IMG 20260227 WA0205

ବାରିପଦାରେ ଲୋକ ଅଧିକାର ଯାତ୍ରା

ବାରିପଦା :ଜଳ-ଜଙ୍ଗଲ ଓ ଜମିର ସୁରକ୍ଷା ସହିତ ପ୍ରତିଟି ସାଧାରଣ ମଣିଷର ଜୀବିକା ରକ୍ଷା ଲାଗି ଜାତିର ଗୌରବ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ଜନ୍ମପୀଠ ସତ୍ୟଭାମାପୁରରୁ ଆରମ୍ଭ ହୋଇଥିବା ଲୋକ ଅଧିକାର ଯାତ୍ରା ବାରିପଦାରେ ପହଂଚିବା ପରେ ବାରିପଦା  ଅଭିଯାତ୍ରୀ ଦଳଙ୍କୁ ସ୍ଥାନୀୟ ବହୁ ବୁଦ୍ଧିଜୀବୀ ସଂଗଠକ ସ୍ୱାଗତ ଜଣାଇ ଏକ ଶୋଭାଯାତ୍ରାରେ ଅବସରପ୍ରାପ୍ତ କର୍ମଚାରୀ ଭବନ ନିକଟକୁ ପାଛୋଟି ନେଇଥିଲେ. ବିଶିଷ୍ଟ ସମାଜସେବୀ ଆର୍ଯ୍ୟଭଟ ମହାନ୍ତିଙ୍କ ସଭାପତିତ୍ୱରେ କର୍ମଚାରୀ ଭବନ ଠାରେ ଆୟୋଜିତ ବୈଠକରେ ବିଶିଷ୍ଟ […]

Read More Text.
IMG 20260227 WA0222

ଜନଗଣନା ୨୦୨୭ ପ୍ରଥମ ପର୍ଯ୍ୟାୟ (ଗୃହତାଲିକା ଓ ଗୃହ ଗଣନା) ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ

ବାରିପଦା : ଜନଗଣନା ୨୦୨୭ ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ଗୃହତାଲିକା ଓ ଗୃହ ଗଣନା ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ କାର୍ୟକ୍ରମ ୨୬ ଓ ୨୭ ଫେବୃଆରୀ ୨୦୨୬ ତାରିଖରେ ବାରିପଦା ଜିଲ୍ଲା ପରିଷଦ ସମ୍ମେଳନ କକ୍ଷରେ ସଫଳତାର ସହିତ ଆୟୋଜିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ପ୍ରଶିକ୍ଷଣ  କାର୍ଯ୍ୟକ୍ରମରେ  ଜନଗଣନା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ  ଏହାକୁ ସୂଚାରୁ ରୂପେ ସମ୍ପାଦନ କରିବାକୁ ଗୁରୁତ୍ୱ […]

Read More Text.
Dvghfbcvb sderbhmn 696x389

ମଦ ଦୁର୍ନୀତି ମାମଲା: ଦୋଷମୁକ୍ତ ହେଲେ କେଜରିୱାଲ ଓ ସିସୋଦିଆ  

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦୋଷ ମୁକ୍ତ ହେଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜରିୱାର ଓ ପୂର୍ବତନ ଉପମୁଖ୍ୟ ମନ୍ତ୍ରୀ ମନୀଷ ସିସୋଦିଆ । ଦୋଷ ମୁକ୍ତ କଲେ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ । ସିବିଆଇ ପ୍ରମାଣ ଦେଇ ଦେଇ ପାରିଲା ନାହିଁ । ପ୍ରମାଣ ନ ମିଳିବାରୁ ଦୋଷ ମୁକ୍ତ ହେଲେ କେଜରିୱାଲ ଓ ସିସୋଦିଆ । ଏ ମାମଲାରେ କେଜରିୱାଲ ଓ ସିସୋଦିଆଙ୍କ ସମେତ ସମପ୍ତ ୨୩ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି […]

Read More Text.
Lch c

‘ପ୍ରଚଣ୍ଡ’ ଉଡ଼ାଇ ଇତିହାସ ରଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜସ୍ଥାନର ଜୈସଲମେରଠାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ହେଲିକପ୍ଟର ‘ପ୍ରଚଣ୍ଡ’ରେ ଏକ ସଫଳ ଉଡ଼ାଣ କରିଛନ୍ତି। ଏହି ଐତିହାସିକ ଉଡ଼ାଣ ସହ ସେ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ‘ପ୍ରଚଣ୍ଡ’ ହେଲିକପ୍ଟରରେ ଉଡ଼ିବାର ଗୌରବ ଅର୍ଜନ କରିଛନ୍ତି। ଜୈସଲମେର ବାୟୁସେନା ଷ୍ଟେସନରୁ ୨୫ ମିନିଟ୍ ପାଇଁ ଆକାଶରେ ମାର୍ଗଦର୍ଶନ କରିଥିଲେ। ସେ କୋ-ପାଇଲଟ୍ ଆସନରେ ବସିଥିବା ବେଳେ ଗ୍ରୁପ୍ କ୍ୟାପଟେନ ଏନ.ଏସ. ବହୁଆ ଏହାକୁ ଚଳାଉଥିଲେ। ସ୍ୱଦେଶୀ ପ୍ରତିରକ୍ଷା […]

Read More Text.

ପଦ୍ମଶ୍ରୀ ଡ଼ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ପୂଣ୍ୟତିଥି ପାଳିତ 

ବାରିପଦା : ଓଡ଼ିଶାର ପ୍ରତ୍ନତତ୍ତ୍ୱ ଗବେଷଣାର ଜନକ ତଥା ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଐତିହାସିକ ପଦ୍ମଶ୍ରୀ ଡ଼ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ପୁଣ୍ୟାତିଥି ଅବସରରେ ଆମେ ମୟୂରଭଞ୍ଜିଆ ସଂଗଠନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଯାଇଛି l ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀଙ୍କ ଆହ୍ୱାନ କ୍ରମେ ବନ୍ଦେ ବରପୁତ୍ରମ କାର୍ଯ୍ୟକ୍ରମରେ ଆମେ ମୟୂରଭଞ୍ଜିଆ ପକ୍ଷରୁ ଛଉ ପଡିଆ ନିକଟସ୍ଥ ସଂସ୍କୃତି ଭଵନ ପରିସରରେ ଥିବା ପ୍ରତିମୂର୍ତ୍ତି ସ୍ଥଳ ସଫେଇ ଓ ଧୁଆ ଧୋଇ ପରେ ସାମୁହିକ […]

Read More Text.
Jail 3

ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ବାରିପଦା : ଆଜି ଗୁରୁବାର ଏକ ହତ୍ୟା ମାମଲାର ବିଚାରକରି ମାନ୍ୟବର ଜିଲ୍ଲା ଓ ଦୌରାଜଜ ସୁଦୀପ୍ତ ଆଚାର୍ଯ୍ୟ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବୈଶିଂଘା ଥାନା ଅନ୍ତର୍ଗତ ଆମ୍ବଗଡ଼ିଆ ଗ୍ରାମର କ୍ରିଷ୍ନା ସିଂ ଏଲିଏସ ଜୟଦେବ ସିଂ  କୁ ଦଫା 302 ଅନୁଯାୟୀ ଆଜୀବନ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି l ସେହିପରି ଦଫା 341 ରେ ପନ୍ଦର ଦିନ କାରାଦଣ୍ଡରେ ଦଣ୍ଡିତ […]

Read More Text.
IMG 20260226 WA0185

ରାଇରଙ୍ଗପୁରରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ମିଳିତ ସହଯୋଗରେ ଆଜି ରାଇରଙ୍ଗପୁର ବ୍ଲକ ନିକଟସ୍ଥ ରାଇରଙ୍ଗପୁର କଲେଜ ପଡିଆ ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା-୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି.ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଆଶିଷ କୁମାର ବସନ୍ତିଆଙ୍କ ତତ୍ତ୍ୱ୍ୱାବଧାନରେ ରାଇରଙ୍ଗପୁରରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମାନ୍ୟବର […]

Read More Text.
IMG 20260226 WA0205

ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବାରିପଦା : ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱାଦଶ ଦିନର ଏକ ମାତ୍ର ମ୍ୟାଚ ଏଞ୍ଜେଲ ରଣା ଓ ମୟୁରଭଞ୍ଜ ରୟାଲସ ମଧ୍ୟରେ ଅନୁଷ୍ଠିତ ହୋଇଛି I ଖବର ପ୍ରଦାନ ବେଳକୁ ଏଞ୍ଜେଲ ରଣା ପ୍ରଥମେ ବ୍ୟାଟିଂ କରି ୫ ଓଭରରେ ୩ ଉଇକେଟ ହରାଇ ୫୭ ରନ ସଂଗ୍ରହ କରିଥିଲେ I ସୁଭାଶିଷ ଦେ […]

Read More Text.
IMG 20260226 WA0199

ଡକ୍ଟରେଟ ଉପାଧି ପାଇଲେ ଜିଲ୍ଲା କ୍ରୀଡା ଅଧିକାରୀ

ବାରିପଦା : ମୟୁରଭଞ୍ଜ ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକ ନିକଟରେ ଡକ୍ଟରେଟ ଉପାଧି ଲାଭ କରିଛନ୍ତି I ସରକାରୀ ଶାରୀରିକ କ୍ରୀଡ଼ା ମହାବିଦ୍ୟାଳୟ, ଭୁବନେଶ୍ୱର, ଶାରୀରିକ ଶିକ୍ଷା ର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଦେବେନ୍ଦ୍ରନାଥ ବେହେରାଙ୍କ ଦିଗଦର୍ଶନରେ ଶାରୀରିକ ଶିକ୍ଷା ଉପରେ ଗବେଷଣାତ୍ମକ ତଥ୍ୟ ପ୍ରଦାନ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ଏହି ଉପାଧି ପ୍ରଦାନ କରିଛି I ଏହି ସଫଳତା ପାଇଁ ସେ ତାଙ୍କ ପିତାମାତା, ପରିବାରବର୍ଗ, କ୍ରୀଡା ଓ ଯୁବ ସେବା […]

Read More Text.

DGCAର ନୂଆ ନିୟମ, ଟିକେଟ୍ କ୍ୟାନସଲ୍ କଲେ ମିଳିବ ପୂରା ରିଫଣ୍ଡ

ନୂଆଦିଲ୍ଲୀ : ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଟିକେଟ୍ କ୍ୟାନ୍ସଲ୍ କଲେ ମିଳିବ ପୂରା ଟଙ୍କା । DGCA ଜାରି କଲା ନୂଆ ନିୟମ । ୪୮ ଘଣ୍ଟା ମଧ୍ୟରେ ଫ୍ରି କ୍ୟାନ୍ସଲ୍ । ୭ ଦିନରେ ମିଳିବ ରିଫଣ୍ଡ୍ । ଟିକେଟ୍ ବାତିଲ୍ ପାଇଁ ଆଉ ଦେବାକୁ ପଡ଼ିବନି ଅଧିକ ଚାର୍ଜ । ଭାରତୀୟ ବିମାନ ଚଳାଚଳ ନିୟାମକ ସଂସ୍ଥା ଖୁବ୍ ଶୀଘ୍ର ନୂଆ ନିୟମ ଲାଗୁ କରିବାକୁ ଯାଉଛି । ୪୮ […]

Read More Text.