ପାକିସ୍ତାନ ଆତଙ୍କବାଦୀଙ୍କ ନଜର ତାଲିକାରେ ସଲମାନ !
ଇସଲାମାବାଦ: ବଲିଉଡ୍ର ତିନି ଅଭିନେତା ଶାହରୁଖ, ସଲମାନ ଓ ଅମିର ଖାନ୍ଙ୍କର ପାକିସ୍ତାନରେ ଯଥେଷ୍ଟ ଲୋକପ୍ରିୟତା ଥିବାବେଳେ ସଂଖ୍ୟାଧିକ ପ୍ରଶଂସକ ମଧ୍ୟ ରହିଛନ୍ତି। ତେବେ ନିକଟରେ ସାଉଦି ଆରବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସଲମାନଙ୍କ ବୟାନ ତାଙ୍କୁ ଅଡୁଆ ସ୍ଥିତିରେ ପକାଇଛି। ଉତ୍ସବରେ ବେଲୁଚିସ୍ତାନକୁ ସ୍ବତନ୍ତ୍ର ରାଷ୍ଟ୍ର ବୋଲି ଉଲ୍ଲେଖ କରିଥିବାରୁ ପାକିସ୍ତାନ ସରକାର ସଲମାନଙ୍କ ଉପରେ ଏକପ୍ରକାର ଖପ୍ପା ହୋଇପଡିଛନ୍ତି। ପାକ୍ ସରକାରଙ୍କ ପକ୍ଷରୁ ସଲମାନଙ୍କୁ ଆତଙ୍କବାଦୀ ନଜର ତାଲିକା (ଟେରର ୱାଚ୍ଲିଷ୍ଟ)ରେ […]
Read More Text.