Mohan 1024x576

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି, ୧୦ ଲକ୍ଷକୁ ବଢିଲା ସହାୟତା ରାଶି

ଭୁବନେଶ୍ୱର : ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ଘଟଣାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ବଢିଛି। ମୃତକ ସଦର ଥାନା କୋଡିପଶା ଗ୍ରାମର ସଜନୀ ଜୁଆଙ୍ଗ। ତିରିଭଲୁର ଜିଲାର ଏକ ସି ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକରୁ ଏହି ଅଘଟଣ ଘଟିଥିଲା। ଏମୋନିଆ ଗ୍ୟାସ୍ ଲିକ୍ ଯୋଗୁଁଁ ଓଡିଆ ଶ୍ରମିକ ମୃତାହତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ମୃତଦେହ ଭୁବନେଶ୍ୱର ପହଞ୍ଚିବା ନେଇ […]

Read More Text.
Lightning

ବାଇକରେ ଆସୁଥିବାବେଳେ ବଜ୍ରାଘାତ, ଚାଲିଗଲା ୩ ଜୀବନ

ଦେବଗଡ଼: ବଜ୍ରପାତ ନେଲା ୩ ଜୀବନ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ ବସାଲୋଇ ପଞ୍ଚାୟତରେ ଅଘଟଣ ଘଟିଛି । ବଜ୍ରାଘାତରେ ତେନ୍ତୁଳି ସାହିର ତିନି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବୁବୁନ ସାମଲ, ଡୋଳାମଣି ପେଣ୍ଠେଇ ଓ ରାଜା କଣ୍ଡୁଲାନା । ୬ଜଣ ଯୁବକ ୩ଟି ବାଇକରେ ଆସୁଥିବାବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ସେପଟେ ତେନ୍ତୁଳିସାହିର ରାଜା କଣ୍ଡୁଲାନା ଘର ଅଗଣାରେ ଥିବାବେଳେ ବଜ୍ରାପାତ ଘଟି ତାଙ୍କ ଜୀବନ ଯାଇଛି […]

Read More Text.
IMG 20260622 WA0140

ପ୍ରଧାନମନ୍ତ୍ରୀଙ୍କ ପାହାଡପୁର ଗ୍ରାମକୁ ସୌରଗ୍ରାମ ଘୋଷଣା ପରେ ସର୍ଭେ କାର୍ଯ୍ୟ ଆରମ୍ଭ 

ବାରିପଦା : ମହାମହିମ ରାଷ୍ଟ୍ରପତିଙ୍କ ୬୮ ତମ ଜନ୍ମ ଦିବସ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଆସି ପାହାଡ଼ପୁର ଗ୍ରାମକୁ ପରିଦର୍ଶନ ରେ ଯାଇ  ସେଠାକାର ପରିବେଶ, ପାହାଡପର୍ବତ, ଦୁର୍ଗମ ଅଞ୍ଚଳର, ଆଦାବାସୀଙ୍କ ସଂସ୍କୃତି, ସଫା ଘର‌ଦ୍ବାର  ଦେଖି ବିଭୋର ହୋଇପଡିଥିଲେ ।ଏଠାକାର ଆତିଥ୍ୟ ଦେଖି ବିମୋହିତ ହୋଇ  ଏହି ପାହାଡ଼ପୁର ଗ୍ରାମକୁ ଭାରତର ପ୍ରଥମ ସୌର ଗ୍ରାମ ଘୋଷଣା କରିଥିଲେ ।ଏହି ସୌର ଗ୍ରାମ ହେବା ଦ୍ଵାରା ଏହା ଅନ୍ଧାରିମୂଲକରୁ […]

Read More Text.
IMG 20260622 WA0142

ମୟୁରଭଞ୍ଜ ସେବା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

ବାରିପଦା : ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ମୟୁରଭଞ୍ଜ ସେବା ସଂଗଠନ ଆନୁକୂଲ୍ୟରେ ସଂଗଠନର ପ୍ରତିଷ୍ଠାତା ଚିନ୍ମୟ ଦାସଙ୍କ ୨୩ତମ ଜନ୍ମଦିନ ପାଳନ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାରିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳ ଏହି ଶିବିରକୁ ଉଦଘାଟନ କରିବା ସହ ଯୁବପିଢ଼ି ମାନଙ୍କୁ ସମାଜସେବାରେ ବ୍ରତୀ ହେବାପାଇଁ ଆହ୍ୱାନ ଦେଇଥିଲେ I ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ରାକେଶ […]

Read More Text.
IMG 20260622 WA0137

ଗ୍ରୀଷ୍ମକାଳୀନ ଯୋଗ ଶିବିର ଉଦଯାପିତ 

ବାରିପଦା : ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର ଆନୁକୂଲ୍ୟରେ ଗ୍ରୀଷ୍ମକାଳୀନ ଯୋଗ ଶିବିର ବାରିପଦା ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି I ୨୧ ଦିନ ଧରି ଏହି ନିଃଶୁଳ୍କ ଯୋଗ ଶିବିରରେ ୬ ବର୍ଷରୁ ଉର୍ଦ୍ଧ ମୋଟ ୧୧୬ ଜଣ ଛାତ୍ରଛାତ୍ରୀ ଓ ପୁରୁଷ ମହିଳା ଅଂଶଗ୍ରହଣ କରିଥିଲେ I ଅନୁଷ୍ଠାନର ସମ୍ପାଦକ ଜ୍ୟୋତିରଞ୍ଜନ ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ସ୍ୱରୂପା ସାହୁ ଯୋଗ, ଲୋକନାଥ ଦାସ ଛଉ, ଶ୍ରୀପତି ପାଣିଗ୍ରାହୀ ଓ ଦିବ୍ୟଜ୍ୟୋତି ପାଣିଗ୍ରାହୀ […]

Read More Text.
6a390839dff59 lucknow aliganj purnia fire coaching centre students trapped rescue operation 220228501 16x9 1 750x430

ଜଳିଗଲା କୋଚିଂ ସେଣ୍ଟର, ୧୪ ଛାତ୍ରଛାତ୍ରୀ ମୃତ, ମୃତକଙ୍କ ପରିବାରକୁ ୨ ଲକ୍ଷ କ୍ଷତିପୂରଣ ଘୋଷଣା

ଲକ୍ଷ୍ନୌ: ସୋମବାର ରାଜଧାନୀ ଲକ୍ଷ୍ନୌର ଆଲିଗଞ୍ଜର ପୁରୁଣାନିଆ ଅଞ୍ଚଳରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ସହରକୁ ଚକିତ କରିଦେଇଛି। ଏହି ଦୁଃଖଦ ଘଟଣାରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ବୟସ ୨୦ ରୁ ୨୪ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। କୋଚିଂ ସେଣ୍ଟରରେ କୌଣସି କାରଣବଶତଃ ହଠାତ୍ ନିଆଁ ଲାଗିଯାଇଥିଲା ଏବଂ କିଛି ମିନିଟ୍ ମଧ୍ୟରେ ସମଗ୍ର କୋଠା ଧୂଆଁ ଏବଂ ନିଆଁରେ ଭର୍ତ୍ତି ହୋଇଯାଇଥିଲା। ଲୋକମାନେ ନିଜକୁ ବଞ୍ଚାଇବା […]

Read More Text.
Ayodhya ram mandir

ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲା: ହଟିଲେ ଗଣତିରେ ସାମିଲ ଥିବା ୪୦ କର୍ମଚାରୀ

ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ଚୋରି ମାମଲାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ବଡ଼ ପଦକ୍ଷେପ ନେଇଛି । ପ୍ରଭୁ ଶ୍ରୀରାମ ମନ୍ଦିର ଦାନ ହୋଇଥିବା ରାଶି ଚୋରି ମାମଲାରେ ୪୦ ଜଣଙ୍କୁ ହଟାଇ ଦିଆଯାଇଛି । ଏମାନେ ଦାନ ଅର୍ଥ ଗଣତିରେ ନିୟୋଜିତ ଥିଲେ । ବ୍ୟାଙ୍କ୍ ଓ ଟ୍ରଷ୍ଟ ପକ୍ଷରୁ ନୂଆ ଗଣତି କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି । ମାମଲାର ତଦନ୍ତ କରୁଥିବା SIT ଟିମ୍ ଦାନ ପେଟିରୁ ଟଙ୍କା […]

Read More Text.
Od

ସଂଶୋଧନ ହେଲା ଓଡ଼ିଶାର ସହର ଓ ଜିଲ୍ଲାର ଇଂରାଜୀ ନାମ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନର ଭୁଲ୍ ଇଂରାଜୀ ନାମର ସଂଶୋଧନ କରାଯାଇଛି । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୬ ଜିଲ୍ଲାର ବିଭିନ୍ନ ସ୍ଥାନର ଭୁଲ୍ ଇଂରାଜୀ ନାମ ସଂଶୋଧନ ହୋଇଛି । Angulର ଇଂରାଜୀ ନାମ ସଂଶୋଧନ ହୋଇ ANUGOLA ହୋଇଛି । ସେହିପରି Pallaharaର ଇଂରାଜୀ ନାମ PALALAHADA କରାଯାଇଛି । CUTTACK ହୋଇଛି KATAKA । BALASORE ହୋଇଛି BALESHWAR । SORO […]

Read More Text.
Ravenshaw clg

ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ, ରେଭେନ୍ସାରେ ସବୁଠୁ ଆଗରେ

ଭୁବନେଶ୍ୱର : ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ । ରେଭେନ୍ସାରେ କଟ୍-ଅଫ୍ ସବୁଠୁ ଅଧିକ । ୨୦୨୬-୨୭ ପାଇଁ +୩ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ମୋଟ ୨ ଲକ୍ଷ ୩୭ ହଜାର ୨୦୦ ଜଣ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୮ ହଜାର ୭୮୨ ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଚୟନ ହୋଇଥିବା ଶିକ୍ଷାର୍ଥୀଙ୍କ […]

Read More Text.
SIMILIPAL FOREST 750x430

ଆସନ୍ତା ୨୯ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ

ବାରିପଦା: ବର୍ଷା ଋତୁକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ (STR) ଜୁନ୍ ୨୯ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଅଧିକାରୀମାନେ କହିଛନ୍ତି ଯେ ସୁରକ୍ଷା ଚିନ୍ତା ଏବଂ ବର୍ଷା ସମୟରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। STR ର କ୍ଷେତ୍ର ନିର୍ଦ୍ଦେଶକ ଏବଂ ବାରିପଦାର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନେନୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ନୋଟିସ ଅନୁଯାୟୀ, ବର୍ଷା […]

Read More Text.