ଜଳିଗଲେ ମହିଳା, ଅବସ୍ଥା ସଙ୍କଟାପନ୍ନ
ପିପିଲି: ପିପିଲି ପୌରାଞ୍ଚଳରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଠିଆ ହୋଇଥିବା ଅବସ୍ଥାରେ ଜଣେ ମହିଳା ଜଳି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପିପିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ପିପିଲି ପୌରାଞ୍ଚଳର ଅର୍ଚ୍ଚନା ଦାସ (୩୨) ସ୍ଥାନୀୟ ଜୟପୁର ନିକଟ ନବୀନ ନିବାସରେ ଭଡ଼ା ଘରେ ରହୁଥିଲେ। ତାଙ୍କ ସ୍ବାମୀ ନରେଶ […]
Read More Text.