ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ- ନେତାନ୍ୟାହୁ
ଇସ୍ରାଏଲ ଓ ଇରାନ ମଧ୍ୟରେ ଘମାସାନ ଯୁଦ୍ଧ ଜାରି ରହିଛି । ଇରାନ ଉପରେ ଇସ୍ରାଏଲ ଘନ ଘନ ଆକ୍ରମଣ କରୁଥିବା ବେଳେ ଇରାନ ବି ପ୍ରତିଜବାବ ଦେଉଛି । ଆଉ ଏହାରି ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଉ ଏକ ବଡ ଖୁଲାସା କରିଛନ୍ତି । ନେତାନ୍ୟାହୁ କହିଛନ୍ତି ଯେ ‘ଇରାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି’ । ସେ ଇରାନର ଶତ୍ରୁ ନଂ ୱାନ୍ । ରିପୋର୍ଟ ଅନୁଯାୟୀ […]
Read More Text.