ଚନ୍ଦ୍ରଭାଗାରେ ବୁଡି ୩ ମୃତ
ଗୋପ : ବଣଭୋଜି କରି ସମୁଦ୍ରରେ ଗାଧୋଇବା ବେଳେ ଘଟିଲା ଅଘଟଣ । ଉଚ୍ଚ ଜୁଆର ଯୋଗୁଁ ଗାଧୋଇବା ବେଳେ ସମୁଦ୍ରଭିତରକୁ ଚାଲିଯାଇଥିଲେ ଜଣେ ଯୁବକ । ସଙ୍ଗେ ସଙ୍ଗେ ସାଙ୍ଗମାନଙ୍କ ଦ୍ୱାରା ଉଦ୍ଧାର କରାଯାଇ କୋଣାର୍କ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ ସଙ୍ଗେ ସଙ୍ଗେ ପୁରୀ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଉକ୍ତ ଯୁବକଙ୍କ ନାମ ପିଣ୍ଟୁ ପଟ୍ଟନାୟକ (୨୦ବର୍ଷ) । ତାଙ୍କ ଘର କଟକ […]
Read More Text.