Img 20250813 wa0207

ଜନପ୍ରତିନିଧିଙ୍କ ସହିତ ବିଡ଼ିଓଙ୍କ ଆଲୋଚନା, ଫିଟିଲା ବିଜାତଳା ବ୍ଲକ ର ତାଲା

ବାରିପଦା: ମୟୂରଭଂଜ ଜିଲ୍ଲାର ପଛୁଆ ଆଦିବାସୀ ଅଧ୍ୟୁଷିତ ଵିଜାତଳା  ଵ୍ଳକରେ ବିଡ଼ିଓ ବଂଶିଧର ଖୋସଲା ସରକାରଙ୍କ ଗାଇଡ ଲାଇନ କୁ ଉଲଙ୍ଘନ କରି ଜନପ୍ରତିନିଧି ଙ୍କୁ ଅଣଦେଖା କରିବା ନେଇ ଜନ ପ୍ରତିନିଧିମାନେ ଗତ ମଙ୍ଗଳବାର ଦିନ ଵିଜାତଳା ବ୍ଲକରେ ତାଲା ଠୁଙ୍କିବା ସହ ଧାରଣାରେ ବସିଥିଲେ l ଆଜି ବିଡ଼ିଓ  ଧାରଣିରତ ଜନପ୍ରତିନିଧି ଙ୍କ ପାଖକୁ ଯାଇ ସେମାନଙ୍କ ସହ  ଆଲୋଚନା ଓ ପ୍ରତିଶ୍ରୁତି ଦେଲାପରେ ସମାଧାନ ବାଟ ଫିଟିଲା l  ବିଡିଓଙ୍କ କଥାକୁ ସମ୍ମାନ […]

Read More Text.
Img 20250813 wa0197

ନିଶାମୁକ୍ତ ଭାରତ ଅଭିଯାନର ୫ମ ବାର୍ଷିକ ଅବସରରେ ମୟୂରଭଞ୍ଜ ଜିଲ୍ଲାକୁ ନିଶାମୁକ୍ତ ଗଠନ ନିମନ୍ତେ ଶପଥ ଗ୍ରହଣ

ବାରିପଦା: ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବାରିପଦା ଡିଗ୍ରୀ ମହାବିଦ୍ୟାଳୟ ପ୍ରାଙ୍ଗଣରେ ନିଶାମୁକ୍ତ ଭାରତ ଅଭିଯାନ ଅବସରରେ ଏକ ଶପଥ ପାଠ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଶପଥ ପାଠ ଉତ୍ସବରେ ବାରିପଦା ମହାବିଦ୍ୟାଳୟ ଓ ବାରିପଦା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସହିତ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଶ୍ରୀ ବିଜୟ କୁମାର ଦାସ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ଶ୍ରୀ ଦୀପକ କୁମାର ଗୋଚ୍ଛାୟତ, ଜିଲ୍ଲା ଅବକାରୀ […]

Read More Text.
Ral

ହର ଘର ତ୍ରିରଙ୍ଗା ଉତ୍ସବ ଉପଲକ୍ଷେ  ଅନୁଷ୍ଠିତ ହେବ ବାଇକରେ  ତ୍ରିରଙ୍ଗା ଶୋଭାଯାତ୍ରା

 ବାରିପଦା – ପ୍ରଶାସନ ପକ୍ଷରୁ  ଆସନ୍ତା କାଲି ତା. ୧୪-୦୮-୨୦୨୫ ରିଖ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଉପଲକ୍ଷେ ଏକ ତ୍ରିରଙ୍ଗା ଶୋଭାଯାତ୍ରା  ବାଇକ ଜରିଆରେ ଅନୁଷ୍ଠିତ ହେବ। ଉକ୍ତ ତ୍ରିରଙ୍ଗା ଶୋଭାଯାତ୍ରା ବାଇକ ମାଧ୍ୟମରେ  ଆସନ୍ତା କାଲି ସକାଳ ୭ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ଛକ, ଖେମଜୀ ଗହଣା ଦୋକାନ ରାସ୍ତା, ମାର୍କେଟ ଟ୍ରାଫିକ ଛକ, ବାଲେଶ୍ୱର ଗୋଲେଇ ଷ୍ଟେସନ ବଜ଼ାର, ପାଲବଣୀ ଗୋଲେଇ, ଦାରୋଗାଡାହି, ମୁର୍ଗାବାଡି […]

Read More Text.
Img 20250813 wa0183

ବଜ୍ରପାତ ଜନିତ ଆକସ୍ମିକ ବିପଦରୁ ରକ୍ଷା ପାଇବା ସମ୍ଭନ୍ଧୀୟ ସଚେତନତା ରଥ ଶୁଭାରମ୍ଭ

ବାରିପଦା – ଆଜି ବାରିପଦା ପୌରପାଳିକା ଆନୁକୂଲ୍ୟରେ  ବିପର୍ଯୟ ପରିଚାଳନା କତୃପକ୍ଷ, ମୟୂରଭଞ୍ଜଙ୍କ ତରଫରୁ ବଜ୍ରପାତ ଜନିତ ଆକସ୍ମିକ ବିପଦରୁ ରକ୍ଷା ପାଇବା ପାଇଁ  ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି ଉକ୍ତ ସଚେତନତା ରଥ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରା ନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ଜରୁରୀ କାଳୀନ ଅଧିକାରିଣୀ ଶ୍ରଦ୍ଧା ସୁମନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ ରଥ  ସହରରେ ପରିକ୍ରମା କରି ଲୋକଙ୍କୁ  ବଜ୍ରପାତରୁ […]

Read More Text.
Img 20250813 wa0164

ବାରିପଦା ଠାରେ ବିଶ୍ୱ ଅଙ୍ଗ ଦାନ ଦିବସ ପାଳିତ

ବାରିପଦା -୧୩.୦୮- ଅଙ୍ଗଦାନ ଏକ ମହତ୍ ଦାନ । ପ୍ରତିବର୍ଷ ଅଗଷ୍ଟ ମାସର ୧୩ ତାରିଖ ରେ ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଏ । ମୃତ୍ୟୁ ପରେ, ସୁସ୍ଥ ଏବଂ ମୂଲ୍ୟବାନ ଅଙ୍ଗ ଦାନ କରି ଅନ୍ୟ ମାନଙ୍କର ଜୀବନ ବଞ୍ଚାଇବା ପାଇଁ ଲୋକଙ୍କୁ ପ୍ରୋତ୍ସାହନ  କରିବା ଏହି ଦିବସର ଉଦ୍ଦେଶ୍ୟ । ସ୍ୱର୍ଗତ ସୂରଜ ବେହେରାଙ୍କ ପିତାମାତା ଯିଏକି ଅନ୍ୟ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ଵଇଚ୍ଛାରେ ନିଜ ମୃତ ପୁତ୍ରର ଅଙ୍ଗ ଦାନ […]

Read More Text.
Img 20250813 wa0190

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ତିରିଙ୍ଗ୍ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ

ବାରିପଦା:  ଶୋଷଣ, କଷଣ, ଅତ୍ଯାଚାରରୁ ମୁକ୍ତି ସହ ସମାଜବାଦୀ ସମାଜ ଗଠନ ଦିଗରେ ନିଷ୍ଠାପର ସଂଘର୍ଷରେ, ତ୍ୟାଗ ଓ ଆତ୍ମ ଵଳିଦାନର ଶହେ ବର୍ଷରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ତିରିଙ୍ଗ୍ ଆଞ୍ଚଳିକ ସମ୍ମିଳନୀ ଆଜି ବଡ଼ସାଦମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ପାର୍ଟିର ବରିଷ୍ଠ ନେତା କମ୍ରେଡ୍ ତ୍ରୀନାଥ ପାତ୍ର ସମ୍ମିଳନୀର ପତାକା ଉତ୍ତୋଳନ କଲା ପରେ ପାର୍ବତୀ ମୁର୍ମୁ,  ଶରତ ବିନ୍ଧାଣୀ ଓ ଦୁର୍ଗା ମାରାଣ୍ଡିଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀ ପରିଚିଳନା କରିଥିଲେ। ଏହି […]

Read More Text.
Flag

ସ୍ୱାଧୀନତା ଦିବସରେ ମାଂସ ଦୋକାନ ବନ୍ଦ ନିର୍ଦ୍ଦେଶ: ରାଜନୈତିକ ବିବାଦ ଜୋର ଧରିଲା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଦେଶର ଅନେକ ପୌରସଂସ୍ଥା ମାଂସ ଦୋକାନ ଓ କଂସେଇ ଦୋକନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଭିନ୍ନ ରାଜନୈତିକ ଦଳର ନେତା ଏହାକୁ ଲୋକଙ୍କ ଖାଦ୍ୟାଭ୍ୟାସ ଓ ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ଅଭିଯୋଗ କରିଛନ୍ତି। ହାଇଦ୍ରାବାଦର ସାଂସଦ ତଥା AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ (GHMC)ର ନିର୍ଦ୍ଦେଶକୁ ନିନ୍ଦା କରିଛନ୍ତି। GHMC ସ୍ୱାଧୀନତା ଦିବସ (୧୫ […]

Read More Text.
Snake

ଖାଦ୍ୟ ପ୍ୟାକେଟରେ ବାହାରିଲା ସାପ, ଥାନାରେ ଅଭିଯୋଗ

ହାଇଦ୍ରାବାଦ: ତେଲେଙ୍ଗାନାର ଜାଡଚାର୍ଲା ମ୍ୟୁନିସିପାଲିଟିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ମହିଳା ସ୍ଥାନୀୟ ବେକେରୀରୁ କିଣିଥିବା କରି ପ୍ୟାକେଟ ଖାଦ୍ୟରେ ଏକ ଛୋଟ ସାପ ଦେଖି ଆତଙ୍କିତ ହୋଇଛନ୍ତି। ଏହି ଘଟଣା ପରେ ବେକେରୀ ବିରୋଧରେ ପୁଲିସରେ ଅଭିଯୋଗ ହୋଇଛି। ଶ୍ରୀଶୈଲା ନାମକ ଏହି ମହିଳା ନିଜ ପିଲାଙ୍କ ପାଇଁ ଏକ ଇୟଙ୍ଗାର ବେକେରୀରୁ ଏକ ଅଣ୍ଡା ତରକାରୀ କିଣିଥିଲେ। ଘରକୁ ଫେରି ପ୍ୟାକେଟ ଖୋଲିବା ବେଳେ ତରକାରୀରେ ଏକ ଛୋଟ ସାପ […]

Read More Text.
Encounter

ପୋଲିସ ଏନକାଉଣ୍ଟରରେ ନକ୍ସଲ ନିହତ; ଏସଏଲଆର ରାଇଫଲ ଜବତ

ଝାଡଖଣ୍ଡ:ପଶ୍ଚିମ ସିଂହଭୂମି ଜିଲ୍ଲାରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର ହୋଇଛି। ଗୋଇଲକେରା ଥାନା ଅଞ୍ଚଳର ସୌତାରେ ଏହି ଏନକାଉଣ୍ଟର ହୋଇଥିଲା। ଏହି ସମୟରେ ଉଭୟ ପକ୍ଷରୁ ଅନେକ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ସୂଚନା ଅନୁଯାୟୀ, ଜଣେ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକ SLR ରାଇଫଲ୍ ମଧ୍ୟ ଉଦ୍ଧାର କରାଯାଇଛି। ଆଇଜି ଅପରେସନ୍ସ ଡକ୍ଟର ମାଇକେଲ ରାଜ କହିଛନ୍ତି ଯେ ଚାଇବାସାର ଗୋଇଲକେରାରେ ଏକ ଏନକାଉଣ୍ଟର ଚାଲିଛି। ଏଥିରେ ନକ୍ସଲମାନଙ୍କୁ କ୍ଷତି ପହଞ୍ଚିଛି । […]

Read More Text.
Accident 1

ପିକ୍ଅପ୍ ଭ୍ୟାନକୁ ଧକ୍କା ଦେଲା କଣ୍ଟେନର, ୧୦ ମୃତ

ରାଜସ୍ଥାନର ଦୌସାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯେଉଁଠାରେ ଏକ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସେହି ସମୟରେ ୨୦ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ରାଜସ୍ଥାନର ସାଲାସର ବାଲାଜୀ ମନ୍ଦିରରୁ ଫେରୁଥିବା ସମୟରେ ଏକ ପିକ୍ ଅପ୍ ଭ୍ୟାନ୍ ଏକ କଣ୍ଟେନର ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ପିକ୍ ଅପ୍ ଭ୍ୟାନରେ ୨୦ ରୁ ଅଧିକ ଭକ୍ତ ବସିଥିଲେ […]

Read More Text.