Recent photo 1753781575

ଓଡ଼ିଶା ଉପକୂଳରୁ ‘ପ୍ରଳୟ’ କ୍ଷେପଣାସ୍ତ୍ରର କ୍ରମାଗତ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ବାଲେଶ୍ୱର: ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ସଫଳତା ସ୍ୱରୂପ, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ‘ପ୍ରଳୟ’ କ୍ଷେପଣାସ୍ତ୍ରର କ୍ରମାଗତ ଦୁଇଟି ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣଗୁଡ଼ିକ ଜୁଲାଇ ୨୮ ଏବଂ ୨୯, ୨୦୨୫ ରେ ଓଡ଼ିଶା ଉପକୂଳରେ ଥିବା ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସମ୍ପନ୍ନ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ପରୀକ୍ଷଣଗୁଡ଼ିକ ବ୍ୟବହାରକାରୀଙ୍କ ମୂଲ୍ୟାଙ୍କନ ପରୀକ୍ଷଣର ଏକ ଅଂଶ ଭାବରେ କରାଯାଇଥିଲା, ଯାହାର […]

Read More Text.
0x0 1464609650248

ତୁର୍କୀ ବିକ୍ରି କରୁଛି ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ବୋମା: ପ୍ରତିରକ୍ଷା ଶିଳ୍ପ ମେଳାରେ ପ୍ରଦର୍ଶନ କଲା

ଆଙ୍କରା: ତୁର୍କୀ ଡ୍ରୋନ୍‌ର ରପ୍ତାନିକାରୀ ଭାବେ ଖ୍ୟାତି ହାସଲ କରିଛି। ଏବେ ତୁର୍କୀ ବ୍ୟାପକ ଧ୍ୱଂସ ଘଟାଉଥିବା ବୋମାର ନିର୍ମାତା ମଧ୍ୟ ହୋଇଛି। ଇସ୍ତାନବୁଲରେ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ପ୍ରତିରକ୍ଷା ଶିଳ୍ପ ମେଳା ଆଇଡିଇଏଫ ୨୦୨୫ରେ, ତୁର୍କୀ ବିଶ୍ୱର ଦୁଇଟି ସବୁଠାରୁ ବିପଦପୂର୍ଣ୍ଣ ଅଣ-ପରମାଣୁ ବୋମା ପ୍ରଦର୍ଶନ କରିଛି। ଏହି ଦୁଇଟି ବୋମାର ନାମ ହେଉଛି ଗାଜାପ ଏବଂ ନେବ୍-୨ ଘୋଷ୍ଟ୍। ଉଭୟ ବୋମା ୯୭୦ କିଲୋଗ୍ରାମ ଓଜନର ଏବଂ ଏଫ-୧୬ ଯୁଦ୍ଧ ବିମାନରୁ ନିକ୍ଷେପ କରାଯାଇପାରିବ। […]

Read More Text.
Amit shah 1734521855 150x150

ନେହେରୁଙ୍କ ପାଇଁ ପିଓକେର ସୃଷ୍ଟି, କଂଗ୍ରେସର ଭୁଲରୁ ପାକିସ୍ତାନ ସୃଷ୍ଟି- ଲୋକସଭାରେ ବର୍ଷିଲେ ଶାହ

ନୂଆଦିଲ୍ଲୀ: ପିଓକେ ପ୍ରସଙ୍ଗରେ ନେହେରୁଙ୍କୁ ନିଶାନା କଲେ ଶାହ । ସଂସଦରେ ଅପରେସନ ସିନ୍ଦୂର ନେଇ ମହାବିତର୍କ ବେଳେ କଂଗ୍ରେସକୁ ଟାର୍ଗେଟ୍ କଲେ ଶାହ । ପିଓକେ ପ୍ରସଙ୍ଗ ଉଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କୁ କଟାକ୍ଷ କଲେ ଶାହ । କହିଲେ- ନେହେରୁଙ୍କ ପାଇଁ ପିଓକେର ସୃଷ୍ଟି । ଆଜି ଯଦି ପିଓକେକୁ ଦେଖୁଛେ ତାହାଲେ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ନେହେରୁ ବୋଲି ଶାହ କହିଛନ୍ତି । ଏକପାଖିଆ ଭାବେ ନେହେରୁ ଯୁଦ୍ଧବିରତି ଘୋଷଣା କରିବା […]

Read More Text.
Rbi

ଗୋଟିଏ ସପ୍ତାହରେ ୪ କ୍ବିଣ୍ଟାଲ ସୁନା କିଣିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଜୁନ୍ ୨୦୨୫ ଶେଷ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣି ଥରେ ବିପୁଳ ପରିମାଣରେ ସୁନା କ୍ରୟ କରିଛି। ରିଜର୍ଭ ବ୍ୟାଙ୍କ ମାତ୍ର ଗୋଟିଏ ସପ୍ତାହରେ ପ୍ରାୟ ୪ କ୍ୱିଣ୍ଟାଲ (୦.୨ ଟନ୍) ସୁନା କିଣିଛି, ଯାହା ଦ୍ଵାରା ଦେଶର ମୋଟ ସୁନା ଭଣ୍ଡାର ୨୭ ଜୁନ୍ ସୁଦ୍ଧା ୮୭୯.୮ ଟନ୍ ହୋଇଛି। ଗୋଟିଏ ସପ୍ତାହ ପୂର୍ବରୁ ଏହି ସଂଖ୍ୟା ୮୭୯.୬ ଟନ୍ ଥିଲା। ଏହି କ୍ରୟ ଏପରି ସମୟରେ କରାଯାଇଛି ଯେତେବେଳେ ରିଜର୍ଭ […]

Read More Text.

ବଡବାଣ୍ଠା ପ୍ରାଥମିକ ବିଦ୍ୟାଳୟରେ ୫ ଶ୍ରେଣୀକୁ ଜଣେ ଭାରପ୍ରାପ୍ତ ଶିକ୍ଷକ

ବାରିପଦା : ଆଦିବାସୀ ଅଧ୍ୟୁଷିତ ବିଜାତଳା ବ୍ଲକରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯାଇଛି ।ଚାରିଆଡେ ଶିକ୍ଷକ ମରୁଡି ।ପିଲା ଯଦି ପ୍ରଥମରୁ  ଶିକ୍ଷାଦାନ ସଠିକ ନପାଏ ତାହାହେଲେ ତାହାର ମୂଳଭିତ୍ତି କିଭଳି ସୁଦୃଢ ହେବ ! ସରକାର କହୁଛନ୍ତି ବେଟି ପଢାଅ,ବେଟି ବଚାଓ ,କିନ୍ତୁ ବିଦ୍ୟାଳୟରେ ଶିକ୍ଷକ ମରୁଡି ହେଲେ ସରକାରଙ୍କ ନାରା  କେମିତି ସଫଳ ହେବ ? ସୂଚନାଯୋଗ୍ୟ ମୟୂରଭଂଜ ଜିଲ୍ଲାର ପଛୁଆ ଆଦିବାସୀ ଅଧ୍ୟୁଷିତ ଵିଜାତଳା ବ୍ଳକ ଶିକ୍ଷାରେ ପଛୁଆ ।ଏହି ଅଂଚଳ ଦୁର୍ଗମ […]

Read More Text.
Img 20250728 wa0175

ଜେଏମଏମ ତରଫରୁ  ବିଭନ୍ନ ଦାବୀ କୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଲିଖିତ ଦାବିପତ୍ର ପ୍ରଦାନ

ବାରିପଦା: ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ଜମିକୁ ଦଲାଲ,ଜମି ମାଫିଆ ମାନେ ବର୍ଷ ବର୍ଷ ଧରି ମାଡ଼ି ବସିବା ସହ ଘରଦ୍ଵାର କରିପକାଇ ଜବରଦଖଲ କରି ରଖିଛନ୍ତି  ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।ସୂଚନାଯୋଗ୍ଯ  ରଘୁନାଥ ଜୀଉ ମନ୍ଦିରର  ପୌରାଞ୍ଚଳର ଅଁଳାଡୁବା,ପିଛିଲିଘାଟୀ,କୁଚେଇବୁଢି, ରେ ୬୨.୨୮ ଏକର ଜମିକୁ  ସହରର ପ୍ରାକ୍ତନ ସରକାରୀ କର୍ମଚାରୀ, ଅଧ୍ୟାପକ,ରାଜନେତା,ବହୁ ଵ୍ଯଵସାୟୀ,ଜମି ମାଫିଆ ମାନେ ଲିଜ ଆକାରରେ ଏବଂ ଜବରଦଖଲ ଆକାରରେ ମାଡ଼ି ବସିଛନ୍ତି ।ସେହିଭଳି ଯାମଦା  ତହସିଲ ଅଂଚଳରେ […]

Read More Text.
Img 20250728 wa0172

ଜନ୍ମଦିନରେ ରକ୍ତଦାନ କଲେ ଦମ୍ପତି 

ବାରିପଦା : ସମୟ ବଦଳୁଛି, ପରିସ୍ଥିତି ବଦଳୁଛି ତତସହିତ ବଦଳୁଛି ପରମ୍ପରା I ରକ୍ତଦାନ ମହାପୂଣ୍ୟ” କୁ ପାଥେୟ କରି ଆଜିର ସମାଜରେ ଆରମ୍ଭ ହୋଇଛି ନୂତନ ପରମ୍ପରା I ଜନ୍ମଦିନରେ ରକ୍ତଦାନ କରି ପୁଣ୍ୟ ଅର୍ଜନ କରୁଛନ୍ତି ଅନେକ I ଏହି ପରିପେକ୍ଷୀରେ କୁଳିଅଣା ବ୍ଲକର ଧଡ଼ିପଡ଼ା ଗ୍ରାମର ଗୌରୀମଣୀ ବାସ୍କେଙ୍କ ଜନ୍ମଦିନରେ ନିଜେ ଏବଂ ତାଙ୍କ ସ୍ୱାମୀ ବୈଦ୍ୟନାଥ ମୁର୍ମୁ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ପରିସରରେ ନାରାୟଣ ସେବା ଟ୍ରଷ୍ଟର ସଦସ୍ୟଙ୍କ ଉପସ୍ଥିତିରେ […]

Read More Text.
Img 20250728 wa0188

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ କୁଳପତି ପ୍ରଫେସର ବିଧୂଭୂଷଣ ମିଶ୍ରଙ୍କ କାର୍ଯ୍ୟରେ ଯୋଗଦାନ

ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପ୍ରଫେସର ବିଧୂଭୂଷଣ ମିଶ୍ର ଭାରପ୍ରାପ୍ତ କୁଳପତି ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଫେସର ମିଶ୍ରଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସର୍ବପ୍ରଥମେ କୁଳପତି ପ୍ରଫେସର ମିଶ୍ର ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।  ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ, କୁଳସଚିବ ସୁଶ୍ରୀ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ […]

Read More Text.
Img 20250728 wa0195

ପ୍ରକୃତି ମାତାର ସୁରକ୍ଷା ପାଇଁ ବୃକ୍ଷ ରୋପଣ ଜରୁରି 

ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ   ବୃକ୍ଷ ରୋପଣ ଓ ଆଲୋଚନା ଚକ୍ର  ବାରିପଦା : ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଟିକରପଡା ସ୍ଥିତ ଏକଲବ୍ୟ ମଡେଲ ସ୍କୁଲ ପରିସରରେ ବୃକ୍ଷ ରୋପଣ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଆମେ ମୟୂରଭଞ୍ଜିଆ ସଂଗଠନ ଓ ବାରିପଦା ବନଖଣ୍ଡ ମିଳିତ ସହଯୋଗ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଏକ ଲବ୍ୟ ମଡେଲ ସ୍କୁଲ ର ଅଧ୍ୟକ୍ଷ ଅମିତ କୁମାର […]

Read More Text.
Img 20250728 wa0180

ବାରିପଦା ରେ ଜିଲ୍ଲା ସ୍ତରୀୟ ହେପାଟାଇଟିସ ଦିବସ-୨୦୨୫ ପାଳିତ

ବାରିପଦା – ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଥିବା ସମ୍ମିଳନୀ କକ୍ଷରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତା ରେ ହେପାଟାଇଟିସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ସ୍ୱାସ୍ଥ୍ୟ ଅଧିକ୍ଷକ ଡାକ୍ତର ମାନସ ରଞ୍ଜନ ଦଣ୍ଡପାଟ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁବାସ ଚନ୍ଦ୍ର ନାୟକ, ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭେକଟର […]

Read More Text.