Cp

ଆସନ୍ତାକାଲି ଭୁବନେଶ୍ୱରରେ ହେବ ଜାତୀୟ ବ୍ଲୁ-ଇକୋନୋମି ମହାସମାବେଶ, ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତାକାଲି ହେବ ଜାତୀୟ ବ୍ଲୁ-ଇକୋନୋମି ମହାସମାବେଶ । ଗଭୀର ସମୁଦ୍ର ମତ୍ସ୍ୟଚାଷର ‘ଅନୁମତି ପତ୍ର’ ଓ ଓଡ଼ିଶା ମିଶନର ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି । ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।  ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ‘ଅନୁମତି ପତ୍ର’ର ଶୁଭାରମ୍ଭ କରିବେ ।  ଏହା ସହିତ ରାଜ୍ୟର ଅଫ୍-ସୋର୍ ମତ୍ସ୍ୟ ସମ୍ପଦର ବିକାଶ ପାଇଁ ପ୍ରସ୍ତୁତ ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟଚାଷ […]

Read More Text.
Worker v

ବ୍ୟାଙ୍କରେ ଖାତା ଖୋଲି ୪୪ ଶ୍ରମିକ ଠକେଇର ଶିକାର, ଆକାଉଣ୍ଟରେ କୋଟି କୋଟି ଟଙ୍କାର ନେଣଦେଣ

ଢେଙ୍କାନାଳ : ଚାକିରି ଲୋଭରେ ବ୍ୟାଙ୍କରେ ଖାତା ଖୋଲି ୪୪ ଜଣ ଶ୍ରମିକ ଠକେଇର ଶିକାର । ରାଜ୍ୟ ଓ ରାଜ୍ୟ ବାହାରୁ ଆକାଉଣ୍ଟରେ ହୋଇଛି କୋଟି କୋଟି ନେଣଦେଣ । ଏଭଳି ଠକାମୀର ଶିକାର ହୋଇଛନ୍ତି ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକର ବିଭିନ୍ନ ଗାଁର ୪୪ ଜଣ ଶ୍ରମିକ। ସୂଚନା ଅନୁସାରେ, କଟକ ଜିଲ୍ଲାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରାଇଦେବାକୁ କହିଥିଲେ ଦେବାଶିଷ ଦାସ ନାମତ ଜଣେ ବ୍ୟକ୍ତି । ଢେଙ୍କାନାଳ ସହରରେ ଥିବା ଏକ […]

Read More Text.
Vigilance c

ଭିଜିଲାନ୍ସ ଜାଲରେ ଜୟପୁର ମାଇନ୍ସ ଡେପୁଟି ଡିରେକ୍ଟର, ୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ଜୟପୁର : କୋରାପୁଟ ଭିଜିଲାନ୍ସର ବଡ଼ ଆକ୍ସନ । ଧରାପଡିଲେ ଖଣି ଉପନିର୍ଦ୍ଦେଶକ । ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ । ଜୟପୁର ମାଇନ୍ସ ଡେପୁଟି ଡିରେକ୍ଟର ସତ୍ୟଜିତ ରାଉତଙ୍କ ଘରେ ଚଢ଼ାଉ ବେଳେ ମିଳିଲା ଆଉ ୨ଲକ୍ଷ ୯୦ ହଜାର ଟଙ୍କା । ଖଣି ବ୍ୟବସାୟରେ ରୟାଲିଟି ଏକ୍ସଟେନସନ ପାଇଁ ଏବଂ ସ୍ପଟ୍ ନିଲାମରେ ସୁବିଧା କରାଇଦେବା ନାଁରେ ଲାଞ୍ଚ ନେବା ଜଣେ ସରକାରୀ ବାବୁଙ୍କୁ ମହଙ୍ଗା ପଡ଼ିଛି । କୋରାପୁଟ ଜୟପୁର […]

Read More Text.
IMG 20260707 WA0180

ସରକାରୀ ଜମିରେ ନିର୍ମାଣ ହେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ

ବାରିପଦା  : ମୟୂରଭଞ୍ଜ ଜିଲା ତିରିଂ ବ୍ଲକ ଅନ୍ତର୍ଗତ ସାନଭୁଣ୍ଡୁ ଗ୍ରାମପଞ୍ଚାୟତର  ପୋଡାଚାକିଡି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ବ୍ୟକ୍ତିଗତ ଜମିରେ ରହିଥିବା ଫଳରେ ବିଦ୍ୟାଳୟର କୌଣସି ଉନ୍ନତ୍ତି ମୂଳକ କାର୍ଯ୍ୟ ହୋଇପାରୁ ନଥିବାରୁ ବିଦ୍ୟାଳୟଟିକୁ ସରକାରୀ ଜମିକୁ ସ୍ଥାନାନ୍ତର କରାଯିବାକୁ ଗ୍ରାମବାସୀ ମାନେ ତିରି°ର ଜିଲାରିଷଦ ସଭ୍ୟ ପରେଶ ଚନ୍ଦ୍ର ମୁଣ୍ଡାଙ୍କ ନେତୃତ୍ୱରେ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିଲା ବେଳେ ସରକାର କିମ୍ବା ପ୍ରଶାସନ ଏଦିଗରେ ଆଦୈ କର୍ଣ୍ଣପାତ କଲେ ନାହିଁ […]

Read More Text.
Accident 1 300x208

 ଟ୍ରକ ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ  

ବାରିପଦା : ସରକାରଙ୍କ ଶୂନ୍ୟ ଦୁର୍ଘଟଣା ଫେଲ ମାରୁଛି ।ବେଫିକର ଅମାନିଆ ଡ଼୍ରାଇଭର ଯୋଗୁଁ ଜଣେ ସାଇକେଲ ଆରୋହୀ ଜୀବନ ଚାଲିଯାଇଛି  । ରାଇରଙ୍ଗପୁର ଗୋଲେଇ ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସୂଚନାଯୋଗ୍ୟ ଆଜି ମଙ୍ଗଳବାର ପୂର୍ବାହ୍ନ  ରେ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଶିମିଳିନାଳି ଗ୍ରାମର ଚାଷୀ ବୀର ମହାନ୍ତ(୬୮) ନିଜ ସାଇକେଲ ଯୋଗେ ରାଇରଙ୍ଗପୁର ସହରକୁ ଘରର ତେଲ ଲୁଣ , ସବଜି କିଣିବାକୁ ଆସିଥିଲେ । ଘରକୁ ଫେରୁଥିବା  ସମୟରେ  ଗୋଲେଇ […]

Read More Text.
IMG 20260706 WA0196

 ଆଇସିଏସଇର ବାଲେଶ୍ଵର ଜୋନ ସ୍ତରୀୟ କ୍ରୀଡା ମହାକୁମ୍ଭ

ଅଂଶଗ୍ରହଣ କଲେ୪ ଜିଲ୍ଲାରୁ ୧୯୦ ଛାତ୍ରଛାତ୍ରୀ ବାରିପଦା : ମହାମହିମ ରାଷ୍ଟ୍ରପତି ଏଵଂ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ନିକଟରେ ଉଦ୍ଘାଟନ ହୋଇଥିବା ନବନିର୍ମିତ ଓ ଅତ୍ଯାଧୁନିକ ରାଇରଙ୍ଗପୁର ସ୍ପୋର୍ଟସ କମ୍ପ୍ଲେକ୍ସ , ଵାଇଦାପୋଷିରେ ଆସିଏସଇ ଇଂଲିଶ ମିଡିୟମ ସ୍କୁଲର ବାଲେଶ୍ବର ଜୋନ ସ୍ତରୀୟ  କ୍ରୀଡାମହାକୁମ୍ଭ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ପୂର୍ବାହ୍ନରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ସାଂସଦ ନବ ଚରଣ ମାଝୀ, ବିଶିଷ୍ଟ ସାମାଜିକ କର୍ମୀ ନବୀନ ରାମ, ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର ,କେରଳ ପଵ୍ଳିକ ସ୍କୁଲ […]

Read More Text.
IMG 20260707 WA0161

ପିତାମାତାଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର ଆୟୋଜନ

ବାରିପଦା : ସ୍ଥାନୀୟ ୬ନଂ ୱାର୍ଡ ସ୍ଥିତ ପୁରୁଣାହାଟସାହିର ବାସିନ୍ଦା ରାକେଶ କୁମାର ରଘୁବଂଶୀ ତାଙ୍କର ଦିବଂଗତ ପିତା ଭରତଲାଲ ରଘୁବଂଶୀ ଓ ମାତା କମଳା ଦେବୀଙ୍କ ଶ୍ରାଦ୍ଧ ଦିବସରେ ଏକ ରକ୍ତଦାନ ଶିବିର ନିଜ ବାସଭବନରେ ଆୟୋଜନ କରି ଉଦାହରଣ ସୃଷ୍ଟି କରିଛନ୍ତି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଏହି ଶିବିରର ଉଦଘାଟନ କରିଥିଲେ I ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଅମର କୁମାର ସେଠି, ସ୍ଥାନୀୟ କାଉନସିଲର ଅମ୍ବିକା […]

Read More Text.
IMG 20260707 WA0159

ଜୁଲାଇ 11 ରେ ୨ୟ ବାର୍ଷିକ ଜାତୀୟ ନାଟ୍ୟ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ବାରିପଦା : ପ୍ରଥମ ଜାତୀୟ ନାଟ୍ୟ ଉତ୍ସବ–୨୦୨୫ ର ଅଭୂତପୂର୍ବ ସଫଳତା ପରେ ଚଳିତ ବର୍ଷ ୨ୟ ବାର୍ଷିକ ଜାତୀୟ ନାଟ୍ୟ ଉତ୍ସବ ଆସନ୍ତା ଅଗଷ୍ଟ ୧୮ରୁ ୨୬ ପର୍ଯ୍ୟନ୍ତ ବାରିପଦାସ୍ଥିତ ଶହୀଦ ସ୍ମୃତି ଭବନରେ ଅନୁଷ୍ଠିତ ହେବାକୁ ଯାଉଅଛି I ବାରିପଦା ର ପ୍ରତିଷ୍ଠିତ ନାଟ୍ୟସଂସ୍ଥା ” ଆମେ ବାରିପଦା ” ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ପ୍ରଖ୍ୟାତ ନାଟ୍ୟଦଳ ସେମାନଙ୍କର ଶ୍ରେଷ୍ଠ ନାଟକ ପରିବେଷଣ […]

Read More Text.
334 e1783433533755 300x166

ଅହମଦାବାଦ ବିସ୍ଫୋରଣ ମାମଲା ; ୧୧ ଜଣଙ୍କୁ ଆଜୀବନ, ୩୮ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ କାଏମ

ଅହମ୍ମଦାବାଦ : ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ମଙ୍ଗଳବାର ଏକ ବଡ ଖବର ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ଗୁଜୁରାଟ ହାଇକୋର୍ଟ ୨୦୦୮ ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟ ସ୍ୱତନ୍ତ୍ର କୋର୍ଟର ଆଦେଶକୁ ବଜାୟ ରଖିଛନ୍ତି ଓ ୩୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁଦଣ୍ଡକୁ ବଜାୟ ରଖିଛନ୍ତି। ୧୧ ଜଣ ଆତଙ୍କବାଦୀଙ୍କ ଆଜୀବନ କାରାଦଣ୍ଡ ବଜାୟ ରହିବ। ମଙ୍ଗଳବାର ଦିନ ଗୁଜୁରାଟ ହାଇକୋର୍ଟ ୨୦୦୮ ଅହମ୍ମଦାବାଦ ସିରିଏଲ ବୋମା […]

Read More Text.
Pm modi

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ, ସ୍ବାକ୍ଷର ହେଲା ବଡ଼ ଚୁକ୍ତିନାମା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତର ପ୍ରଥମ ଦିନରେ ଆଜି ଜକାର୍ତ୍ତାରେ ପହଞ୍ଚିଛନ୍ତି । ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘ବିଟିଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ ପଦକରେ ସମ୍ମାନିତ କରାଯାଇଛି । ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ମୋଦିଙ୍କୁ ସମ୍ମାନିତ କରିଛନ୍ତି । ଭାରତ ଇଣ୍ଡୋନେସିଆ ସେନାକୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଯୋଗାଇବ ବୋଲି ଚୁକ୍ତି ସ୍ବାକ୍ଷର କରିଛନ୍ତି । ଏହି ସ୍ବାଗତ ପାଇଁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ‘‘ସ୍ବାଗତ ପାଇଁ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି […]

Read More Text.