ଗ୍ୟାସ ସିଲିଣ୍ଡର ଫାଟି ଉଡ଼ିଲା ଛାତ, ତିନି ଗୁରୁତର
ଅନୁଗୁଳ: ଫାଟିଲା ଗ୍ୟାସ ଟାଙ୍କି, ଉଡ଼ିଲା ଛାତ । ସିଲିଣ୍ଡର ଫାଟି ତିନି ଗୁରୁତର । ଅନୁଗୁଳ ଜିଲ୍ଲା ନାଲକୋ ଥାନା ମା’ବ୍ରାହ୍ମଣୀ ଦେବୀ ପୀଠ ସମ୍ମୁଖରେ ଅଘଟଣ । ଘରେ ଶୋଇଥିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର । ଗ୍ୟାସ ସିଲିଣ୍ଡର ଫାଟିବାରୁ ଜୋରରେ ଶବ୍ଦ ହୋଇଥିଲା ଫଳରେ ପଡୋଶି ଉଠିପଡ଼ିଥିଲେ । ନିଆଁ ଜଳୁଥିବା ଦେଖି ପ୍ରଥମେ ନାଲକୋ ପୋଲିସକୁ ଖବର ଦେଇଥିଲେ। ନାଲକୋ ପୋଲିସ ପ୍ରଥମେ ଅନୁଗୋଳ ଅଗ୍ନିଶମ ବିଭାଗ ଓ ପରେ ନାଲକୋ […]
Read More Text.