ଧୀରଜ ସେଠ୍ ହେଲେ ସ୍ଥଳସେନା ମୁଖ୍ୟ
ନୂଆଦିଲ୍ଲୀ : ଜେନେରାଲ ଉପନ୍ଦ୍ରେ ଦ୍ବିବେଦୀଙ୍କ ସ୍ଥାନ ନେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍ । ଧୀରଜ ସେଠ୍ ସ୍ଥଳସେନା ମୁଖ୍ୟ । ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ ବା NDAର ପୂର୍ବତନ ସ୍ନାତକ ଜେନେରାଲ୍ ଧୀରଜ ସେଠ୍ ନୂଆ ସ୍ଥଳସେନା ମୁଖ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି । ସେନା ମୁଖ୍ୟ ଦାୟିତ୍ବ ଗ୍ରହଣ ପୂର୍ବରୁ ଜେନେରାଲ୍ ସେଠ୍ ସେନାର ଉପ-ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ଜେନେରାଲ ଧୀରଜ ସେଠ୍ ଦାୟିତ୍ବ ଗ୍ରହଣ କରିବା ପରେ ଅବସର ନେଲେ ସ୍ଥଳସେନା […]
Read More Text.