ଆଗରପଡା ଯୁବ ମହୋତ୍ସବ ଷଷ୍ଠ ସଂଧ୍ୟା, ଯୁବଶକ୍ତି ଗଣତନ୍ତ୍ରର ସୁରକ୍ଷା କବଚ
ବନ୍ତ/ଆଗରପଡ଼ା: ୪ର୍ଥ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବରେ ଷଷ୍ଠ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେଡି ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ସାମଲ ଯୋଗଦେଇ ବହୁ ଭାଷା ଭାଷୀ ସମନ୍ୱିତ ଓଡ଼ିଶା ମାଟିର ଜନମାନସରେ ସାମ୍ପ୍ରଦୟିକ ସଦ୍ଭାବନାର ଜୈତ୍ର ବାଣୀର ପ୍ରଚାର ଆଜିର ଯୁବ ମହୋତ୍ସବର ଉଦ୍ ଘୋଷଣା ନିଶ୍ଚୟ ବୋଲି କହିବା ସହ ଆଜିର ଯୁବ ଶକ୍ତି ସୁଦୃଢ ଗଣତନ୍ତ୍ରର ସୁରକ୍ଷା କବଚ ବୋଲି କରିଥିଲେ । କମିଟିର ସଭାପତି ଇଂ […]
Read More Text.