ପରିବାରର ୩ ସଦସ୍ୟଙ୍କୁ ହତ୍ୟା କରି ଜୀବନ ହାରିଲେ ନୌସେନା କର୍ମଚାରୀ
ମୁମ୍ବାଇ: ଦକ୍ଷିଣ ମୁମ୍ବାଇର ନେଭି ନଗର ଅଞ୍ଚଳରେ ଜଣେ ଭାରତୀୟ ନୌସେନା କର୍ମଚାରୀ ଓ ତାଙ୍କ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ୩୦ ବର୍ଷୀୟ ପୂରଣମଲ ଶମ୍ଭୁଲାଲ ମେହରାଙ୍କୁ ଶନିବାର ତାଙ୍କ ଆବାସିକ କ୍ବାର୍ଟରରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କ ୨୮ ବର୍ଷୀୟା ପତ୍ନୀ ଓମା, ୩ ବର୍ଷର ପୁଅ ୟଶ ଓ ୨ ମାସର ଶିଶୁ ମଧ୍ୟ ସେଠାରେ ମୃତ ଅବସ୍ଥାରେ ମିଳିଥିଲେ। ପ୍ରାଥମିକ ତଦନ୍ତରେ ଏହା ପରିବାରକୁ […]
Read More Text.