IMG 20260627 WA0154

ଥାଲାସେମିଆ ପୀଡିତ ଦେବାଂଶର ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜିତ 

ବାରିପଦା : ଥାଲାସେମିଆରେ ପୀଡିତ ପିଲାମାନଙ୍କର ପ୍ରତି ମାସ ରକ୍ତର ଆବଶ୍ୟକତା ପଡିଥାଏ I ସେହିଭଳି ଜଣେ ଶିଶୁ  ଥଲାସେମିଆରେ ପୀଡିତ  ଦେବାଂଶକୁ ମଧ୍ୟ ପ୍ରତି ମାସ ରକ୍ତ ଦେବାକୁ ପଡିଥାଏ I  ତେଣୁ ତାଙ୍କ ପିତାମାତା ପୁଅର ଜନ୍ମଦିନରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରି ରକ୍ତ ଭଣ୍ଡାରକୁ ୪୨ ୟୁନିଟ ରକ୍ତ ଯୋଗାଇ ଉଦାହରଣ ସୃଷ୍ଟି କରିଛନ୍ତି I ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ମା ତୁଳସୀ ଫାଉଣ୍ଡେସନ ଆନୁକୂଲ୍ୟରେ ଆୟୋଜିତ ଏହି […]

Read More Text.
Oplus

ନୂତନ ନିଯୁକ୍ତି ସରକାରୀ ଆଇନଜିବୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

​ବାରିପଦା : ନୂତନଭାବେ ନିଯୁକ୍ତି ପାଇଥିବା ସରକାରୀ ଆଇନଜୀବୀ ମାନଙ୍କର ଏକ ଇଣ୍ଡାକସନ ଏଣ୍ଡ ରିଫ୍ରେସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଅଛି l ଦୁଇଦିନଧରି ଅନୁଷ୍ଠିତ ହେବାକୁ ଥିବା ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଜି ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଦୁଃଖବନ୍ଧୁ ନାଏକ ଯୋଗଦେଇଥିଲେ| ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ ଗୋଛାୟତ, ରିସର୍ସ ପର୍ଶନ ଭାବେ ଡେପୁଟି ଡାଇରେକ୍ଟର ଦୀପ୍ତିରଞ୍ଜନ ସେଣ୍ଡ, ଆଇଆଇସି ସାଇବର […]

Read More Text.
Iran

ପୁଣି ଆମେରିକା-ଇରାନ ମୁହାଁମୁହିଁ, ଇରାନ ପ୍ରଥମେ ଶାନ୍ତି ଚୁକ୍ତି ଉଲଂଘନ କରିଛି କହିଲେ ଟ୍ରମ୍ପ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା । ପୁଣି ଇରାନ -ଆମେରିକା ଭୟଙ୍କର ଯୁଦ୍ଧ । ହର୍ମୁଜ ପ୍ରଣାଳୀରେ ମାଲବାହୀ ଜାହାଜ ଉପରେ ଆକ୍ରମଣ ପରେ ଇରାନର ମିସାଇଲ୍ ଓ ଡ୍ରୋନ୍ କେନ୍ଦ୍ର ଉପରେ ଆମେରିକା ହମଲା କରିଛି । ଇରାନ ମଧ୍ୟ ଏହାର ଜବାବ ଦେଇଛି । ହର୍ମୁଜ୍ ପ୍ରଣାଳୀରେ ଏକ ମାଲବାହୀ ଜାହାଜ ଉପରେ ଇରାନର ଡ୍ରୋନ୍ ଆକ୍ରମଣ ପରେ, ଆମେରିକା ସେନା ଇରାନର ମିସାଇଲ୍ ଓ ଡ୍ରୋନ୍ ସଂରକ୍ଷଣ କେନ୍ଦ୍ର ଏବଂ ଉପକୂଳବର୍ତ୍ତୀ ରାଡାର୍ ପୋଷ୍ଟଗୁଡ଼ିକ […]

Read More Text.
Sbi 750x430

ଜୁଲାଇରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଏହି ବର୍ଷ, ଦେଶର ବିଭିନ୍ନ ରାଜ୍ୟରେ ଜୁଲାଇ ମାସରେ ମୋଟ ୧୨ ଦିନ ପାଇଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଜୁଲାଇରେ ଚାରିଟି ରବିବାର ଏବଂ ଦୁଇଟି ଶନିବାର ଛୁଟି ବ୍ୟତୀତ, ବିଭିନ୍ନ ସ୍ଥାନୀୟ ପର୍ବ ପାଇଁ ମୋଟ ଛଅଟି ଛୁଟି ରହିବ। ତେବେ ଚଳିତ କ୍ୟାଲେଣ୍ଡରରେ ଜୁଲାଇ ମାସ ସବୁଠାରୁ କମ୍ ଛୁଟି ଥିବା ମାସ ମଧ୍ୟରୁ ଗୋଟିଏ। ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେଉଁ ଦିନରେ ବ୍ୟାଙ୍କ ଛୁଟି ରହିବ… ଜୁଲାଇ ମାସରେ ମୋଟ […]

Read More Text.
567b748e 7cce 48a0 8f63 59bf08ef24cd

ପୂଜ୍ୟପୂଜା, ଓଡ଼ିଶା ପକ୍ଷରୁ ବିଦ୍ୟାଳୟ କାର୍ଯ୍ୟକ୍ରମ: ପଣ୍ଡିତ ନିରଞ୍ଜନ ରଥଙ୍କ ପୂଣ୍ୟତିଥିରେ ପ୍ରଜ୍ଞାପୁରୁଷଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଓଡ଼ିଶାର ପବିତ୍ର ମାଟି ହେଉଛି ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସାଧନା ପୀଠ। ଗୋପବନ୍ଧୁଙ୍କ ନିକଟରେ ମାନବ ସେବା ହିଁ ଥିଲା ପ୍ରକୃତ ମାଧବ ସେବା। “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ” — ଉତ୍କଳମଣିଙ୍କ ଏହି ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଯେଉଁ କେତେଜଣ ପ୍ରଜ୍ଞାପୁରୁଷ ନିଜ ଜୀବନକୁ ସମାଜ ମଙ୍ଗଳରେ ଉତ୍ସର୍ଗ କରିଥିଲେ, ସେମାନଙ୍କ ମଧ୍ୟରେ ପଣ୍ଡିତ ନିରଞ୍ଜନ ରଥ […]

Read More Text.
Kantabanji

ଦଳିତ ମହିଳା ପାଚିକାଙ୍କ ନିଯୁକ୍ତିକୁ ନେଇ ବିବାଦ

କଣ୍ଟାବାଞ୍ଝି : ବଲାଙ୍ଗୀରରେ ରାଜନଗର ରିପିଟ୍ ।  ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଲେ ଲୋକ ।  ଦଳିତ ଶ୍ରେଣୀର ମହିଳା ପାଚିକାଙ୍କ ନିଯୁକ୍ତିକୁ ନେଇ ବିବାଦ ।   ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଲେ ଆଦିବାସୀ ଲୋକେ ।  ଅଙ୍ଗନବାଡ଼ି କେନ୍ଦ୍ରରେ ଦଳିତ ଶ୍ରେଣୀର ଜଣେ ମହିଳା ପାଚିକା ନିଯୁକ୍ତି ପରେ ଲୋକେ ତାଲା ପକାଇଛନ୍ତି । ଦଳିତ ପାଚିକା ରୋଷେଇ କଲେ ପିଲା ଖାଇବେ ନାହିଁ ବୋଲି ଜିଦ୍ ଧରିଛନ୍ତି […]

Read More Text.
Aims

ଏମ୍ସରେ ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଆକ୍ରମଣ

ଭୁବନେଶ୍ବର : ରୋଗୀ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ।  ଡାକ୍ତରଙ୍କୁ ଆକ୍ରମଣ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମାଡ଼ ।  ଭୁବନେଶ୍ବର ଏମ୍ସ ହସ୍ପିଟାଲ ପରିସର ପାଲଟିଲା ରଣକ୍ଷେତ୍ର ।  ବିଷ ପିଇ ଗୁରୁତର ଅବସ୍ଥାରେ ଯାଆଁଳା ଓଗାଳପଡ଼ାର ଶିବଶଙ୍କର ବେହେରା ଏମ୍ସରେ ଭର୍ତ୍ତି ହୋଇଥିଲେ ।  ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଥିଲା ।  ପରିବାର ଓ ଗାଁ ଲୋକେ କିନ୍ତୁ ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣି ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଶିବଶଙ୍କରଙ୍କୁ ଭୁଲ ଇଞ୍ଜେକସନ ଦିଆଯାଇଥିଲା ବୋଲି […]

Read More Text.
IMG 20260626 WA0171 (1)

ଭରସାମ୍ୟ ହରାଇ ଖାଲରେ ପଡିଲା ବାଇକ, ତିନି ଯୁବକ ମୃତ 

ବାରିପଦା : ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣି ଥାନା ଅନ୍ତର୍ଗତ ସୀମାନ୍ତ ଗରଡାପାଣି ଠାରେ ବାଇକରେ ଭାରସାମ୍ୟ ହରାଇ ଖାଲରେ ପଡ଼ି ୩ ଯୁବକଙ୍କ ମୃତ୍ୟୁ ହେଇଅଛି l   ସୂଚନାଯୋଗ୍ୟ ଗୋରୁମହିଷାଣି ଥାନା ଅଞ୍ଚଳର ସୁଦର୍ଶନପୁର ପଞ୍ଚାୟତର ସାନଝାରି ଗ୍ରାମର  ମନୋଜ ମୁଣ୍ଡାରୀ, ମନୋଜ ମୁଣ୍ଡା ଏବଂ ଵୀରସିଂ ମୁଣ୍ଡା ଗୁରୁବାର ସଂନ୍ଧ୍ୟାରେ ବାଇକରେ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ ଖାଲରେ ପଡ଼ି  ମୃତ୍ୟୁ ହୋଇଛି । ଆଜି ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି […]

Read More Text.
Accident

ବସ-ବାଇକ୍ ମୁହାଁମୁହିଁ ଧକ୍କା; ଆଦିବାସୀ ଯୁବ କଳାକାର ମୃତ

ବାରିପଦା  : ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ  ଯଶିପୁର ପଞ୍ଚାୟତ କୁଦରସାହି ଗ୍ରାମ୍ୟ ରାସ୍ତାରେ ଆଜି ପୂର୍ବାହ୍ନ  ସମୟରେ ଏକ ଘରୋଇ ବସ ସହ ବାଇକ୍ ର ଆମନା ସାମନାରେ  ବାଇକ୍ ଚାଳକର ମୃତ୍ୟୁ  ହୋଇଅଛି । ସୂଚନାଯୋଗ୍ୟ ତିରିଂ ଥାନା ଅଞ୍ଚଳର ବଡସାଦମ ଗ୍ରାମର ସାରଗାମ ପୁରୁଙ୍କ ଏକମାତ୍ର ପୁତ୍ର  ଆସନ୍ତୁ ଟୁଡୁ(୨୫) କୌଣସି ବ୍ୟକ୍ତିଗତ କାମରେ ବାଇକ୍ (JH0P8934) ଯୋଗେ ଝରାଡିହି ଅଞ୍ଚଳକୁ ଯାଉଥିବାବେଳେ ସାମନା ପଟୁ ଗୋରୁମହିଷାଣି ଥାନା ଅନ୍ତର୍ଗତ ଗୁହାଳଡାଙ୍ଗିରୁ […]

Read More Text.
IMG 20260626 WA0158

ଏସଆଇଆର୍-୨୦୨୬ ଅନ୍ତର୍ଗତ ବିଏଲ୍ଓ–ବିଏଲ୍ଏ ବୈଠକ

ବାରିପଦା : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ୩୨-ବଡସାହି(ଏସସି) ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନସ୍ଥ ୫୬ ନଂ ମତଦାନ କେନ୍ଦ୍ରରେ ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ (ବଡ଼ସାହି) ଶ୍ରୀ ଦୁଃଖବନ୍ଧୁ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ) ଓ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲ୍ଏ) ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବୁଥ୍ ସ୍ତରରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର […]

Read More Text.