ଘାଟି ରାସ୍ତା ସଂପ୍ରସାରଣ ପାଇଁ ପ୍ରତ୍ୟେକ ସପ୍ତାହର ଚାରିଦିନ ଗାଡି ଚଳାଚଳ ଉପରେ କଟକଣା
ବାରିପଦା :- ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥ ର ବାଙ୍ଗରିପୋଷୀ ଠାରୁ ବିଶୋଇ ପର୍ଯ୍ୟନ୍ତ ଘାଟି ରାସ୍ତା ସଂପ୍ରସାରଣ କାମ ଚାଲୁରହିଥିବା ଯୋଗୁ ଘାଟି ରାସ୍ତାରେ ଦୁଇ ଚକିଆ ସମେତ ହାଲୁକା ଏବଂ ଭାରିଯାନ ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଅଛି l ପ୍ରତ୍ୟେଜ ସପ୍ତାହର ବୁଧବାର ଠାରୁ ଶନିବାର ପର୍ଯ୍ୟନ୍ତ ଦିନ11 ଘଟିକା ଠାରୁ 4 ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ […]
Read More Text.