ପଥର ଖଣିରେ ବିସ୍ଫୋରଣ, ୪ ଶ୍ରମିକ ମୃତ
ଓଡ଼ାପଡ଼ା: ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ୍ ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ପଞ୍ଚାୟତର ଗୋପାଳପୁର ଗ୍ରାମ ନିକଟରେ ଶନିବାର ଏକ କଳା ମୁଗୁନି ପଥର ଖାଦାନରେ ବିସ୍ଫୋରଣ ଘଟି ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କିଛି ଶ୍ରମିକ ଆହତ ହୋଇଛନ୍ତି। ମୃତ ଶ୍ରମିକମାନେ ଦେବଗଡ଼ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଖବରପାଇ ମୋଟଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ଶ୍ରମିକଙ୍କ ମୃତଦେହ ଲୁଚାଇ ଦିଆଯାଇଛି କିମ୍ବା ଅନ୍ୟତ୍ର ନେଇ ଯାଇଥିବା […]
Read More Text.