ଶ୍ରୀଅନ୍ନ ଯୋଜନାରେ କୃଷିରଥ ପରିକ୍ରମା
ଆଗରପଡ଼ା :ବନ୍ତ ବ୍ଲକରେ ଗଡ଼ିଲା ଶ୍ରୀଅନ୍ନ ଯୋଜନାରେ କୃଷିରଥ । ଏହି ରଥ ବିଭିନ୍ନ ପଂଚାୟତ ପରିକ୍ରମା ପୂର୍ବକ ଚାଷୀ ମାନଙ୍କୁ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲା । ଜିଲ୍ଲାକୃଷି ଅଧିକାରୀ ଦିଜ୍ଜବର ସେଠୀ ଆନୁଷ୍ଠାନିକ ଭାବରେ ରଥକୁ ଉଦଘାଟନ କରିଥିବା ବେଳେ ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତି, ଅନୁରାଧା ପଣ୍ଡା ବ୍ଲକ ସଂଯୋଜକ ପର୍ଶୁରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଅପୂର୍ବ ରଞ୍ଜନ ରାଉତ,ସୁଶାନ୍ତ କୁମାର ଜେନା, ବନମାଳୀ ବାରିକ, […]
Read More Text.