ରାସନ୍‌ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା: ଆଜି ଇ-କେୱାଇସି ଯାଞ୍ଚ କରିବାର ଶେଷ ତାରିଖ

ଭୁବନେଶ୍ୱର: ରାସନ୍‌ କାର୍ଡ ହିତାଧିକାରୀଙ୍କ ପାଇଁ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା। ଆଜି e-KYC ଯାଞ୍ଚ କରିବାର ଶେଷ ତାରିଖ। ଯେଉଁମାନେ ଆଜି e-KYC ନକରିବେ ୩ ମାସ କାର୍ଡ ସସ୍‌ପେଣ୍ଡ୍‌ ହେବ। ୩ ମାସ ଭିତରେ e-KYC କଲେ କାର୍ଡ ପୁନଃ ସଚଳ ହେବ ନଚେତ୍‌ କଟିଯିବ ନାମ। ଏଯାବତ ୨୦ ଲକ୍ଷ ୫୮ ହଜାର e-KYC କରି ନଥିବା ସୂଚନା ଦେଲେ ଯୋଗାଣ ମନ୍ତ୍ରୀ। ଯେଉଁମାନେ ଇ-କେୱାଇସି କରିନାହାଁନ୍ତି ସେମାନଙ୍କୁ ମିଳିବନି ଚାଉଳ। ୩ […]

Read More Text.

ମାସେ ପୂର୍ବରୁ ଛାତ୍ରୀଙ୍କୁ କରିଥିଲେ ଅପହରଣ, ଏବେ ଘଞ୍ଚ ଜଙ୍ଗଲରୁ ମିଳିଲା ଖଣ୍ଡ ବିଖଣ୍ଡିତ କଙ୍କାଳ

ଗଞ୍ଜାମ: ଘଞ୍ଚ ଜଙ୍ଗଲରୁ ମିଳିଲା ଖଣ୍ଡ ବିଖଣ୍ଡିତ ମଣିଷ କଙ୍କାଳ । ପୂରା ଗାଁରେ ଚହଳ ପଡ଼ି଼ଗଲା । କାହାର ଏ କଙ୍କାଳ? କେବେ ଠାରୁ ଏଠାରେ ପଡ଼ି ରହିଛି ? ଘଞ୍ଚ ଜଙ୍ଗଲ ଭିତରେ କଙ୍କାଳ ପୁଣି ଗଛରେ ଲାଗିଛି ଏକ ଓଢଣୀ ? ଏ କଥା ଶୁଣିଲା ବେଳକୁ ହିଁ ଛାତି ଥରି ଉଠୁଛି । ଏଭଳି ଏକ ଖବର ଏବେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଯାହାପରେ ଘଟଣା ସ୍ଥଳରେ […]

Read More Text.

ଭାରତକୁ କାଉଣ୍ଟର କରିବାକୁ ଏକାଠୀ ହେଲେ ବାଂଲାଦେଶ, ଚୀନ ଓ ପାକିସ୍ତାନ

ନୂଆଦିଲ୍ଲୀ: ଭାରତକୁ କାଉଣ୍ଟର କରିବାକୁ ଏକାଠି ହେଉଛନ୍ତି ୩ ପଡ଼ୋଶୀ- ବାଂଲାଦେଶ, ପାକିସ୍ତାନ ଓ ଚୀନ। ଦକ୍ଷିଣ ଏସିଆ ସଂଗଠନ ସାର୍କ (South Asian Association for Regional Cooperation)ର ଗୁରୁତ୍ୱ ହ୍ରାସ କରିବାକୁ ଏହି ୩ ଦେଶ ଏକାଠି ହୋଇ ଏକ ଆଞ୍ଚଳିକ ସଂଗଠନ ଗଠନ କରିବା ଦିଗରେ କାମ କରୁଛନ୍ତି। ଭାରତ ସାର୍କର ଏକ ପ୍ରମୁଖ ସଦସ୍ୟ ରହିଛି। ହେଲେ ଚୀନ ଏଥିରେ ସଦସ୍ୟ ନାହିଁ। ତେଣୁ ଭାରତକୁ ଚେକ୍ ଦେବାକୁ ଆଞ୍ଚଳିକ ସଂଗଠନ ତିଆରି କରିବାକୁ […]

Read More Text.

ଜୁଲାଇ ୩ ଯାଏଁ ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଜୁଲାଇ ୩ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମଧ୍ୟାହ୍ନ ବୁଲେଟିନ ଅନୁଯାୟୀ, ଆଗାମୀ ୨ ଦିନ ମଧ୍ୟରେ ଏହା ଧୀରେ ଧୀରେ ଉତ୍ତର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଯାହା ଫଳରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, […]

Read More Text.

‘ଅପରେସନ ସିନ୍ଦୂର’କୁ ନେଇ କ୍ୟାପ୍‌ଟେନ ଶିବକୁମାରଙ୍କ ମନ୍ତବ୍ୟ ପରେ ଅଡୁଆରେ ସରକାର

ନୂଆଦିଲ୍ଲୀ : ‘ଅପରେସନ ସିନ୍ଦୂର’ରେ ଭାରତର କ୍ଷୟକ୍ଷତିକୁ ନେଇ ବିରୋଧୀ ଦଳ କଂଗ୍ରେସ ସରକାରଙ୍କୁ ଘେରୁଥିବା ବେଳେ ବଡ଼ ତଥ୍ୟ ସାମ୍‌ନାକୁ ଆସିଛି। ଇଣ୍ଡୋନେସିଆରେ ଭାରତର ଡିଫେନ୍ସ ଆଟାଚେ କ୍ୟାପ୍‌ଟେନ ଶିବ କୁମାର ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଦେଶ ପକ୍ଷରୁ ଆପଣାଯାଇଥିବା ରଣନୀତି ବିଷୟରେ ସୂଚନା ଦେଇ ଏଭଳି ବିସ୍ଫୋରକ ତଥ୍ୟ ଦେଇଛନ୍ତି ଯାହାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଇଣ୍ଡୋନେସିଆର ଏକ ୟୁନିଭର୍ସିଟି ସେମିନାରରେ କ୍ୟାପ୍‌ଟେନ କୁମାର କହିଛନ୍ତି ଯେ ଅପରେସନ ସିନ୍ଦୂରକୁ […]

Read More Text.

ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ହେଲେ ମିର୍ଦ୍ଧା ଟପ୍ପୋ

ଭୁବନେଶ୍ବର: ରଥଯାତ୍ରା ପରିଚାଳନାକୁ ନେଇ ଉଠୁଥିବା ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ସଚିବ ନିଯୁକ୍ତି ପାଇଛନ୍ତି । ମିର୍ଦ୍ଧା ଟପ୍ପୋ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ସେ ପୂର୍ବରୁ କେନ୍ଦୁଝର ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଏନେଇ ଆଜି ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି, ରବିବାର ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଗ୍ରାମୀଣ ବିକାଶ ବିଭାଗ […]

Read More Text.

ବନ୍ୟା ସ୍ଥିତି ସମୀକ୍ଷା କଲେ ଉନ୍ନୟନ କମିଶନର ଅନୁ ଗର୍ଗ

ବାଲେଶ୍ୱର : ବନ୍ୟା ସ୍ଥିତି ସମୀକ୍ଷା କଲେ ଉନ୍ନୟନ କମିଶନର ।  ବାଲେଶ୍ବର ଓ ମୟୂରଭଞ୍ଜରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ ।  ପ୍ରବଳ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକାରେ ଜଳସ୍ତର ବଢିବାରେ ଲାଗିଛି ।  ଏହି ତିନି ନଦୀରେ ବନ୍ୟା ସ୍ଥିତି ଅଛି ।  ସୁବର୍ଣ୍ଣରେଖାରେ ବିପଦ […]

Read More Text.

ଭାରତୀୟ ସେନାକୁ ମିଳିବ ବ୍ରହ୍ମୋସଠୁ ଘାତକ କେ-୬ କ୍ଷେପଣାସ୍ତ୍ର

ଭାରତ ନିଜର କେ-୬ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଛି। ସମୁଦ୍ରରେ ପରୀକ୍ଷଣ କରାଯିବାକୁ ଥିବା ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଦ୍ଵାରା ବିକଶିତ କରାଯାଇଛି। ଏହାକୁ ଭାରତର ପରବର୍ତ୍ତୀ ଏସ-୫ ଶ୍ରେଣୀର ପରମାଣୁ କ୍ଷମତା ସମ୍ପନ୍ନ ବୁଡ଼ାଜାହାଜରେ ମୁତୟନ କରାଯିବାର ସମ୍ଭାବନା ରହିଛି। ଅନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର କେ-୬ର ଗେବ ଏବଂ ଦୂରତା ବ୍ରହ୍ନୋସଠାରୁ ବି ଅଧିକ। ତେଣୁ ଏହାକୁ ବ୍ରହ୍ମୋସଠୁ ଅଧିକ ଘାତକ କ୍ଷେପଣାସ୍ତ୍ର ବୋଲି କୁହାଯାଉଛି। ଭାରତ ଏହାର ପରୀକ୍ଷଣରେ […]

Read More Text.

ଡିସେମ୍ବର ସୁଦ୍ଧା ରେଲୱେର ନୂଆ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା

ଭୁବନେଶ୍ୱର : ଡିସେମ୍ବର ସୁଦ୍ଧା ରେଲୱେର ନୂଆ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ।  ପ୍ରତି ମିନିଟରେ ବୁକ କରି ହେବ ଦେଢ ଲକ୍ଷ ଟିକେଟ ।  ଯାତ୍ରା ସମୟର ୮ଘଣ୍ଟା ପୂର୍ବରୁ ଯାତ୍ରୀଙ୍କ ଚୂଡ଼ାନ୍ତ ଚାର୍ଟ ପ୍ରସ୍ତୁତ ହେବ।  ନିର୍ଦ୍ଧିଷ୍ଟ ଦିନର ଦିନ ୨ଟା ପୂର୍ବରୁ ଛାଡଥିବା ଟ୍ରେନ୍ ପାଇଁ ପୂର୍ବଦିନ ରାତି ୯ଟା ସୁଦ୍ଧା ଯାତ୍ରୀଙ୍କ ଚୂଡ଼ାନ୍ତ ତାଲିକା ଆସିଯିବ । ସେଣ୍ଟର ଫର୍ ରେଲୱେ ଇନଫରମେସନ ସିଷ୍ଟମ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ ।  ଯାତ୍ରୀ […]

Read More Text.

୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଯୌତୁକ ନେବା ସତ୍ବେ ମିଳିଲା ନିର୍ଯାତନା, ଜୀବନ ହାରିଲେ ନବବଧୂ

ଯୌତୁକ ବାବଦରେ ଜ୍ବାଇଁକୁ ୭୦ ଲକ୍ଷ ଟଙ୍କାର କାର ଦେଲେ। ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ବଣ୍ଡ ଦେଲେ। ତା’ ବ୍ୟତୀତ ଲକ୍ଷ ଲକ୍ଷ ଟଙ୍କାର ଜିନିଷପତ୍ର ଓ ସୁନା ଅଳଙ୍କାର ବି ଦେଲେ। ୧ କୋଟିରୁ ଅଧିକ ଟଙ୍କାର ଯୌତୁକ ନେଇ ଝିଅ ବାପ ଘରୁ ଶାଶୁ ଘରକୁ ଗଲା। ତା’ ପରେ ବି ଯୌତୁକ ନିର୍ଯାତନାରୁ ବର୍ତ୍ତିଲାନି। ନିର୍ଯାତନା ଅସହ୍ୟ ହେବାରୁ ଶେଷରେ କୀଟନାଶକ ଖାଇ ନବବଧୂ ଜୀବନ ହାରିଲା। ଏଭଳି ଏକ ଘଟଣା […]

Read More Text.