ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କଲେ ଆମେରିକା-ୟୁରୋପୀୟ ସଂଘ
ୱାସିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ଏକ ପ୍ରମୁଖ ବାଣିଜ୍ୟ ଚୁକ୍ତି ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କରିଛନ୍ତି । ଟ୍ରମ୍ପ ଏହାକୁ ଏପର୍ଯ୍ୟନ୍ତ ସର୍ବୋତ୍ତମ ବାଣିଜ୍ୟ ଚୁକ୍ତି ବୋଲି ମଧ୍ୟ କହିଛନ୍ତି । ସେ କହିଛନ୍ତି, ଉଭୟ ପକ୍ଷ ଏଥିରୁ ଲାଭ ପାଇବେ । ଟ୍ରମ୍ପ ବାଣିଜ୍ୟ ଚୁକ୍ତି ସମୟରେ ୟୁରୋପୀୟ ସଂଘ ଉପରେ ୧୫ ପ୍ରତିଶତ ଶୁଳ୍କ […]
Read More Text.