Vijay mallya

ଭାରତ ଛାଡିବା ପୂର୍ବରୁ ଅରୁଣ ଜେଟଲୀଙ୍କ ପରାମର୍ଶ ନେଇଥିଲେ ବୋଲି କହିଲେ ମାଲ୍ୟା

ନୂଆଦିଲ୍ଲୀ: ଦେଶରୁ ହଜାର ହଜାର କୋଟି ଟଙ୍କା ନେଇ ପଳାଇ ଯାଇଥିବା ବ୍ୟବସାୟୀ ବିଜୟ ମାଲ୍ୟ ଗୋଟିଏ ସପ୍ତାହ ହେବ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏକ ପୋଡକାଷ୍ଟରେ ବିଜୟ ମାଲ୍ୟ ଯେଉଁ ବୟାନ ଦେଇଛନ୍ତି ତାହା ଏବେ ଭାରତୀୟ ରାଜନୀତି ଉପରେ ଗଭୀର ପ୍ରଭାବ ପକାଇପାରେ । ଏହି ଆଲୋଚନା ସମୟରେ ସେ କିଙ୍ଗଫିସର ଏୟାରଲାଇନ୍ସର ପତନ ସହ ଅନେକ ପ୍ରସଙ୍ଗରେ ଖୋଲାଖୋଲି ବୟାନ ଦେଇଛନ୍ତି । ଏଥିରେ ସେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କ […]

Read More Text.
Teacher stike resulyt

ଭୁବନେଶ୍ବର ଲୋୟର ପିଏମଜିରେ ଶିକ୍ଷକଙ୍କ ରଣହୁଙ୍କାର, ଚାକିରି ସ୍ଥାୟୀ ଦାବି କରି ଆନ୍ଦୋଳନ

ଭୁବନେଶ୍ୱର : ରାଜରାସ୍ତାରେ ଶିକ୍ଷକଙ୍କ ଗର୍ଜନ । ୨ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ କନିଷ୍ଠ ଶିକ୍ଷକ । ହାତରେ ଚକ୍ ବଦଳରେ ପ୍ଲାକାର୍ଡ, ଶିକ୍ଷାଦାନ ପରିବର୍ତ୍ତେ ହକ୍ ଆଉ ଅଧିକାର ପାଇଁ ଚାଲିଛି ଲଢେଇ । ଏନେଇ ଭୁବନେଶ୍ବର ଲୋୟର ପିଏମଜିରେ ରଣହୁଙ୍କାର ଦେଉଛନ୍ତି କନିଷ୍ଠ ଶିକ୍ଷତ ବୃନ୍ଦ । ଗତ୨୦୨୩ -୨୪ ରେ ଚାକିରି ପାଇଥିବା ଶିକ୍ଷକଙ୍କୁ ସରକାର ରେଗୁଲାର କରୁନଥିବା ଅଭିଯୋଗ ହୋଇଛି । ରେଗୁଲାର ଦାବି ନେଇ ହଜାର ହଜାର ସଂଖ୍ୟାରେ […]

Read More Text.
Image 2025 06 06t095452.666

ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌ଙ୍କ ପରଲୋକ

ବରଗଡ଼: ପରଲୋକରେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ମହମ୍ମଦ ରଫିକ୍‌ । ଶୁକ୍ରବାର ସକାଳ ପ୍ରାୟ ୬ଟା ୩୦ମି ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେଲା ରକ୍ତ ଶର୍କରା ଜନିତ ରୋଗରେ ପୀଡିତ ଥିଲେ । ବରଗଡ଼ର ଏକ ଘରୋଇ ହସ୍ପିଟାଲରେରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ୨୦୦୪ […]

Read More Text.
Img 20250605 wa0147

୧ମ ବାର୍ଷିକ ଡି ଆର କେ କପ୍ ଦିବାରାତ୍ର ୨୦ – ୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟ ଉଦଘାଟିତ, କୋର ହାଣ୍ଟର୍ସ ବିଜୟୀ

ବାରିପଦା : ଡି ଆର କେ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦ – ୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟ ଉଦଘାଟିତ ହୋଇଯାଇଛି I ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ନଗରପାଳ ତଥା ଟୁର୍ଣ୍ଣIମେଣ୍ଟର ସଭାପତି କୃଷ୍ଣIନନ୍ଦ ମହାନ୍ତି, କାର୍ଯ୍ୟକାରୀ ସଭାପତି ସମାଜସେବୀ କଳିଙ୍ଗ କେଶରୀ ଜେନା, ଉପ ନଗରପାଳ ସୀମା ଦାସ, ଇ. ବିପ୍ଳବ ଭଞ୍ଜନ ଭୁଗୁଡେଇ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର […]

Read More Text.
Img 20250605 wa0182

ବିଭିନ୍ନ ମଠ ମନ୍ଦିର, ଘରେ ସୁଦଷା ବ୍ରତ ଆନନ୍ଦ ଉଲ୍ଲାସର ସହ ପାଳିତ

ବାରିପଦା : ଉତ୍କଳୀୟ ସଂସ୍କୃତିରେ  ବିଭିନ୍ନ ଓଷା ବ୍ରତ ମଧ୍ୟରେ ସୁଦଶା ଓଷା ଏକ ଅନନ୍ୟ ବ୍ରତ ।  ମହାଲକ୍ଷ୍ମୀଙ୍କର ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ ।  ଆସ୍ଥା ଓ ବିଶ୍ଵାସ ଅଛି ଧନଧାନ୍ୟ ,ଶ୍ରୀ ବୃଦ୍ଧି, ସୁଖଶାନ୍ତି ପାଇଁ ମହିଳାମାନେ ଧନଦାତ୍ରୀ ମାତା ଲକ୍ଷ୍ମୀଙ୍କୁ ଆରାଧନା ଓ ଉପାସନା କରିଥାନ୍ତି ।ପଦ୍ମ ପୁରାଣ ଅନୁସାରେ ଯେ କୌଣସି ମାସର ଶୁକ୍ଳପକ୍ଷ,ଦଶମୀ ଏବଂ ଗୁରୁବାର ଗୋଟିଏ ଦିନରେ ପଡ଼ିବ  ସେହିଦିନ ସୁଦଶା ବ୍ରତ ପାଳନ […]

Read More Text.
Img 20250605 wa0152

ହାତୀ ଆକ୍ରମଣରେ ଯୁବକ ଗୁରୁତର 

ବାରିପଦା: ବୁଧବାର  ବିଜାତଳା ବ୍ଲକ ଅନ୍ତର୍ଗତ ଯୁଡିଆ ଗ୍ରାମର ବାବୁଲାଲ ପାତ୍ର  (୩୧)ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ  ବାବୁଲାଲ ପାତ୍ର ରାତି ୧୦ ଟା ପାଖାପାଖି ସମୟରେ ଘରୁ ଖାଇପିଇ ନିଜ ଗାଁ ପାଖ ପୋଖରୀ ପାଖକୁ  ଯାଇଥିଲା । ସେଠାରେ  ଫୋନରେ କଥା ହେଉଥିବାବେଳେ ଏକ ହାତୀ ହଠାତ୍ ସାମନା ପଟୁ ଆସି ଶୁଣ୍ଢରେ ବାବୁଲାଲ କୁ ଧରି କଚାଡି ଦେଇଥିଲା ।ଏହି ସମୟରେ ବାବୁଲାଲ ମରିଗଲି ମରିଗଲି  ଵୋଲି […]

Read More Text.
Rew

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ; ଜଣେ ମୃତ ଜଣେ ଗୁରୁତର

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ର ଯୋଡପୋଖରୀ ଗାଁ ମୁଣ୍ଡରେ ବୁଧବାର ଦିନ ରାତି ସମୟରେ ଏକ ଵାଇକ୍ ( OD11E2761 ଦୁର୍ଘଟଣା ଗ୍ରସ୍ତ ହେଵା ଫଳରେ   ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି l ରାତିସାରା ଦୁର୍ଘଟଣା ଜାଗା ରେ ହିଁ ଦୁଇ ଜଣ ଗୁରୁତର ହୋଇ ପଡି ରହିଥିଲେ l ଆଜି ସକାଳେ ରାସ୍ତାରେ  ଯାଉଥିବା ଲୋକ  ଦୁର୍ଘଟଣା ଗ୍ରସ୍ତ […]

Read More Text.
Img 20250605 wa0164

ବାରିପଦାଠାରେ ବିଶ୍ୱ ପରିବେଶ ଦିବସ ପାଳିତ

ବାରିପଦା – ଆଜି ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଜିଲ୍ଲା ପରିବେଶ ସମିତି ପକ୍ଷରୁ ବାରିପଦାଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା। ଜିଲ୍ଲା ପରିବେଶ ସମିତି ର ସମ୍ପାଦକ ତଥା ବାରିପଦା ବନଖଣ୍ଡ ଅଧିକାରୀ ଙ୍କ ତତ୍ଵାବଧାନରେ ବାରିପଦା କଚେରୀ ମାର୍କେଟ ଠାରେ ସକାଳ ୮ ଘଟିକା ସମୟରେ ପ୍ଲାଷ୍ଟିକ ବର୍ଜନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା।ବାରିପଦା ପୌର ପାଲିକା ଓ ମାର୍କେଟ କମିଟି ର ସହଯୋଗ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। […]

Read More Text.
Pinaki mishra

ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ମହୁଆ ମୋଇତ୍ରା ବିବାହ କରିଥିବା ଚର୍ଚ୍ଚା

ବିବାହ ବନ୍ଧନରେ ଆବଦ୍ଧ ହେଲେ ପିନାକୀ ମିଶ୍ର ଏବଂ ମହୁଆ ମୋଇତ୍ରା ! ଜର୍ମାନୀରେ ନିରାଡ଼ମ୍ବର ଭାବେ ବିବାହ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି । ବିବାହ ସମାରୋହ ୩ ମଇରେ ହୋଇଥିବା ସୂଚନା ମିଳିଛି । ବର୍ଲିନର ଗ୍ରାଣ୍ଡନବର୍ଗ ଗେଟ ଆଗରେ ସୁନା ଅଳଙ୍କାର ପିନ୍ଧି ହସହସ ମୁହଁରେ ମହୁଆଙ୍କ ଫଟୋ ପ୍ରକାଶ ପାଇଛି । ମହୁଆ ପିନାକୀ ମିଶ୍ରଙ୍କ ହାତ ଧରି ଚାଲୁଥିବା ଫଟୋ ଦି ଟେଲିଗ୍ରାଫରେ ପ୍ରକାଶ ପାଇଛି । ପଶ୍ଚିମବଙ୍ଗ କ୍ରିଷ୍ଣନଗରର […]

Read More Text.
Sta

ସାମ୍ନାକୁ ଆସିଲା ବେଙ୍ଗାଲୁରୁ ଦଳାଚକଟାର ପ୍ରମୁଖ କାରଣ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଷ୍ଟାଡିୟମ ବାହାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଯୋଗୁଁ ଏଭଳି ଅଘଟଣ ଘଟିଛି ବୋଲି ଅଧିକାରୀ କହିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦଳାଚକଟା ଘଟଣାରେ ଅତ୍ୟଧିକ ଭିଡ଼କୁ ଦାୟୀ କରିଛନ୍ତି । ଦୀର୍ଘ ୧୮ ବର୍ଷରେ ଆରସିବି ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ବେଙ୍ଗାଲୁରୁ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବିଜୟ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ […]

Read More Text.