୟୀ ଛକ ରୁ ଦାରୋଗାଦାହି ଯାଇଥିବା ଭି ଆଇ ପି ରୋଡ଼ ର ଭଞ୍ଜେଶ୍ୱର ମନ୍ଦିର ନିକଟରେ ଘଟିଅଛି l ଉକ୍ତ ରାସ୍ତା ପାର୍ଶ୍ଵରେ ପ୍ରତ୍ୟେକ ଦିନ ଘରୋଇ ବସ ଗୁଡିକ ପାର୍କିଂ କରଥାଆନ୍ତି l […]
Read More Text.