Odisha cm mohan

କାଲି ନୂଆପଡା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ମିନିଷ୍ଟାଡିଅମରେ ଆୟୋଜିତ ହେବ ସାଧାରଣ ସଭା

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ଉପରେ ବିଜେପିର ଫୋକସ୍ ।  ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୁର୍ବରୁ କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ ।  କାଲି ସକାଳ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡା ମିନି ଷ୍ଟାଡିୟମ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ । ନୂଆପଡା ଜିଲ୍ଲାବାସୀଙ୍କୁ ବିଭିନ୍ନ ପ୍ରକଳ୍ପ ଭେଟିଦେବାର କାର୍ଯ୍ୟକ୍ରମ ରହିଛି । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ହେବ ବୋଲି ଦାବିକରିଛନ୍ତି […]

Read More Text.
Crackers

ବାଣ ଭିଡିବା ବେଳେ ବିସ୍ଫୋରଣ, ଦୁଇ ଆହତ

ମୟୂରଭଞ୍ଜ : ବାଣ ଭିଡିବା ବେଳେ ବିସ୍ଫୋରଣ । ଭୟଙ୍କର ବିସ୍ଫୋରଣରେ ଦୁଇ ଆହତ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ବାଛୁରୀପଡା ଗାଁରେ ବିସ୍ଫୋରଣ ହୋଇଛି  । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି  । ଦୁଇ ଭାଇ ମିଶି ବାଣ ପ୍ରସ୍ତୁତି କରୁଥିଲେ । ବିସ୍ଫୋରଣ ହେବାରୁ ଜଣେ ଆହତ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ଅନୀଲ ଦାସ । ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ […]

Read More Text.
Forest n

ଜଙ୍ଗଲରୁ ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଶୁଆଡ଼ଙ୍ଗ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର । କଙ୍କାଳଟି ସଣ୍ଡସା ଭାଲିଆଗୁଡା ଗାଁର ପୁଷ୍ପ ଗୌଡ଼ଙ୍କର ବୋଲି ଦାବି କରିଛନ୍ତି ପରିବାର । ଗତ ସେପ୍ଟେମ୍ବର ୭ ତାରିଖରେ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ ପୁଷ୍ପ । ଆଜି କଙ୍କାଳ ଦେଖିବା ପରେ ପୁଅକୁ ଚିହ୍ନିଛନ୍ତି ପରିବାର । ପୁଅ ପିନ୍ଧିଥିବା ଡ୍ରେସ୍ ରୁ ଚିହ୍ନିପାରିଥିବା କହିଛନ୍ତି ପୁଷ୍ପଙ୍କ ବାପା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ଝରିଗାଁ ଥାନାରେ ଅଭିଯୋଗ […]

Read More Text.
Jail n

ଚୌଦ୍ୱାର ଜେଲ ଓ ସବଜେଲରେ ଚଢାଉ, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

ଚୌଦ୍ୱାର : ଚୌଦ୍ୱାର ଜେଲରୁ କଏଦୀ ଫେରାର ହେବା ପରେ ସାରା ରାଜ୍ୟରେ ଜେଲ ସୁରକ୍ଷା କଡ଼ାକଡ଼ି । ସକାଳୁ ସକାଳୁ ଜେଲ୍ ଓ ସବଜେଲରେ ଚଢାଉ ହୋଇଛି । ଅତର୍କିତ ଭାବେ ବରଗଡ଼ ଜେଲ ସମେତ ସବ ଜେଲରେ ପୋଲିସ ଚଢାଉ କରିଛି । ପଦ୍ମପୁର ଓ ସୋହେଲା ସବ ଜେଲରେ ମଧ୍ୟ ରେଡ୍ କରାଯାଇଥିଲା । ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନେତୃତ୍ବରେ ଚଢାଉ କରିଥିଲା । ଜେଲ ଭିତରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ […]

Read More Text.
Accident

ଟ୍ରକରେ ପିଟି ହେଲା ବାଇକ୍: ୩ ମୃତ, ଜଣେ ଗୁରୁତର

ମାଲକାନଗିରି : ଟ୍ରକକୁ ପଛପଟେ ପିଟି ହୋଇଗଲା ଦୁଇ ବାଇକ୍ । ୩ ମୃତ, ଜଣେ ଗୁରୁତର । ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର କତାମେଟାରେ ସିରିଜ୍ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଟ୍ରକଟି ଠିଆ ହୋଇଥିବାବେଳେ ଦୁଇ ବାକ୍ ଆସି ପିଟି ହୋଇଥିଲେ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକ […]

Read More Text.
2 6

ଏସଆଇ ନିଯୁକ୍ତି ପରୀକ୍ଷା ଜାଲିଆତିର ଖୋଲୁଛି ଗୁମର, କିଙ୍ଗପିନ୍ ଶଙ୍କର ପୃଷ୍ଟିକୁ ଖୋଜୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ଖୋଲୁଛି ଗୁମର । ଘଟଣାର କିଙ୍ଗପିନ୍ ଶଙ୍କର ପୃଷ୍ଟିକୁ ଖୋଜୁଛି କ୍ରାଇମବ୍ରାଞ୍ଚ । କେବେ ଧରାପଡିବ ମାଷ୍ଟରମାଇଣ୍ଡ ? ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ଅଫିସରୁ କାଗଜପତ୍ର ଓ ହାର୍ଡଡିସ୍କ ଜବତ ହୋଇଛି । ଅନେକ ଡିଜିଟାଲ ପ୍ରମାଣ ସଂଗ୍ରହ କରି କିଛି ସୁରାକ୍ ପାଇଛି କ୍ରାଇମବ୍ରାଞ୍ଚ । ବ୍ରହ୍ମପୁର, ଭୁବନେଶ୍ବର ଓ ଦିଲ୍ଲୀରେ ଶଙ୍କରକୁ ଖୋଜୁଛି ଟିମ୍ ।  ପୋଲିସ ଏସଆଇ କେଳେଙ୍କାରୀ ପରେ ଶଙ୍କର ଓ […]

Read More Text.
Img 20251004 wa0145

ସହୀଦ ବିର୍ସା ମୁଣ୍ଡା ଙ୍କ ଜନ୍ମଦିନ ପାଳନ ପାଇଁ  ପ୍ରସ୍ତୁତି ବୈଠକ

ବାରିପଦା : ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସ ରେ ବିଖ୍ୟାତ l ଊନବିଂଶ ଶତାବ୍ଦୀ ରେ ଭାରତ ରେ ଇଂରେଜ ଶାସନ କାଳ ରେ ବିର୍ସା ବିହାର ଓ ଝାରଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରି ଏକ ବଡ଼ ଧରଣର ବିପ୍ଳବ ଆରମ୍ଭ କରିଥିଲେ l ୨୫ ବର୍ଷ ବୟସର ହେବା ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ ଯୋଡିସାରିଥିଲେ l ସେ ନିଜ […]

Read More Text.
Img 20251004 wa0142

କଳାକାର ଧୀର ବଶା “ଲାଇଫ ଟାଇମ ଏଚିଭମେଣ୍ଟ” ସମ୍ମାନରେ ସମ୍ମାନିତ

ବାରିପଦା : ଅମ୍ବିକା ସାହି ସ୍ଥିତ ହର ପାର୍ବତୀ ପୂଜା କମିଟିର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଖ୍ୟାତ ନିର୍ଦ୍ଦେଶକ, ଅଭିନେତା ଧୀର ବଶାଙ୍କୁ କଳା କ୍ଷେତ୍ରରେ ଜୀବନ ବ୍ୟାପି ସାଧାନା ପାଇଁ “ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ ” ରେ ସମ୍ମାନିତ କରାଯାଇଛି I ଶ୍ରୀ ବଶା ୨୦୧୫ ମସିହା ରେ ଓଡିଶା ସଂଗୀତ ନାଟକ ଏକାଡେମୀ ଆୱାର୍ଡ ପାଇବା ସହ ୨୦୧୮ ରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଦ୍ୱାରା […]

Read More Text.
Img 20251004 wa0140

ନାଟକ ‘ନିସ୍ତବ୍ଧ ସାହାନାଇ’ ର ଶୁଭ ମହୁରତ 

ବାରିପଦା : ପବିତ୍ର ବିଜୟା ଦଶମୀ ଏବଂ ଗାନ୍ଧି ଜୟନ୍ତୀର ଶୁଭ ଅବସରରେ ବାରିପଦାର ସୁନାମଧନ୍ୟ ନାଟ୍ୟାନୁଷ୍ଠାନ “ରୂପାନ୍ତର” ର ପରବର୍ତ୍ତୀ ନାଟକ “ନିସ୍ତବ୍ଧ ସାହାନାଇ” ର ଶୁଭ ମହୁରତ ସ୍ଥାନୀୟ ହରିହର କଳା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଅଛି I ଏଥିରେ ଅନୁଷ୍ଠାନର ଅଭିଜ୍ଞ ଅଭିନେତା, ଅଭିନେତ୍ରୀମାନେ ଅଭିନୟ କରିବେ । ନାଟକଟିକୁ ରଚନା କରିଛନ୍ତି ଓଡ଼ିଶାର ପ୍ରତିଷ୍ଠିତ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ଓ ନିର୍ଦ୍ଦେଶନା ଦାୟିତ୍ୱରେ […]

Read More Text.
Img 20251004 wa0136

ମୟୂରଭଞ୍ଜ ଜିଲ୍ଲାରେ ଆଦି କର୍ମଯୋଗୀ ଅଭିଯାନ ପରିପ୍ରେକ୍ଷୀରେ ୧୩୬୩ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ

ବାରିପଦା: ତା ୦୪. ୧୦-    ଆଦି କର୍ମଯୋଗୀ ଅଭିଯାନରେ ଭାରତ ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମୟୂରଭଞ୍ଜର ୧୩୬୩ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ସଫଳତାର ସହ ଆୟୋଜିତ ହୋଇଯାଇଛି ।  ଆଦିବାସୀ ମାନଙ୍କୁ ସେମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ନିଜ ନିଜ ବକ୍ତବ୍ୟ ପରିପ୍ରକାଶ ପାଇଁ ଏହା ଏକ ଉତ୍ତମ ଓ ସରଳ ମାଧ୍ୟମ। ଗ୍ରାମସଭା ମାଧ୍ୟମରେ ଗ୍ରାମ ବିକାଶର ପୂର୍ଣ୍ଣାଙ୍ଗ ନକ୍ସା ଓ କାର୍ଯ୍ୟ ଯୋଜନା ପ୍ରସ୍ତୁତିକରି ସମ୍ପ୍ରଦାୟ ଗୁଡିକର ନିଜସ୍ଵ ବିକାଶ ଯାତ୍ରାକୁ […]

Read More Text.