ଭୋଜି କରିବା ହେଲା କାଳ, ପର୍ଯ୍ୟଟନ ସ୍ଥଳୀରେ ନଦୀରେ ବୁଡି ଦୁଇ ଯୁବକ ଙ୍କ ମୃତ୍ୟୁ
ବାରିପଦା: ଭୋଜି ଖାଇବାକୁ ଯାଇ ନଦୀରେ ବୁଡିଗଲେ ଦୁଇ ଯୁବକ । ଏହିପରି ଏକ ଦୁଃଖଦ ଘଟଣା ଘଟିଅଛି ବାରିପଦା ସହରରୁ ପାଖାପାଖି କୋଡିଏ କିଲୋମିଟର ଦୂର ପର୍ଯ୍ୟଟନସ୍ଥଳୀ ଲୁଲୁଙ୍ଗ ଠାରେ । ଆଜି ପୂର୍ବାହ୍ନରେ ବାରିପଦା ସହରର କିଛି ଯୁବକ ରଜ ଉତ୍ସବର ମଜାନେବା ପାଇଁ ଭୋକି କରିବାକୁ ଲୁଲୁଙ୍ଗ ଯାଇଥିଲେ । ମାତ୍ର ଭୋଜି କରିବା ହେଲା କାଳ । ସେଠାରେ ପହଞ୍ଚି ଲୁଲୁଙ୍ଗ ପାଶ୍ୱରେ ଥିବା ପଳପଳା ନଦୀ କୁ ଗାଧେଇବାକୁ ଯାଇଥିବା […]
Read More Text.