ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ପକ୍ଷରୁ ଦୁଇଦିନିଆ କର୍ମଶାଳା ‘ପରିଚୟ’ ଅନୁଷ୍ଠିତ: ଓଡ଼ିଶାର ସଂସ୍କୃତି ଓ ସ୍ଥାନୀୟ ପ୍ରସିଦ୍ଧିକୁ ଡିଜିଟାଲ ମାଧ୍ୟମରେ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଆହ୍ୱାନ
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ଡିଜିଟାଲାଇଜେସନ ଦିଗରେ କାର୍ଯ୍ୟ କରୁଥିବା ‘ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ’ ପକ୍ଷରୁ ସ୍ଥାନୀୟ ସି.ୱାଇ.ଏସ୍.ଡି. ସଭାଗୃହରେ ଦୁଇଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ‘ପରିଚୟ’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ପ୍ରତିଷ୍ଠିତ ଭାଷାବିତ୍ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜର ବହୁମୂଲ୍ୟ ଅଭିଭାଷଣରେ ସେ ଓଡ଼ିଶାର ବିଭିନ୍ନ ଐତିହାସିକ ସ୍ଥାନ, ଜଣାଶୁଣା […]
Read More Text.