ସାରା ଦେଶରେ ୪ ହଜାରରୁ ଅଧିକ ସକ୍ରିୟ କରୋନା ମାମଲା

ନୂଆଦିଲ୍ଲୀ :  ସାରା ଦେଶକୁ ପୁଣି ଥରେ କବଳିତ କରିଛି କରୋନା। କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ସାରା ଦେଶରେ ୪ ହଜାରରୁ ଅଧିକ ସକ୍ରିୟ ମାମଲା ରିପୋର୍ଟ ଆସିଛି। କରୋନାର ସକ୍ରିୟ ମାମଲା ୪,୮୬୬ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୬୪ ଟି ନୂଆା କୋଭିଡ୍ ମାମଲା ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା ୪,୮୬୬ ରେ ପହଞ୍ଚିଛି। ୫ […]

Read More Text.

ଶିଖର ଘାଟ ପୋଲ ଉପରେ ଅଘଟଣ, ପୋଲ ଉପରୁ ନଦୀକୁ ଡେଇଁଲେ ଯୁବକ

ଜଗତସିଂହପୁର : ଦେବୀ ନଦୀକୁ ଡେଇଁପଡିଲେ ଯୁବକ । ଜଗତସିଂହପୁର ଜିଲ୍ଲା ବଛାଳ ଗାଁର ଟୁକୁନା ଲେଙ୍କାର ୨୫ ବର୍ଷର ପୁଅ ସୂର୍ଯ୍ୟକାନ୍ତ ଲେଙ୍କା ନଦୀକୁ ଡେଇଁପଡିଛନ୍ତି । ଶିଖରଘାଟ ନିକଟରେ ଥିବା ପୋଲ ଉପରୁ ଡେଇଁ ପଡିଛନ୍ତି । ପ୍ରେମ ଜନିତ କାରଣରୁ ନଦୀକୁ ଡେଇଁଥିବା ସନ୍ଦେହ କରାଯାଉଛି । ଖବର ଅନୁଯାୟୀ, ଗୁରୁବାର ସୂର୍ଯ୍ୟକାନ୍ତ ପୋଲ ଉପରେ କୌଣସି ଯାଉଥିଲେ । ଏହି ସମୟରେ ହଠାତ୍‌ ପୋଲ ଉପରୁ ନଦୀକୁ ଡେଇଁଥିଲେ । ପାଖରେ […]

Read More Text.
Screenshot 2025 06 05 131558

ଇମରାନ ଖାନଙ୍କ ପତ୍ନୀଙ୍କ ପଛରେ ପଡ଼ିଛନ୍ତି ଆସିମ ମୁନିର ! ପାକିସ୍ତାନ ପୂର୍ବତନ ପିଏମଙ୍କ ସାଂଘାତିକ ଖୁଲାସା

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରୀକ-ଏ-ଇନସାଫ (PTI) ନେତା ଇମରାନ ଖାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କ ବିରୋଧରେ ଗୁରୁତର ଓ ବ୍ୟକ୍ତିଗତ ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ଜେନେରାଲ ମୁନିର ତାଙ୍କୁ ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ (ISI) ମୁଖ୍ୟ ପଦରୁ ହଟାଇବା ପରେ ବ୍ୟକ୍ତିଗତ ଶତ୍ରୁତା ଯୋଗୁ ଟାର୍ଗେଟ କରିଛନ୍ତି, ଓ ଏହାର ସବୁଠୁ ବଡ଼ ଶିକାର ହୋଇଛନ୍ତି ତାଙ୍କ ପତ୍ନୀ ବୁଶରା ବିବି। ବୁଶରା ବିବିଙ୍କୁ କାହିଁକି ଟାର୍ଗେଟ କରାଗଲା? […]

Read More Text.
Bribe 750x375 1

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର୍, ୬ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ପୁରୀ: ପୁରୀର ଏସଡିଭିଓ ସେକ୍ସନ ଅଫିସର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଆଜି ସେକ୍ସନ ଅଫିସର (ସ୍‌ବଡିଭିଜିଓଆଲ ଭେଟେନାରୀ ଅଫିସର) ମନୋଜ ମହାନ୍ତି ୬୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ। ଅଭିଯୋଗକାରୀ ଏବଂ ଅନ୍ୟ ତିନି ଜଣଙ୍କ ସମ୍ପର୍କରେ EV (ବୈଦ୍ୟୁତିକ ଯାନ) ଅଗ୍ରୀମ ଡ୍ର’ କରିବା ପାଇଁ ଏସଡିଭିଓର ଅଧିକାରୀ ରେଞ୍ଚର ଜଣେ କର୍ମଚାରୀ (ଅଭିଯୋଗକାରୀ)ଙ୍କଠାରୁ ୬୦୦୦ ଟଙ୍କା ଲାଞ୍ଚ ଦାବି କରୁଥିବା ଏବଂ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ […]

Read More Text.
Snake 1 17 750x430

ଟ୍ରମ୍ପ ପ୍ରଶାସନ ବିରୋଧରେ ଖୋଲାଖୋଲି ସ୍ଵର ଉତ୍ତୋଳନ କଲେ ମସ୍କ

ଓ୍ବାଶିଂଟନ: ଟେସ୍‌ଲା ମୁଖ୍ୟ ଏଲନ ମସ୍କ ଏବେ ଖୋଲାଖୋଲି ଭାବରେ ଟ୍ରମ୍ପ ପ୍ରଶାସନକୁ ବିରୋଧ କରୁଛ୍ତି। ଟ୍ରମ୍ପ ପ୍ରଶାସନ ଦ୍ୱାରା ଆଗତ ଟିକସ ବିଲ୍‌କୁ ମସ୍କ ତୀବ୍ର ସମାଲୋଚନା କରିଛନ୍ତି। ନିକଟରେ ମସ୍କ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଟ୍ରମ୍ପ ପ୍ରଶାସନର ଟିକସ ବିଲ୍ ବିରୋଧରେ ପ୍ରତିବାଦ କରି ସେ ସରକାରଙ୍କ ସହ ସମ୍ପର୍କ ଛିନ୍ନ କରିଥିବା କୁହାଯାଉଛି। ଏବେ ସରକାରରୁ ଅଲଗା ହେବାପରେ ମସ୍କ ଲଗାତର ଭାବେ ଟିକସ ବିଲ୍ […]

Read More Text.
Asf

ବନ୍ୟାର ବିକଟାଳ ରୂପ: ଆସାମରେ ବନ୍ୟା ନେଲାଣି ୧୯ ଜୀବନ

ଆସାମ: ବନ୍ୟାରେ ବେହାଲ ଆସାମ । ୫ ଦିନ ବିତିଲାଣି ତଥାପି ସୁଧୁରୁନି ସ୍ଥିତି । ଏବେବି ପାଣି ଘେରରେ ରହିଛନ୍ତି ଲୋକେ । ଛାଡୁନି ପାଣି, ସୁଧୁରୁନି ଅବସ୍ଥା । ଆସାମର ମୋରିଗାଁଓ ଜିଲ୍ଲାରେ ସ୍ଥିତି ପୂରା ସଙ୍ଗୀନ ଅଛି । ଜିଲ୍ଲାର ୧୦୧ ଗାଁ ବନ୍ୟା ଦ୍ବାରା ପ୍ରଭାବିତ । ରାସ୍ତାଘାଟ, ବିଲମାଳ, ଘର ଦ୍ବାର ସବୁଠି ପାଣି ପଶିଯାଇଛି । ବନ୍ୟା ପାଇଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । […]

Read More Text.
Pmc cm

ଓଡିଶା ଆସିବେ ମୋଦି, ମୋହନ ସରକାରଙ୍କ ପ୍ରଥମ ବାର୍ଷିକୀ ଉତ୍ସବରେ ଯୋଗଦେବେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାରଙ୍କ ପ୍ରଥମ ବାର୍ଷିକୀ ପାଳନ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରର ଜନତା ମଇଦାନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଜେପି ସରକାର ଗତ ବର୍ଷ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ନିଜର ସଫଳତା ବଖାଣିବେ। ସୂତ୍ର ଅନୁଯାୟୀ ଏହି ଉତ୍ସବରେ ଏକ ପ୍ରଦର୍ଶନ ରିପୋର୍ଟ କାର୍ଡ, ବିଷୟବସ୍ତୁ ଡକ୍ୟୁମେଣ୍ଟାରୀ ଏବଂ […]

Read More Text.
Koh

ବେଙ୍ଗାଲୁରୁ ଦଳାଚକଟା ଘଟଣା ପରେ ମୁହଁ ଖୋଲିଲେ କୋହଲି: କହିଲେ- ମୁଁ ଶବ୍ଦହୀନ, ମୁଁ ମର୍ମାହତ

ବେଙ୍ଗାଲୁରୁ: ଆରସିବିର ବିଜୟ ଶୋଭାଯାତ୍ରା ବେଳେ ଦଳାଚକଟା ଘଟଣା । ୧୧ ଜଣଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ ଆରସିବିର ଷ୍ଟାର୍ ବ୍ୟାଟର ବିରାଟ କୋହଲି । ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଇନଷ୍ଟାଗ୍ରାମରେ ଲେଖି ଦୁଃଖ ପ୍ରକାଶ କରିଛନ୍ତି କୋହଲି । ଘଟଣାକୁ ନେଇ ବିରାଟ କହିଛନ୍ତି- ମୁଁ ଶବ୍ଦହୀନ, ମୁଁ ମର୍ମାହତ… ବେଙ୍ଗାଲୁରୁ ଦଳାଚକଟା ଘଟଣା ନେଇ ଆରସିବି ତରଫରୁ କରାଯାଇଥିବା ଏକ ପୋଷ୍ଟରେ କୋହଲି […]

Read More Text.
Trump

୧୨ ଦେଶକୁ ଆମେରିକା ମନା, ୭ ଦେଶ ଉପରେ ଆଂଶିକ କଟକଣା

ଓ୍ବାଶିଂଟନ: ବିଦେଶୀ ନାଗରିକଙ୍କ ପାଇଁ ଆମେରିକାରେ କଟକଣା। ୧୨ ଦେଶର ଲୋକଙ୍କୁ ଆମେରିକା ମନା। ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ। ଏଥିସହ ଅନ୍ୟ ୭ଟି ଦେଶରୁ ଆସୁଥିବା ଲୋକଙ୍କ ଉପରେ ଆଂଶିକ କଟକଣା ଲାଗୁ କରାଯାଇଛି। ଏ ସମ୍ପର୍କିତ ନୂଆ ଘୋଷଣାପତ୍ର ଜାରି କରିଛି ଟ୍ରମ୍ପ ପ୍ରଶାସନ। ନୂଆ ଘୋଷଣାପତ୍ର ଅନୁସାରେ, ଆଫଗାନିସ୍ତାନ, ମିଆଁମାର, କଙ୍ଗୋ, ଇରାନ, ଲିବିଆ, ସୋମାଲିଆ, ସୁଦାନ, ୟେମେନ, ହୈତି, ଇରିଟ୍ରିଆ, ଚାଡ଼, ଇକ୍ଵାଟୋରିଆଲ୍ ଗିନି ଉପରେ ଆମେରିକାରେ ପ୍ରବେଶ […]

Read More Text.
1111

ଶାଳୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭିଣୋଇ

ଭୁବନେଶ୍ୱର : ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଚଢ଼େୟା ପଲ୍ଲୀରେ ହୋଇଛି ନିର୍ମମ ହତ୍ୟାକାଣ୍ଡ । ଶାଳିକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଭିଣୋଇ । ଜମିଜମା ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଚଢ଼େୟା ପଲ୍ଲୀ ଗ୍ରାମର ବିଜୟଲକ୍ଷ୍ମୀ ତ୍ରିପାଠୀ ଘରେ ଥିଲେ ।  ଏହି ସମୟରେ ଭିଣୋଇ ହଠାତ୍‌ ଘର ଭିତରକୁ ପ୍ରବେଶ କରି ବିଜୟଲକ୍ଷ୍ମୀଙ୍କୁ ଆକ୍ରମଣ […]

Read More Text.