Cuttack 1

ଆସନ୍ତାକାଲି ସକାଳ ୧୦ ଟା ପର୍ଯ୍ୟନ୍ତ ସିଲଭର ସିଟିରେ ବଳବତ୍ତର ରହିବ କର୍ଫ୍ୟୁ

କଟକ : ସୁରକ୍ଷା ଭିତରେ ସିଲଭର ସିଟି । ଚାପା ଉତ୍ତେଜନା ସତ୍ତ୍ବେ ନିୟନ୍ତ୍ରଣରେ ସ୍ଥିତି। ଦ୍ବିତୀୟ ଦିନରେ କଟକରେ କର୍ଫ୍ୟୁ। ଗତକାଲିର ବାଇକ ରାଲି ବେଳେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାତି ୧୦ଟାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଥିଲା। ଆସନ୍ତାକାଲି ସକାଳ ୧୦ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କର୍ଫ୍ୟୁ । ଆଜି ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ କର୍ଫ୍ୟୁ ପାଇଁ ଏହାର ପ୍ରଭାବ ବିଶେଷ ପରିଲଖିତ ହୋଇନାହିଁ । […]

Read More Text.
Gupta srikhetra

ବଳରାମ ଦାସ ସମାଧି ପୀଠ ନବୀକରଣ ପାଇଁ ୨୨ କୋଟି ଟଙ୍କାର ଅନୁଦାନ ମିଳିଲା

କୋଣାର୍କ: କାହିଁ କେଉଁ କାଳରୁ ଗୋପ ବ୍ଲକ ଅନ୍ତର୍ଗତ ବେଗୁନିଆ ଗାଁରେ ରହି ଆସିଛି ଭକ୍ତ ବଳରାମ ଦାସଙ୍କ ସମାଧି ପୀଠ । ଯାହାକି ଗୁପ୍ତ ଶ୍ରୀକ୍ଷେତ୍ର ନାମରେ ବେଶ ପରିଚିତ । ଉକ୍ତ କ୍ଷେତ୍ରରେ ଉନ୍ନତି ନେଇ ସ୍ଥାନୀୟ ଅଞ୍ଚଳବାସୀ ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିବା ବେଳେ ବିଗତ ସରକାର ଅମଳରେ ଯାହା କିଛି ଉନ୍ନତି ହୋଇଛି ତାହା ସମୁଦ୍ରକୁ ସଙ୍ଖେ ସଦୃଶ । କାହିଁକି ନାଁ ଲକ୍ଷ୍ମୀ ପୁରାଣ ଏବଂ ଦାଣ୍ଡି ରାମାୟଣ ସହ […]

Read More Text.
Habisyali

ପୁରୀରେ ଆସନ୍ତାକାଲି ଠାରୁ ହବିଷିଆଳି ବ୍ରତ ଆରମ୍ଭ

ପୁରୀ: ପୁରୀରେ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ହବିଷିଆଳି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଲେଣି। ପୁରୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ୪ଟି ସ୍ଥାନରେ ହବିଷିଆଳିଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଛି । ଅନଲାଇନ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଥିଲା । ଯାଞ୍ଚ ପରେ ଯୋଗ୍ଯ ବିବେଚିତ ହବିଷ୍ୟାଳିମାନେ ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ରରେ ପହଞ୍ଚିବା ଆରମ୍ଭ କଲେଣି। ଜିଲ୍ଲାପାଳ ଦିବ୍ଯଜ୍ୟୋତି ପରି ସମସ୍ତ ହବିଷିଆଳି କେନ୍ଦ୍ର ପରିଦର୍ଶନ […]

Read More Text.
Ajana 1

ମହାବିରୋଡ଼ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ, ପେଟ୍ରୋଲିଂ କରି ଗ୍ରାମବାସୀଙ୍କୁ ସଚେତନ କରୁଛି ବନବିଭାଗ

କାମାକ୍ଷାନଗର: ମହାବିରୋଡ଼ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ । ବାଘ ହୋଇଥିବା ନେଇ ସନ୍ଦେହ କରାଯାଉଛି । କୁଟୁରିଆ ଗାଁରେ ଏକ ଗାଈକୁ ଆକ୍ରମଣ କରିବା ସହ ସ୍ଥାନୀୟ ଜଙ୍ଗଲରେ ଥିବା ସୂଚନା ଦିଆଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ଲୋକଙ୍କୁ ସତର୍କ କରାଇବା ସହ ଅଜଣା ଜନ୍ତୁକୁ ଖୋଜୁଛି ବନବିଭାଗ । ରାତିରେ ପାଟ୍ରୋଲିଂ କରିବା ସହ ଜଙ୍ଗଲ ନିକଟରେ ଥିବା ଗ୍ରାମବାସୀଙ୍କୁ ସଚେତନ କରୁଛି ବନବିଭାଗ । କେଉଁ ପ୍ରଜାତିର ଜନ୍ତୁ […]

Read More Text.
Screenshot 2025 05 04 171744 750x375 1

କଟକରେ ଶାନ୍ତି ବଜାୟ ରଖିବାକୁ ଆହ୍ବାନ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଦଶହରା ଭସାଣ ଶୋଭାଯାତ୍ରା ସମୟରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଅଶାନ୍ତ ହୋଇପଡିଛି ଭାଇଚାରାର ସହର କଟକ । ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନାଁ ନେଉନାହିଁ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସହରରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି ହୋଇଛି । ରବିବାର ରାତି ୧୦ଟାରୁ ଏହି କଟକଣା ଜାରି କରାଯାଇଛି । ଏହାରି ଭିତରେ କଟକରେ ଶାନ୍ତି ବଜାୟ ରଖିବାକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିବେଦନ କରିଛନ୍ତି […]

Read More Text.
Img 20251005 wa0199

ତ୍ରିଦୀବସୀୟ ବିକଶିତ ଓଡିଶା- ୨୦୨୫ ପ୍ରଦର୍ଶନୀ ନେଇ ସାମ୍ବାଦିକ ସମ୍ମିଳନୀ

ବାରିପଦା: ଇନସ୍ପାୟାର୍ ଫାଉଣ୍ଡେସନ ,ନିଉ ଦିଲ୍ଲୀ ଆନୁକୂଲ୍ୟରେ ଆସନ୍ତା ୭ ଅକ୍ଟୋବର ରୁ ୯ ଅକ୍ଟୋବର ଭବ୍ୟ ବିକଶିତ ଓଡ଼ିଶା ପ୍ରଦର୍ଶନୀ  କଚେରୀ ପଡିଆଠାରେ ଆୟୋଜିତ ହେବ  ବୋଲି  ସ୍ଥାନୀୟ ହିନ୍ଦୁସ୍ତାନ ଇନ୍ ହୋଟେଲରେ ଏକ ଖବରଦାତା ସମ୍ମିଳନୀରେ ବିଜେପି ରାଜ୍ୟ ସଂପାଦକ ନବୀନ ରାମ,  ଅନୁଷ୍ଠାନର ସିଇଓ ଵିନୋଦ କୁମାର,ପ୍ରୋଜେକ୍ଟ ମୁଖ୍ୟ ଅନିଶା ଯାଦବ,ସଂଯୋଜକ ଆଦିତ୍ଯ ସାକସେନା ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଥିଲେ । ଲୋକସଭା ସାଂସଦ ନବ ଚରଣ ମାଝୀଙ୍କ ମାର୍ଗ ଦର୍ଶନରେ […]

Read More Text.
Img 20251005 wa0205

ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ନବ ନିଯୁକ୍ତ କଂଗ୍ରେସ ସଭାପତି  ଭୁବନ ବିହାରୀ ସାହୁଙ୍କୁ  ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ

ବାରିପଦା : ନବ ନିଯୁକ୍ତ  ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ  ସଭାପତି  ଭୁବନ ବିହାରୀ ସାହୁଙ୍କୁ  ସ୍ଥାନୀୟ କଲ୍ୟାଣୀ ମଣ୍ଡପ  ପରିସରରେ ଆଜି ରବିବାର ଦିନ  ନଗର ସଭାପତି ଅଶୋକ ଅଗ୍ରୱାଲ୍ଲା ଙ୍କ ସଭାପତିତ୍ବରେ ଭବ୍ୟ ଉତ୍ସସ୍ବିତ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା | କାର୍ଯ୍ୟକ୍ରମରେ ସାରସକଣା ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକ ସ୍ତରୀୟ ଓ ପଞ୍ଚାୟତ ସ୍ତରୀୟ କଂଗ୍ରେସର ସମସ୍ତ ଛାମୁଁଆ ସଂଗଠନର  ନେତୃଵୃନ୍ଦ , କର୍ମକର୍ତ୍ତା  ଓ ଦଳୀୟ କର୍ମୀ ପ୍ରମୁଖ  ଯୋଗ […]

Read More Text.
Img 20251005 wa0202

ବଜ୍ରପାତରେ ଚାଷୀ ମୃତ

ବାରିପଦା: ମୟୂରଭଂଜ ଜିଲ୍ଲାର ସିମାନ୍ତ ଜାମଦା ଥାନା ଅଞ୍ଚଳରେ ବାଦଲ ଫଟା ଵର୍ଷା ସାଙ୍ଗକୁ ବଜ୍ରପାତ ରେ ଜନୈକ ଚାଷୀର ମୃତ୍ୟୁ ହୋଇଥିବା ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଯାଇଛି ।ସୂଚନାଯୋଗ୍ୟ ଆଜି ରବିବାର ଅପରାହ୍ନ ୨ ଟା ପାଖାପାଖି ସମୟରେ ଆକାଶରେ ଦୁଇ ଘଣ୍ଟା ଧରି ବାଦଲ ଫଟା ଵର୍ଷା ମୂଷଳ ଧାରାରେ  ହୋଇଥିଲା ।ଜାମଦା ଥାନା ଅଞ୍ଚଳର ଜାରକାଣୀ ପଞ୍ଚାୟତର ବାରୁଡ଼ି ଗ୍ରାମର ଚାଷୀ ହାତୀରାମ ସର୍ଦାର(୫୭) ଗାଁ ପଡ଼ିଆରେ ଗୋରୁ ଚରାଉଥିବା ସମୟରେ ହଠାତ୍ […]

Read More Text.
Img 20251005 wa0171

ଚିନ୍ମୟ ମିଶନ ଦ୍ୱାରା ଆୟୋଜିତ ବ୍ୟକ୍ତିତ୍ୱ ବିକାଶ ଶିବିର ଜାଗୃତି ୨୦୨୫ ଉଦଯାପିତ 

ଶ୍ରଦ୍ଧାସୁମନ ଓ ଆୟୁଷ ହେଲେ ସର୍ବଶେଷ୍ଠ ଶିବି୍ରାର୍ଥୀ  ବାରିପଦା : ବାରିପଦା ଚିନ୍ମୟ ମିଶନ ଦ୍ୱାରା ତିନିଦିନ ଧରି ସ୍କୁଲ ପିଲାଙ୍କ ୧୭ତମ ବ୍ୟକ୍ତିତ୍ୱ ବିକାଶ ଶିବିର ‘ଜାଗୃତି ୨୦୨୫’ ଆଜି ଉଦଯାପିତ ହୋଇଯାଇଛି l  ବାରିପଦା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀ  ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରିଣି ଉତ୍ସବରେ ବରିଷ୍ଠ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ଶିବିରର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିଲେ l ରାଉଲକେଲା ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟ […]

Read More Text.

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଅକ୍ଟୋବର ମାସ ପାଇଁ  ଯୁଗ୍ମ ଜନ ଶୁଣାଣୀ ଶିବିର ସମ୍ପର୍କୀତ କାର୍ଯ୍ୟସୂଚୀ

ବାରିପଦା : ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵlଵଧାନରେ ଚଳିତ ବର୍ଷ ଆଗାମୀ ଅକ୍ଟୋବର ମାସରେ  ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଅକ୍ଟୋବର ମାସର ପ୍ରଥମ ସୋମବାର  ତା ୦୬-୧୦-୨୦୨୫ ରିଖ   ସଦର ଉପଖଣ୍ଡ ବାରିପଦା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଘଟିକା ଠାରୁ  ଶୁଣାଣି ହେବ,ସେହିପରି ଅକ୍ଟୋବର ମାସର ଦ୍ୱିତୀୟ ସୋମବାର ତା. ୧୩-୧୦-୨୦୨୫ରିଖ  […]

Read More Text.