କଟକରେ ଉତ୍ତେଜନା ପରେ ସହର ବୁଲି ସ୍ଥିତି ପରଖିଲେ ଡିଜିପି
କଟକ: କଟକରେ ରବିବାର ଉତ୍ତେଜନା ସୃଷ୍ଟି ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ରାତି ପ୍ରାୟ ୯ଟାରେ ଡିଜିପି ଓ୍ବାଇ.ବି. ଖୁରାନିଆ ସହରରେ ବୁଲି ବୁଲି ସ୍ଥିତି ପରଖିଛନ୍ତି। ଡିଜିପିଙ୍କ ସହିତ ଅନ୍ୟ ପୁଲିସ ଅଧିକାରୀ ବି ଉପସ୍ଥିତ ରହିଥିଲେ। ଡିଜିପି ରାସ୍ତାରେ ଚାଲି ଚାଲି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସହରବାସୀଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଡିଜିପି ନିବେଦନ କରିଛନ୍ତି। କଟକରେ କ୍ୟାମ୍ପ ଅଫିସ ଖୋଲି ସ୍ଥିତି ଉପରେ ନଜର ରଖିବାକୁ […]
Read More Text.