ବିପର୍ଯ୍ୟୟ ସମୟରେ ଜୀବନ ରକ୍ଷାକାରି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ ନିମନ୍ତେ ନାମାଙ୍କନ ପତ୍ର ଆହ୍ୱାନ
ବାରିପଦା – ଚଳିତ ବର୍ଷ “ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଦିବସ” ୨୯ ଅକ୍ଟୋବର ୨୦୨୫ ତାରିଖ ରେ ପାଳିତ ହେବାକୁ ଯାଉଛି। ଏହି ଉପଲକ୍ଷେ ଏବର୍ଷର ବିଷୟବସ୍ତୁ ରହିଛି “ଡୁବିବା, ବିଜୁଳି ଆଘାତ ଓ ସାପ କାମୁଡ଼ାରୁ ଜୀବନ ହାନି ରୋକିବା”। ଏଥି ପାଇଁ, ନଭେମ୍ବର ୨୦୨୪ ରୁ ୧୦ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଘଟିଥିବା ଵିପର୍ଯ୍ୟୟ ସମୟରେ ସାହସିକତା ସହ କାର୍ଯ୍ୟକରି ଅନ୍ୟର ଜୀବନ ବଞ୍ଚାଇ ଥିବା ଜୀବନ ରକ୍ଷାକାରୀଙ୍କୁ ଦିବସ ପାଳନ ଅବସରରେ ରାଜ୍ୟ […]
Read More Text.