Sc

ନକଲି ଆଇନ ଉଦାହରଣ ଦେଲେ ଓକିଲାତି ରଦ୍ଦ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋର୍ଟରେ ଚଳିବନି AI ର ଚାଲାକି! । ନକଲି ଆଇନ ଉଦାହରଣ ଦେଲେ ଓକିଲାତି ।  AI ର “ଭ୍ରମ” କୁ ନେଇ ସୁପ୍ରିମ ଚେତାବନୀ। AI ଦ୍ୱାରା ପ୍ରସ୍ତୁତ ନକଲି ଆଇନ ଉଦାହରଣ ଦେଲେ ଓକିଲଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।  NCLT ର ରାୟକୁ ରଦ୍ଦ କଲେ କୋର୍ଟ। କୋର୍ଟ କାର୍ଯ୍ୟରେ AI ର ଅପବ୍ୟବହାରକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ଏବଂ ଐତିହାସିକ ସଂଶୋଧନ କରିଛନ୍ତି । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି […]

Read More Text.
Isro

ଇସ୍ରୋ ମୁଖ୍ୟାଳୟକୁ ବୋମା ଧମକ, ତଲାସି ଚଳାଇଛି ପୋଲିସ ଓ ବମ୍ ସ୍କ୍ୱାଡ ଟିମ୍

ବେଙ୍ଗାଲୁରୁ : ଇସ୍ରୋର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟାଳୟକୁ ବୋମା ଧମକ ମିଳିଛି । ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ ସତର୍କ ହୋଇଯାଇଛନ୍ତି । ଘଟଣା ପରେ ପୋଲିସ ଓ ବମ୍ ସ୍କ୍ୱାଡ୍ର ଟିମ୍ ଇସ୍ରୋ ପରିସରରେ ବ୍ୟାପକ ତଲାସି ଅଭିଯାନ ଚଳାଇଥିଲେ । ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନଙ୍କ କାର୍ଯ୍ୟାଳୟକୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ପଠାଯାଇଥିଲା । ଏହା ସହିତ ପୋଲିସ ଲୋକେସନ ଟ୍ରେସ କରୁଛି । ଦୀର୍ଘ ସମୟ ଧରି ଚାଲିଥିବା […]

Read More Text.
Stone query

ଖଣିରେ ପଥର ଖସି ୭ ଶ୍ରମିକ ମୃତ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏକ ପଥର ଖଣିରେ ପଥର ଖସି ପଡ଼ିବା ଯୋଗୁ ଅନେକ ମୃତାହତ ହୋଇଥିବା ଜଣାପଡିଛି ।  ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୭ ଜଣ ଶ୍ରମିକଙ୍କର ମୃତଦେହ ଉଦ୍ଧାର କରିଛନ୍ତି । ଅନେକ ଶ୍ରମିକ ଖଣି ତଳେ ପୋତି ହୋଇ ରହିଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ । ଏମାନେ କାବେରୀ କମ୍ପାନୀର ଖଣିରେ କାମ କରୁଥିବା ବେଳେ ବଡ଼ ପଥର ଖଣ୍ଡ ଖସିପଡିଥିଲା । ଖବର ମୁତାବକ, ବେଙ୍ଗାଲୁରୁ […]

Read More Text.
Screenshot 2026 07 02 183705 750x430

ନୂଆ ପାଠ୍ୟପୁସ୍ତକ ଛପା ପାଇଁ ପ୍ରସ୍ତୁତି ଆରମ୍ଭ, ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ଯୋଗାଇବେ ସରକାର

ଭୁବନେଶ୍ୱର : ନୂଆ ବହି ଛପା ପାଇଁ ଆରମ୍ଭ  ହେଲା ପ୍ରସ୍ତୁତି  । ବସିଲା ବଡ଼ ବୈଠକ ।  SCERT କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ, ସଚିବ ଏବଂ ଓସେପା ନିର୍ଦେଶକ । ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟ ପୁସ୍ତକ ଯୋଗାଇବେ ସରକାର । ଏନେଇ ଗତକାଲି ଗଣଶିକ୍ଷା ସଚିବଙ୍କ ଘୋଷଣା ପରେ ଆଜି SCERTରେ ଗଣଶିକ୍ଷା ମନ୍ତ୍ରୀ ଓ ସଚିବ ।  SCERTରେ ବସିଲା ବଡ଼ ବୈଠକ । ଦୀର୍ଘ ସମୟ ଧରି ଚାଲିଲା ଆଲୋଚନା । […]

Read More Text.
Amit shah

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ

ଭୁବନେଶ୍ୱର : ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ । ୩ରୁ ୫ ତାରିଖ ଯାଏଁ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିଲା। ଝାରସୁଗୁଡ଼ା, ସମ୍ବଲପୁର , ବରଗଡ଼, କଟକ ବଡ଼ମ୍ବା ଓ ଭୁବନେଶ୍ବରରେ ଥିଲା ଶାହଙ୍କ କାର୍ଯ୍ୟକ୍ରମ । ୪ ତାରିଖରେ ବରଗଡ଼ର ବାଉଲସିଂହା ଠାରେ ନିର୍ମିତ BPCL ର ଦ୍ୱିତୀୟ ପିଢ଼ିର (2G) ଇଥାନଲ୍ ପ୍ଲାଣ୍ଟର ଆନୁଷ୍ଠାନିକ ଉଦଘାଟନ କରିବା କାର୍ଯ୍ୟକ୍ରମ ଥିଲା । ହେଲେ […]

Read More Text.
Mou b

ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍ , ୧.୧୦ ଲକ୍ଷ କୋଟିର ପୁଞ୍ଜିନିବେଶ କରିବ ଆଦାନୀ

ଭୁବନେଶ୍ୱର : ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍ । ଓଡ଼ିଶା ଶିଳ୍ପ ଜଗତରେ ବଡ଼ ଧମାକା ! । ୧.୧୦ ଲକ୍ଷ କୋଟିର ମେଗା ଏମଓୟୁ ସ୍ୱାକ୍ଷରିତ । ଆଦାନୀ ଓ IHCର ମିଳିତ ବାଜି । ଓଡ଼ିଶାରେ ଆଦାନୀ ଓ ୟୁଏଇର ୧.୧୦ ଲକ୍ଷ କୋଟିର ପୁଞ୍ଜିନିବେଶ । ଗଢ଼ାହେବ ବିଶାଳ ଆଲୁମିନିୟମ ପ୍ଲାଣ୍ଟ । ଓଡ଼ିଶାର ଶିଳ୍ପ ବିକାଶ ଏବଂ ଦେଶର ଆଲୁମିନିୟମ କ୍ଷେତ୍ରକୁ ଏକ ବଡ଼ ସଫଳତା ମିଳିଛି । ଆଦାନୀ ଗ୍ରୁପ୍ […]

Read More Text.
IMG 20260702 WA0006 750x430

ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବି ମିଳିବ ମଧ୍ୟାହ୍ନଭୋଜନ, କେଜିରୁ ପିଜି ନିଃଶୁଳ୍କ ଶିକ୍ଷା

ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟ ଏଣିକି ମିଳିବ ମଧ୍ୟାହ୍ନ ଭୋଜନ। ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା। ବୁଧବାର ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏନେଇ ରହିଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ପରିପ୍ରେକ୍ଷୀରେ ଆଗାମୀ ୪ ବର୍ଷ ପାଇଁ ୪୬.୬ ଲକ୍ଷ ମାଧ୍ୟମିକ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ପାଇଁ ୩୫୦୬.୯୯ […]

Read More Text.
IMG 20260701 WA0208

ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ପରିବର୍ଦ୍ଧିତ ବୈଠକ

ବାରିପଦା : ସ୍ଥାନୀୟ  ପିସିଏମ୍ କଲ୍ୟାଣ ମଣ୍ଡପ ପରିସରରେ ଆଜି ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର  ସଭାପତି ଅକ୍ଷୟ ମହାନ୍ତିଙ୍କ ସଭାପତିତ୍ବରେ ଏଵଂ ପରିକ୍ରମାର ଅଧ୍ୟକ୍ଷ ମନୋଜ ଦାସଙ୍କ ମଂଚ ପରିଚାଳନାରେ ଏକ ପରିଵର୍ଦ୍ଧିତ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଉପଦେଷ୍ଟା ପ୍ରାକ୍ତନ ବରିଷ୍ଠ ନାଗରିକ ସଭାପତି ରସାନନ୍ଦ ଲେଙ୍କା,ଉପଦେଷ୍ଟା ମନୋରଞ୍ଜନ ମହାନ୍ତି, ପ୍ରାକ୍ତନ   ଵିଧାୟକ ଲକ୍ଷ୍ମଣ ମାଝୀ, ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତି,ପ୍ରାକ୍ତନ ବିଧାୟକ ସାହିବା ସୁଶିଲ ହାଁସଦା, ବିଶିଷ୍ଟ ସାମାଜିକ କର୍ମୀ ଇଶାନ […]

Read More Text.
IMG 20260701 WA0198

ବହୁ ପ୍ରତୀକ୍ଷିତ ସାନ୍ତାଳୀ ୱେବସାଇଟ୍ ‘ସାନ୍ତାଲ୍ ଭଏସେସ’ର ଶୁଭାରମ୍ଭ

ବାରିପଦା : ବହୁ ପ୍ରତୀକ୍ଷିତ ସାନ୍ତାଳୀ ଡିଜିଟାଲ ପୋର୍ଟାଲ ‘ସାନ୍ତାଲ୍ ଭଏସେସ ’ ହୁଲ ଦିବସ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଅନଲାଇନ କାର୍ଯ୍ୟକ୍ରମ ମାଧ୍ୟମରେ ଶୁଭାରମ୍ଭ ହୋଇଛି। ସାନ୍ତାଳୀ ଭାଷା, ସାହିତ୍ୟ, ଇତିହାସ ଓ ସଂସ୍କୃତିର ଡିଜିଟାଲ ସଂରକ୍ଷଣ ଏବଂ ବିଶ୍ୱସ୍ତରରେ ପ୍ରଚାର-ପ୍ରସାର ଦିଗରେ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭାରତ, ନେପାଳ ଓ ବାଂଲାଦେଶର ବିଭିନ୍ନ ସମ୍ପାଦକ, ଅବଦାନକାରୀ ଏବଂ ସାନ୍ତାଳୀ ଭାଷାର ଡିଜିଟାଲ କର୍ମୀମାନେ ଯୋଗଦେଇଥିଲେ। […]

Read More Text.
IMG 20260701 WA0187

କିଟ୍ କେୟାର୍ ପକ୍ଷରୁ ଯୋଗ ଶିକ୍ଷା ଉପରେ ତର୍କ ପ୍ରତିଯୋଗିତା 

ବାରିପଦା  : ସ୍ଥାନୀୟ ଦତ୍ତ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୁବନେଶ୍ୱର କିଟ୍ କେୟାର ତରଫରୁ ସମସ୍ତଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ ଜରିଆରେ ସମ୍ପ୍ରତି ଜେନ୍- ଜି ଙ୍କ ଜୀବନ ଧାରଣ ପ୍ରକ୍ରିୟାରେ ଯୋଗାଭ୍ୟାସର ପ୍ରଭାବ ଆକଳନ କରିବା ପାଇଁ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ” ପୂର୍ବରୁ ପାଠ୍ୟକ୍ରମରେ ଯୋଗ ଶିକ୍ଷା ବାଧ୍ୟତାମୂଳକ ବିଷୟ ନଥିବାବେଳେ, ବର୍ତ୍ତମାନର ଜେନ–ଜି ପିଢୀର ଶାରୀରିକ, ମାନସିକ ଓ ନୈତିକ ବିକାଶକୁ ଦୃଷ୍ଟିରେ ରଖି ଏହାକୁ ବାଧ୍ୟତାମୂଳକ ବିଷୟ […]

Read More Text.