ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଅବସର ନେଲେ ୱାଇ.ବି. ଖୁରାନିଆ

କଟକ: ଓଡ଼ିଶା ପୁଲିସର ଡିଜିପି ପଦରେ ପରିବର୍ତ୍ତନ ହୋଇଛି। ଡିଜିପି ୱାଇ.ବି. ଖୁରାନିଆ ରବିବାର ଚାକିରିରୁ ଅବସର ନେବା ପରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅନ୍ତରୀଣ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ରବିବାର ଅପରାହ୍ନରେ କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ପହଞ୍ଚି ସେ ଦାୟିତ୍ୱ ନେଇଥିଲେ। ଅବସରପ୍ରାପ୍ତ ଡିଜିପି ୱାଇ.ବି. ଖୁରାନିଆ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଦୁଇ ଦିନ ପୂର୍ବରୁ ରାଜ୍ୟ ସରକାର ୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ଅନ୍ତରୀଣ […]

Read More Text.

ବଢୁଛି ବୈତରଣୀ ଜଳସ୍ତର, ବନ୍ଧ ଉପରେ ଆଶ୍ରୟ ନେଲେ ବିପନ୍ନ ପରିବାର

ଭଦ୍ରକ: ବଢୁଛି ବୈତରଣୀ ନଦୀର ଜଳସ୍ତର। ବୈତରଣୀରେ ଚତୁର୍ଥ ଥର ବନ୍ୟା ଆସିଛି। ଆଖୁଆପଦା ଠାରେ ବିପଦ ସଂକେତ ଅତିକ୍ରମ କଲା ବନ୍ୟା ଜଳ। ଆଖୁଆପଦାଠାରେ ବିପଦ ସଂକେତ ୧୮.୩୩ ମିଟର ଥିବାବେଳେ ଏବେ ୧୮.୩୫ ମିଟର ଉପରେ ବନ୍ୟାଜଳ ପ୍ରଭାବିତ ହେଉଛି। ବୈତରଣୀରେ ବନ୍ୟା ଯୋଗୁଁ ଏବେ ଧାମନଗର ବ୍ଲକର ୧୨ ଓ ତିହିଡି ବ୍ଲକର ୨ଟି ପଞ୍ଚାୟତ ଜଳାର୍ଣ୍ଣବ ରହିଛି। ଭଦ୍ରକ -ଆରଡି, ଧୂଷୁରୀ -ହସନାବାଦ, ପତ୍ରି -ଫତେପୁର, ଗୁଡ଼ୁ ପୋଖରୀ -ଭଉରିଆ ବାଙ୍କ […]

Read More Text.

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ୨୧ ଯାଏ ଜାରି ରହିବ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ରବିବାର ପ୍ରତ୍ୟୁଷରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରାୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଅଗଷ୍ଟ ୧୭ ତାରିଖରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗରେ ପୃଥକ ଭାବରେ ପ୍ରବଳ ବର୍ଷା ହୋଇପାରେ। ଅଗଷ୍ଟ ୧୬-୧୮ […]

Read More Text.

ସାରସ୍ବତ ସାଧକ ସାତକଡ଼ି ହୋତାଙ୍କ ରଚନା ମାନବ ଜୀବନର ସବୁ ଦିଗକୁ ସ୍ପର୍ଶ କରିଥାଏ

ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ସ୍ମୃତି ଆଲୋଚନା ଚକ୍ର ଭୁବନେଶ୍ୱର : ପବିତ୍ର ସ୍ୱାଧୀନତା ଦିବସର ଶୁଭ ଅବସରରେ ରାଜଧାନୀସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ସାତକଡ଼ି ହୋତାଙ୍କ ସ୍ମୃତିରେ ଏକ ଭବ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ‘ସାତକଡ଼ି ହୋତା ସ୍ମୃତି ସଂସଦ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଶିର୍ଷକ ଥିଲା ‘ସାତକଡ଼ି ହୋତାଙ୍କ କୃତି ଓ କୃତିତ୍ୱ’। ଏହି ଅବସରରେ ବିଶିଷ୍ଟ ଅତିଥି ଓ ବକ୍ତାମାନେ ଯୋଗଦେଇ ସାତକଡ଼ି ହୋତାଙ୍କ ବହୁମୁଖୀ ପ୍ରତିଭା […]

Read More Text.

ବଡ଼ବେତରା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଦେଶଭକ୍ତିର ସ୍ୱରରେ ରଞ୍ଜିତ ହେଲା ପରିବେଶ

କେନ୍ଦ୍ରାପଡ଼ା(ବିକାଶ ବେହେରା)  : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଡ଼ବେତରା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଦେଶର ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ, ଉଦ୍ଦୀପନା ଓ ଦେଶଭକ୍ତିର ମାହୋଲ ମଧ୍ୟରେ ପାଳିତ ହୋଇଯାଇଛି। ସକାଳୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଗହଣରେ ଏକ ଗୁରୁତ୍ୱପୂର୍ଣ୍ଣ ସଭାର ଆୟୋଜନ କରାଯାଇଥିଲା। ଏହି ସ୍ମରଣୀୟ ଉତ୍ସବରେ ଗ୍ରାମର ପ୍ରତିଷ୍ଠିତ ବୟୋଜ୍ୟଷ୍ଠ ବ୍ୟକ୍ତିତ୍ୱ ତଥା ବିଶିଷ୍ଟ ସମାଜସେବୀ ନଗେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା […]

Read More Text.

ବନ୍ୟା ପାଣିରେ ବୁଡି ଦୁଇ ଜଣଙ୍କର ମୃତ୍ୟୁ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରେ ଭାରି ବର୍ଷା ଯୋଗୁଁ ବିଭିନ୍ନ ନଦୀ ରେ ବନ୍ୟା ଜଳ ଆସିଅଛି l ଫଳରେ ବନ୍ୟା ପାଣିରେ ବୁଡି ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଅଛି l ବଡ଼ସାହି ବ୍ଲକ ଅଞ୍ଚଳରେ ଜଣେ ଯୁବକ ମାଛ ଧରିବାକୁ ନିକଟସ୍ଥ ବନ୍ଧ କୁ ଯାଇଥିବା ସମୟରେ ଅସାବଧାନତା ଯୋଗୁଁ ବନ୍ଧପାଣିରେ  ଭାସି ମୃତ୍ୟୁ ବରଣ କରିଛନ୍ତି l ସେହିପରି ଶୁଳିଆପଦା ଥାନା ଅନ୍ତର୍ଗତ ଢେଙ୍କାନାଞ୍ଜିଆ ଗ୍ରାମର ଆମ୍ବଯୋଡି ନାଳରୁ ଏକ ଅଚିହ୍ନା […]

Read More Text.

ଫୁଲୁଛି ଖଡଖାଇ ନଦୀ, ସିନ୍ଦୁରଗୌରୀ ସମେତ ୧୫ ଗ୍ରାମକୁ ଯୋଗାଯୋଗ ବିଛିନ୍ନ

ବାରିପଦା : ରାଇରଙ୍ଗପୁର ସହରକୁ ଲାଗିଛି ସିନ୍ଦୁର ଗୌରୀ ଗ୍ରାମ । ଏହାର ଆଖ ପାଖରେ ଅନ୍ୟାନ୍ୟ ଗ୍ରାମ ଅଛି l ଏଠାରେ ରେଳଲାଇନ ତଳେ ଏଜ ଗୋଳାପୋଲ  ପାଇଁ ରାସ୍ତା ତିଆରି ହୋଇଛି ।କିନ୍ତୁ ବର୍ଷାଦିନେ କାମରେ ଲାଗୁନି ।ଏହି ରାସ୍ତା ଦେଇ ୧୫ ଟି ଗ୍ରାମରମଧୁବନ, କୁମୁଡାଶୋଳ, ଚିଲିକା ପୋଷି, ଶାମସୁନ୍ଦକପିଳାଶ, ମହିଷାନେଦାଗଢ, ପୁରୁଣା ଘାଟି, ମୟୂରର ପ୍ରଭୃତି ଅଞ୍ଚଳର ଗ୍ରାମବାସୀ ଏହି ରାସ୍ତାରେ ଚଳପ୍ରଚଳ କରିଥାନ୍ତି ।କିନ୍ତୁ ବର୍ଷାଦିନେ ଖଡଖାଇ ସମେତ ଉପନଦୀ […]

Read More Text.

ନବନିର୍ମିତ କେନାଲ୍ ଲାଇନିଂ ଫାଟି ଆଁ, ନିମ୍ନମାନର କାମ ନେଇ ଉଠିଲା ପ୍ରଶ୍ନ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ବିଜାତଳା ପଞ୍ଚାୟତର ଖୀଖିଳିଡି ନିକଟରେ ନିର୍ମାଣ ହୋଇଥିବା କେନାଲ୍‌ର କଂକ୍ରିଟ୍ ଲାଇନିଂ ମାତ୍ର ତିନି ମାସ ମଧ୍ୟରେ ଫାଟି ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ ତିନି ମାସ ପୂର୍ବରୁ କେନାଲ୍‌ର ପାଣି ଯିବା ଅଂଶକୁ କଂକ୍ରିଟ୍ ଲାଇନିଂ କରାଯାଇଥିଲା। ହେଲେ ଏତେ କମ୍ ସମୟ ମଧ୍ୟରେ କଂକ୍ରିଟ୍ ଫାଟି ଭାଙ୍ଗିଯିବାରୁ […]

Read More Text.

ପାଣିରେ ବୁଡି ନାବାଳକର ମୃତ୍ୟୁ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖଡ଼ମବେଡା ଗ୍ରାମରେ ଏକ ଖାଲରେ ଥିବା ପାଣିରେ ପଡି ଏକ ନାବାଳକ ର ମୃତ୍ୟୁ ହୋଇଅଛି l ମୃତକର ପରିବାରଵର୍ଗ ଙ୍କ କହିବା ଅନୁଯାୟୀ ଗତକାଲି ପାଖରୁ ପିଲାଟି ନିଖୋଜ ଥିଲା l ତାକୁ ଅନେକ ଖୋଜା ଖୋଜି କରିବା ପରେ ମଧ୍ଯ କୌଣସି ସନ୍ଧାନ ପାଇନଥିଲେ l ଆଜି ସକାଳୁ ନିକଟରେ ଥିବା ଏକ ମୋରମ ମାଟି ତଡ଼ାହୋଇଥିବା ଖାଲରେ ଥିବା ପାଣିରେ ତାର ଶବ […]

Read More Text.
Elephant

ଦନ୍ତା ଆତଙ୍କ : ପାଞ୍ଚ ବର୍ଷର ଶିଶୁକୁ କଚାଡି ମାରିଲା

ବାରିପଦା : ମୟୁରଭଞ୍ଜ ଜିଲ୍ଲା କରିଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ର ଉପଦ୍ରବ ଲାଗିରହିଛି l ଗତକାଲି ରାତ୍ରୀ ପାଖା ପାଖି 3 ଟା ସମୟରେ ଏକ ଦନ୍ତା ହାତୀ ନେଢୁଆପାଳ ବାମେଇସାହିରେ ପଶି ଜଣଙ୍କର ଘର ଭାଙ୍ଗିବା ସହ ଏକ ପାଞ୍ଚ ବର୍ଷ ର ଶିଶୁ କୁ କଚାଡି ମାରିଦେଇଛି l ମୃତ ଶିଶୁ ହେଉଛି ପୂର୍ଣ୍ଣଚନ୍ଦ୍ର ଲାଗୁରି l ରାତ୍ରୀରେ ଘରେ ଭରତ ଲାଗୁରି ସ୍ତ୍ରୀ ସରସ୍ୱତୀ ଗାଗରାଇ ଏବଂ ତାଙ୍କର ପାଞ୍ଚ ବର୍ଷ […]

Read More Text.