IMG 20260704 WA0147

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ରୋଗୀ ସେବା ବିପର୍ଯ୍ୟସ୍ତ

ବାରିପଦା : ସାରା ରାଜ୍ୟରେ ୧୦ ଦଫା ଦାବି ନେଇ ଓମ୍ସା ର ଡାକ୍ତରମାନେ କାର୍ଯ୍ୟବନ୍ଦ  କରିଛନ୍ତି ।ଓମ୍ସା ର ନିଷ୍ପତ୍ତି କ୍ରମେ ମୟୁରଭଞ୍ଜ ଜିଲ୍ଲା ର ସଦର ମହକୁମା ସମେତ  ଉପଖଣ୍ଡ ଚିକିତ୍ସାଳୟ ବାମନଘାଟୀ ଉପଖଣ୍ଡର ଡାକ୍ତରମାନେ ନିଜର ହକ୍ ପାଇଁ କାର୍ଯ୍ଯଵନ୍ଦ କରିଛନ୍ତି ।କିନ୍ତୁ ଅପରପକ୍ଷେ ରେ ଦେହ ଅଛି ତ ରୋଗ ଅଛି ।ମୟୁରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା l ଏହାର ଅଧିକାଂଶ ଅଞ୍ଚଳ ଜଙ୍ଗଲ ପାହାଡ଼ଘେରା l ବିଶେଷକରି  ବାମନଘାଟୀ […]

Read More Text.
IMG 20260704 WA0145

 ବାଇକକୁ ପିଟିଲା ହାଇଡ୍ରା; ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ରାଇରଙ୍ଗପୁର – ଗୈରୁମହିଷାଣୀ ରାସ୍ତାର ୩ କିମି ଦୂର ଦୁବୁଲାବେଡା ରାସ୍ତା ପାର୍ଶ୍ଵରେ  ଏକ ବାଇକ୍ ଛିଡ଼ା ହୋଇଥିବା ଅବସ୍ଥାରେ  ରାସ୍ତାରେ ଆସୁଥିବା ହାଇଡ୍ରା ଧକ୍କା ଦେବା ଫଳରେ ବାଇକ୍ ଚୁରମାର ହୋଇଥିବା  ହୋଇଅଛି ।ସୂଚନାଯୋଗ୍ୟ ଵହଳଦା ବ୍ଳକର ଡଲସରା ଗ୍ରାମର ଆଇଁଠୁ ଟୁଡୁ, ଏବଂ ସାଙ୍ଗ ସୁନାରାମ କିସ୍କୁ  ତାଙ୍କ ମାମୁଁ ଘର ଗ୍ରାମ ଦେଉରାଡିହି କୁ ଆଜି ସକାଳେ ନିଜ ବାଇକ୍   OD11J5123  ରେ […]

Read More Text.
IMG 20260704 WA0140

ଆଇନ ସଚେତନତା ଶିବିର 

ବାରିପଦା  : ଓଡିଶା ସୂଚନା ଅଧିକାର ଅଭିଯାନ, ମୟୁରଭଞ୍ଜ ଜିଲ୍ଲା ଶାଖା ଆନୁକୂଲ୍ୟରେ ମୋରଡା ବ୍ଲକ ଅନ୍ତର୍ଗତ ଘୋଳମୁହାଁ ପଂଚାୟତ ଅଧୀନନସ୍ଥ ଆଣୁଆ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ସଂସ୍ଥାର ଜିଲ୍ଲା ଆବାହକ ସନ୍ତୋଷ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ସଦସ୍ୟ ମହେଶ୍ୱର ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ I ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୋରଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଣାକର […]

Read More Text.
IMG 20260704 WA0136

କିଟ୍ କେୟାର୍ସ ପକ୍ଷରୁ କୁଇଜ୍ ପ୍ରତିଯୋଗିତା

ବାରିପଦା  : କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଆନୁକୂଲ୍ୟରେ ପୂର୍ଣ୍ଣଚନ୍ଦ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କିଟ୍ କେୟାର୍ସ ପକ୍ଷରୁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ବର୍ତ୍ତମାନର ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ସମ୍ବଳିତ ଦୁନିଆରେ ମୂଲ୍ୟବୋଧର କ୍ଷୟ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ହତାଶା ଓ ଅବସାଦ ଅଭିବୃଦ୍ଧି ପରିଲକ୍ଷିତ ହେଉଛି I ଏହି ଅବସରରେ କିଟ୍ କେୟାର୍ ପକ୍ଷରୁ “ସମସ୍ତଙ୍କ ପାଇଁ  ଶିକ୍ଷା” କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି କୁଇଜ ପ୍ରତିଯୋଗିତାରେ ବିଦ୍ୟାଳୟର ୨୩୬ ଜଣ […]

Read More Text.
WhatsApp Image 2026 07 04 at 13.53.09 1068x601

ସାଇବର ଠକେଇ ଓ ପାଇରେସି ରୋକିବା ନେଇ ଟେଲିଗ୍ରାମକୁ ପୁଣି କେନ୍ଦ୍ରର ନୋଟିସ

ନୂଆଦିଲ୍ଲୀ : ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମରେ ସିନେମା ଏବଂ OTT ପ୍ଲାଟଫର୍ମରୁ ପାଇରେଟେଡ୍ ବିଷୟବସ୍ତୁ ପ୍ରସାରଣକୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାର ଟେଲିଗ୍ରାମକୁ ଏକ ନୋଟିସ୍ ଜାରି କରିଛନ୍ତି । କପି ରାଇଟ୍ ଉଲ୍ଲଂଘନ କରୁଥିବା ଚ୍ୟାନେଲ ଏବଂ କଣ୍ଟେଣ୍ଟ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁଯାୟୀ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପାଇରେଟେଡ୍ ଚଳଚ୍ଚିତ୍ର ଏବଂ OTT ବିଷୟବସ୍ତୁର ପ୍ରସାରକୁ […]

Read More Text.
03khamenei farewell1

ଖାମେନେଇଙ୍କୁ ଅନ୍ତିମ ବିଦାୟ ଦେଲେ ଦେଶବାସୀ

ତେହରାନ: ଇରାନବାସୀ ଶୁକ୍ରବାର ସେମାନଙ୍କର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଅନ୍ତିମ ବିଦାୟ ଜଣାଇଛନ୍ତି। ଖାମେନେଇଙ୍କ କଫିନକୁ ଜାତୀୟ ପତାକାରେ ଘୋଡାଯାଇ ଗ୍ରାଣ୍ଡ ମୋସାଲାରେ ରଖାଯାଇଥିଲା। ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍‌କିଆନ, ସଂସଦ ବାଚସ୍ପତି ତଥା ମୁଖ୍ୟ ସଂଯୋଜକ ମହମ୍ମଦ ଘଲିବାଫ୍‌, ଆଇଆରଜିସି କମାଣ୍ଡର ଅହମ୍ମଦ ଭାହିଦଙ୍କ ସମେତ ଦେଶର ପ୍ରମୁଖ ରାଜନେତା ଓ ସାମରିକ ନେତାମାନେ ଉପସ୍ଥିତ ରହି ଖାମେନେଇଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ। ତେବେ ଏହି ଶ୍ରଦ୍ଧାଞ୍ଜଳି ସଭାରେ […]

Read More Text.
Terrorist uapa 750x430

UAPA ଅଧୀନରେ ୨୩ ଜଣଙ୍କୁ ଆତଙ୍କୀ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ ସରକାର UAPA ଅଧୀନରେ ୨୩ ଜଣଙ୍କୁ ଆତଙ୍କବାଦୀ ଭାବରେ ନାମିତ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଜି (ଶନିବାର) ଏହି ସମ୍ପର୍କରେ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତିରେ ଜୈଶ-ଏ-ମହମ୍ମଦ (JeM) ଏବଂ ଲସ୍କର-ଏ-ତୈବା (LeT) ସହିତ ଜଡିତ ଅନେକ ପାକିସ୍ତାନଭିତ୍ତିକ ଆତଙ୍କବାଦୀଙ୍କ ନାମ ଅନ୍ତର୍ଭୁକ୍ତ। ଭାରତ ସରକାରଙ୍କ ଅନୁଯାୟୀ, ଏହି ବ୍ୟକ୍ତିମାନେ ନିଯୁକ୍ତି, ତାଲିମ, ପାଣ୍ଠି ଯୋଗାଣ, ଅସ୍ତ୍ରଶସ୍ତ୍ର ଯୋଗାଣ, ଅନୁପ୍ରବେଶ ଏବଂ ଆତଙ୍କବାଦୀ ଆକ୍ରମଣ କରିବା ଭଳି କାର୍ଯ୍ୟକଳାପରେ ଜଡିତ […]

Read More Text.
Mukeshcc

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ, ସ୍ୱାଭାବିକ ହେବ ସ୍ୱାସ୍ଥ୍ୟ ସେବା

ଭୁବନେଶ୍ୱର : ଓଡ଼ିଶାରେ ସରକାରୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ । ରାଜ୍ୟର ସ୍ୱାଭାବିକ ହେବ ସ୍ୱାସ୍ଥ୍ୟ ସେବା । ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ ବା OMSA ପକ୍ଷରୁ ଡାକରା ଦିଆଯାଇଥିବା ଅନିର୍ଦ୍ଦିଷ୍ଟ କାଳିନ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ରାଜ୍ୟ ସରକାରଙ୍କ ସହ ସଫଳ ଆଲୋଚନା ଏବଂ ମିଳିଥିବା ପ୍ରତିଶ୍ରୁତି ପରେ OMSA ଏହି ନିଷ୍ପତ୍ତି ନେଇଛି । ଡାକ୍ତରମାନଙ୍କର ଦୀର୍ଘଦିନର ଦାବିଗୁଡ଼ିକର ସମାଧାନ ପାଇଁ ସରକାର ଏକ ‘ସଚିବ ସ୍ତରୀୟ […]

Read More Text.
Auto v

ଅଟୋକୁ ଧକ୍କା ଦେଲା ଟ୍ରକ : ବାପ-ପୁଅ ମୃତ, ମା ଗୁରୁତର

ମୟୁରଭଞ୍ଜ : ଅଟୋକୁ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ବାପ ପୁଅ ମୃତ, ମା ଗୁରୁତର । ୨୨୦ ନମ୍ବର ଜାତୀୟ ରାଜପଥ କାଳିକାପୁର ନିକଟରେ ଦୁର୍ଘଟଣା । ଏକ ଅଟୋକୁ ଟ୍ରକ ଧକ୍କା ଦେବା ଫଳରେ ବାପ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଗାନସା କିସ୍କୁ ଓ ୮ ବର୍ଷର ପୁଅ ରାମରାଜ କିସ୍କୁ । କରଞ୍ଜିଆ ହସ୍ପିଟାଲରୁ ଛୁଆକୁ ଡାକ୍ତରଙ୍କୁ ଦେଖାଇ ଘରକୁ ଫେରିବା […]

Read More Text.
Iic v e1783173394883 300x276

ମହିଳା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ

କଟକ: ମହିଳା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ । କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ  ମୃତଦେହ ଉଦ୍ଧାର ହୋଇଛି  । ଥାନା ରେଷ୍ଟରୁମରୁ ମିଳିଛି ମୃତଦେହ । କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ତାଙ୍କ ମୃତ୍ୟୁର କାରଣ କଣ ଜଣାପଡ଼ିନାହିଁ । ଗତକାଲି ସେ ସ୍ବାଭାବିକ ଥିଲେ । ମୃତ୍ୟୁ କେମିତି ହେଲା ତାକୁ ନେଇ ଆରମ୍ଭ ହୋଇଛି ଛାନବିନ। ଘଟଣା ସ୍ଥଳକୁ ନିଜେ ପୋଲିସକ କମିଶନର ଯାଇଛନ୍ତି । ଅନ୍ୟ ବରିଷ୍ଠ […]

Read More Text.