‘ରଜ’ ପାଇଁ ସୋମବାର ଖୋଲା ରହିବ ନନ୍ଦନକାନନ
ଭୁବନେଶ୍ୱର : ସୋମବାର (୧୫.୦୬.୨୦୨୬) ଦିନ ଖୋଲା ରହିବ ‘ନନ୍ଦନକାନନ’। ଏଥର ରଜ ପର୍ବ ଉପଲକ୍ଷେ ସୋମବାରରେ ଖୋଲା ରହିବ ‘ନନ୍ଦନକାନନ’ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ। ବାରଙ୍ଗ ସ୍ଥିତ ‘ନନ୍ଦନକାନନ’ ବୁଲିବାକୁ ମୁଖ୍ୟ ପର୍ବ ପର୍ବାଣୀ ରଜ,ଦଶହରା ଆଦି ସମୟରେ ପ୍ରବଳ ଭିଡ ହେଉଥିବା ଦେଖାଯାଏ। ଚଳିତ ବର୍ଷ ‘ରଜ’ ପର୍ବର ୨ୟ ଦିନ ସୋମବାର ପଡୁଛି। ଅନ୍ୟ ଦିନମାନଙ୍କରେ ସୋମବାର ନନ୍ଦନକାନନ ବନ୍ଦ ରହିଥାଏ। ମାତ୍ର ଏବର୍ଷ ‘ରଜ’ର ୨ୟ ଦିନ […]
Read More Text.