ଦାର୍ଜିଲିଂରେ ବର୍ଷାର ତାଣ୍ଡବ, ଭୂସ୍ଖଳନରେ ଭାଙ୍ଗିଲା ବ୍ରିଜ, ୯ ମୃତ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ଦାର୍ଜିଲିଂରେ ପ୍ରବଳ ବର୍ଷାର ତାଣ୍ଡବ । ଭୟଙ୍କର ଭୂସ୍ଖଳନରେ ଭାଙ୍ଗିଲା ବ୍ରିଜ । ଦୁର୍ଘଟଣାରେ ୧୦ ଜଣଙ୍କରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଭୂସ୍ଖଳନ ଯୋଗୁଁ ମିରିକ ଏବଂ କୁର୍ସିଓଙ୍ଗକୁ ସଂଯୋଗ କରୁଥିବା ଡୁଡିଆ ବ୍ରିଜ ମଧ୍ୟ ଭୁଶୁଡ଼ି ପଡ଼ିଛି । ଭୂସ୍ଖଳନରେ ଗାଁରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତା କାଦୁଅ ତଳେ ପୋତି ହୋଇଯାଇଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ସୁରକ୍ଷାକର୍ମୀ । ଖବର ମୁତାବକ, ଡୁଡିଆ […]
Read More Text.