କଂକ୍ରିଟ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
ବାରିପଦା : ମୟୂରଭଂଜ ଜିଲ୍ଲାର ବହଳଦା ବ୍ଳକର ଭିତରଆମଦା ପଞ୍ଚାୟତର ରୁତୁଘୁଟୁ ଗ୍ରାମ ଲୋକସଂଖ୍ୟା ୩୦୦୦ ରୁ ଉର୍ଦ୍ଧ୍ବ ।ଏହି ଗ୍ରାମଟି ବଡ଼ ଗ୍ରାମ ଅଟେ ।ଏହା ୭ ଟି ସାହିକୁ ନେଇ ଗଠିତ ।ସେହି ସାହି ଗୁଡାକ ମଧ୍ଯରୁ ଉପରସାହି,ତଳସାହି,କଚା ସାହି,ସ୍କୁଲ ସାହି ର ରାସ୍ତା ଦିର୍ଘବର୍ଷ ହେଲା ମରାମତି ହୋଇନାହିଁ ।ସବୁ ରାସ୍ତାଗୁଡିକରେ ଚାଲିବା କଷ୍ଟ ।ତନ୍ମଧ୍ଯରୁ ତଳସାହି ରାସ୍ତା କାଦୁଅ ପଚ୍ ପଚ୍ ।ରାସ୍ତାରେ ଯିବା କଷ୍ଟକର ଅଟେ ।ଏହି ରାସ୍ତା ନିର୍ମାଣ ପାଇଁ […]
Read More Text.