Adava

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଆଇଇଡି ବିସ୍ଫୋରଣ, ମାଓବାଦୀ ଲିଙ୍କ୍ ଅଭିଯୋଗରେ ଶିକ୍ଷକ ଗିରଫ

ଗଜପତି: ଅଡବା ଥାନା ଅନ୍ତର୍ଗତ ନୂଆଖଜୁରୀପଦାରେ ବୁଧବାର ପୁଲିସ ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରତାପ ନାୟକଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ମାଓବାଦୀ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗ ରହିଛି। ସୂତ୍ର ଅନୁଯାୟୀ, ପ୍ରତାପ ୨୦୦୮ରୁ ସରକାରୀ ଶିକ୍ଷକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ୨୦୧୧ ଓ ୨୦୧୩ରେ ମାଓବାଦୀ ହିଂସା ଘଟଣା ସହ ଜଡ଼ିତ ଦୁଇଟି ଓ୍ଵାରେଣ୍ଟରେ ତାଙ୍କ ନାମ ଥିଲା। ପୁଲିସ ତଦନ୍ତରୁ ଜଣାପଡ଼ିଛି, ପ୍ରତାପଙ୍କର ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ମାଓବାଦୀ […]

Read More Text.
Deaths in kathajodi

ଗଣେଶ ପୂଜା ପାଇଁ ମାଟି ଆଣିବା ବେଳେ ଅଘଟଣ: କାଠଯୋଡ଼ିରେ ବୁଡି ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

କଟକ: ଆସୁଛି ଗଣେଶ ପୂଜା । ଆଉ ଦିନ କେଇଟା ପରେ ଆସିବେ ଗଣପତି ବାପ୍ପା । ସେଥିପାଇଁ ଚାରିଆଡେ ଖୁସିର ମାହୋଲ । ପୂଜା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଗଣେଶ ପୂଜା ପାଇଁ ମାଟି ଆଣିବାକୁ କାଠଯୋଡ଼ି ଯାଇଥିଲେ କିଛି ସାଙ୍ଗ । ପ୍ରଭୁ ଗଣେଶଙ୍କ ପୂଜା ପାଇଁ ମାଟି ଆଣିବେ । ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧି ପୂଜାକୁ ଯିବେ । କେତେ ମଜା ଖୁସି କରିବେ । ଏମିତି କେତେ […]

Read More Text.
Mohan majhi cm

ଜାତି ପ୍ରମାଣପତ୍ରରେ ଏଣିକି ହେବନି ‘ହରିଜନ’ ଶବ୍ଦର ବ୍ୟବହାର, ଏସ୍‌ସି/ ଏସଟି ଉନ୍ନୟନ ବିଭାଗର ଚିଠି

ଭୁବନେଶ୍ୱର : ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗରୁ ହଟିବ “ହରିଜନ” ଶବ୍ଦ । ଏଣିକି ଜାତି ପ୍ରମାଣପତ୍ର ଏବଂ ଅନୁସୂଚିତ ଜାତି ସମ୍ପର୍କରେ “ହରିଜନ” ଶବ୍ଦ ବ୍ୟବହାର ନ କରିବା ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ ।  ଏସ୍‌ସି/ ଏସଟି ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ଚିଠି ଦିଆଯାଇଛି ।  ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ କମିଶନର-କମ୍-ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ‘ହରିଜନ’ ଶବ୍ଦଟି କୌଣସି ସରକାରୀ ଯୋଗାଯୋଗ, ରେକର୍ଡ, କାରବାର, ଜାତି […]

Read More Text.
Murder case

ସ୍ବାମୀ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

ସୁନ୍ଦରଗଡ଼ : ସ୍ବାମୀ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ । ସୁନ୍ଦରଗଡ଼ ଟାଉନ ଥାନା ହରିଓଁ କଲୋନୀରେ ଘଟିଛି ଏପରି ହତ୍ୟାକାଣ୍ଡ । ସ୍ତ୍ରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ । ସୂଚନାନୁଯାୟୀ, ପାରିବାରିକ କଳହକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ଏତେ ପରିମାଣରେ ବଢିଯାଇଥିଲା ଯେ, ସେହି ସମୟରେ ସ୍ତ୍ରୀଜଣକ ସ୍ୱାମୀର ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟା କରିବା ପରେ ସ୍ୱାମୀର ମୃତଦେହ ମେଡ଼ିକାଲ ନିଜେ ନେଇଥିଲା […]

Read More Text.
Electricity bill scam

ଘରକୁ ବିଜୁଳି ସଂଯୋଗ ନାହିଁ, ବିଲ ଆସିଛି ୧୦,୪୭୫ ଟଙ୍କା

ଗଜପତି: ଘରେ ନାହିଁ ବିଜୁଳି ସଂଯୋଗ, କିନ୍ତୁ ବିଲ ଆସିଛି ୧୦,୪୭୫ ଟଙ୍କା l ହଁ ଆଜ୍ଞା, ଘରେ କେବେ ଆଲୁଅ ଦେଖିନଥିବା ପରିବାରକୁ ଆସିଛି ମୋଟା ଅଙ୍କର ବିଲ l ବସିଛି ବିଦ୍ୟୁତ ଖୁଣ୍ଡ, ଘରେ ଲାଗିଛି ମିଟର । ଏପର୍ଯ୍ୟନ୍ତ ହୋଇନି ବିଦ୍ୟୁତ ସଂଯୋଗ । କିନ୍ତୁ ହିତାଧିକାରୀଙ୍କ ନାଁରେ ଆସୁଛି ମୋଟା ଅଙ୍କର ବିଜୁଳି ବିଲ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଢେପାଗୁଡା ପଞ୍ଚାୟତ ଗୋଠକେଳି ଗାଁରେ […]

Read More Text.
Patamundei 1

ପାରିବାରିକ କଳହ: ମା’ ସହ ଝଗଡ଼ା ଲାଗି ଜୀବନ ହାରିଲେ ନାବାଳିକା

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇରେ ପୁଣି ଚାଞ୍ଚଲ୍ୟ । ଜଣେ ଛାତ୍ରୀଙ୍କ ଜୀବନ ହାରିବାକୁ ନେଇ ଆସିଛି ଅଭିଯୋଗ । ପଟ୍ଟାମୁଣ୍ଡାଇ ପୌର ପରିଷଦ ମାଟିଆ ଗାଁରୁ ଆସିଛି ଅଭିଯୋଗ । ୧୩ ବର୍ଷୀୟ ନାବାଳିକା ଆଜି ଜୀବନ ହାରିବାକୁ ନେଇ ଅଭିଯୋଗ ହୋଇଛି । ଖବର ଅନୁସାରେ ଛାତ୍ରୀ ଜଣକ ସ୍କୁଲ ନ ଯିବାରୁ ମା ଓ ଝିଅଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।  ଯାହାକୁ ନେଇ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । […]

Read More Text.
Suresh pujari

ଅମଲା ସଙ୍ଘର ସମୂହ ଛୁଟି ପ୍ରସଙ୍ଗ: ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା କାମ ନକଲେ ଦରମା ବନ୍ଦ

 ଭୁବନେଶ୍ୱର : କାମ ନ କଲେ ଦରମା ବନ୍ଦ ।  ସରକାର ବିକଳ୍ପ ବ୍ୟବସ୍ଥା କରୁଛନ୍ତି ।  ଯାହା ଆବଶ୍ୟକ ପଦକ୍ଷେପ ନେବେ ସରକାର ।  ଅମଲା ସଙ୍ଘର ସମୂହ ଛୁଟି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ।  ସେମାନଙ୍କ କ୍ୟାଡର ପୁର୍ନଗଠନ ନେଇ ସାଧାରଣ ପ୍ରଶାସନ ବିଭାଗକୁ ପଠାଯାଇଛି ।  ଅପେକ୍ଷା ନ କରି ସମୂହ ଛୁଟିରେ ଯିବା ଗ୍ରହଣୀୟ ନୁହେଁ। ଛୁଟି ବାତିଲ କରିବାକୁ ଜିଲ୍ଲପାଳଙ୍କୁ ନିର୍ଦେଶ ଯାଇଛି । ଅନ୍ୟମାନଙ୍କୁ ଛୁଟି […]

Read More Text.
Mla portal

ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ‘ଏମ.ଏଲ.ଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍.ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିବା ସହିତ ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର (https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ କରିଛନ୍ତି। ଆଜି କ୍ୟାବିନେଟ୍ ବୈଠକ ଆରମ୍ଭ ହେବା ପୂର୍ବରୁ ସମସ୍ତ କ୍ୟାବିନେଟ୍ ସହଯୋଗୀମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହାକୁ ଉନ୍ମୋଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ନିର୍ଦ୍ଦେଶାବଳୀର ସରଳୀକରଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପରିବର୍ତ୍ତିତ […]

Read More Text.
Img 20250812 wa0191

ପୁଅ ଙ୍କ ଜନ୍ମଦିନରେ ଆୟୋଜିତ ରକ୍ତଦାନ ଶିବିରରେ ବାପା କଲେ ରକ୍ତ ଦାନ  

ବାରିପଦା: ସ୍ଥାନୀୟ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ପରିସରରେ ଦୁଇ ପୁଅଙ୍କ ଜନ୍ମଦିନରେ ବାପା ଡଃ ନିରୋଜ କୁମାର ପୋଥାଳ ଏକ ରକ୍ତଦାନ ଶିବିରର ଆୟୋଜନ କରିବା ସହ ନିଜେ ମଧ୍ୟ ନିଜ ଜୀବନର ୧୨୮ ତମ ରକ୍ତଦାନ କରିଛନ୍ତି I ନାରାୟଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀ ପୋଥାଳଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଶିବିରରେ ମୋଟ ୨୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା I ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ କବି ବିଷ୍ଣୁ ଶତପଥି, ନିୟମିତ […]

Read More Text.
Img 20250812 wa0170

ବଡଦାଣ୍ଡ ଶ୍ରୀଗୁରୁ ଭାଗବତ ଟୁଙ୍ଗୀର ପ୍ରଥମ ବାର୍ଷିକ ଉତ୍ସବ 

ବାରିପଦା : ଗୁରୁଜୀ ଡ଼ଃ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ପ୍ରତିଷ୍ଠିତ ବଡଦାଣ୍ଡ ଶ୍ରୀଗୁରୁ ଭାଗବତ ଟୁଙ୍ଗୀର ପ୍ରଥମ ବାର୍ଷିକ ଉତ୍ସବ ପୁରୁଣା ହାଟସାହି ସ୍ଥିତ ଟୁଙ୍ଗୀ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି l ପ୍ରଥମେ ଟୁଙ୍ଗୀରେ ପୂଜା ଓ ହୋମ ସହ ଏହି ଉତ୍ସବ ଆରମ୍ଭ ହୋଇଥିଲା l ପରେ ଉପସ୍ଥିତ ଭକ୍ତମାନେ ସାମୁହିକ ଶ୍ରୀଗୁରୁ ଭାଗବତ ପରାୟଣ ଓ ଭଜନ ପରିବେଷଣ କରିଥିଲେ l ଏହି ଉତ୍ସବରେ ବାରିପଦା ସ୍ଥିତ ପୂର୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର […]

Read More Text.