ସଦଭାବନା ସମିତିର ୫୫୪ତମ ମାସିକ ସନ୍ଥ ଦିବସ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ସଦଭାବନା ସମିତି ଆନୁକୂଲ୍ୟରେ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁଭାଶିଷ ନାୟକଙ୍କ ଆବାହକତ୍ୱରେ ସ୍ଥାନୀୟ ଗୋପବନ୍ଧୁ ଭବନ ଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ୫୫୪ ତମ ମାସିକ ସନ୍ଥ ଦିବସ ପାଳିତ ହୋଇଯାଇଛି । ସଦସ୍ୟ ସନ୍ଦିପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ଦିବସ ପାଳନ ପ୍ରାରମ୍ଭରେ ଚଳିତ ମାସରେ ଆବିର୍ଭାବ ଗୋସ୍ଵାମୀ ତୁଳସୀ ଦାସ, ଠାକୁର ନିଗମାନନ୍ଦ ଏବଂ ଶ୍ରୀ ଅରବିନ୍ଦଙ୍କ ପ୍ରତି ପରମ୍ପରା ମତେ ପ୍ରଥମେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା […]
Read More Text.