ମହିଳା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ
କଟକ: ମହିଳା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ । କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଥାନା ରେଷ୍ଟରୁମରୁ ମିଳିଛି ମୃତଦେହ । କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ତାଙ୍କ ମୃତ୍ୟୁର କାରଣ କଣ ଜଣାପଡ଼ିନାହିଁ । ଗତକାଲି ସେ ସ୍ବାଭାବିକ ଥିଲେ । ମୃତ୍ୟୁ କେମିତି ହେଲା ତାକୁ ନେଇ ଆରମ୍ଭ ହୋଇଛି ଛାନବିନ। ଘଟଣା ସ୍ଥଳକୁ ନିଜେ ପୋଲିସକ କମିଶନର ଯାଇଛନ୍ତି । ଅନ୍ୟ ବରିଷ୍ଠ […]
Read More Text.