Aiims doctor 2025 10 30 18 48 04

ହିନ୍ଦୀରେ ପ୍ରେସକ୍ରିପସନ ଲେଖିବେ ଏମ୍ସ ଡାକ୍ତର

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା AIIMSର ଡାକ୍ତରମାନେ ଏବେ ହିନ୍ଦୀରେ ପ୍ରେସକ୍ରିପସନ୍ ଲେଖିବେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଡାକ୍ତରମାନଙ୍କୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ହିନ୍ଦୀ ବ୍ୟବହାର କରିବାକୁ ଉତ୍ସାହିତ କରାଯିବ। ହିନ୍ଦୀରେ ପ୍ରେସକ୍ରିପସନ୍ ଏବଂ ଔଷଧର ନାମ ଲେଖିବା ରୋଗୀ ଏବଂ ସେମାନଙ୍କ ପରିବାର ପାଇଁ ସୁବିଧାଜନକ ହେବ। ପ୍ରାୟତଃ ଦେଖାଯାଏ ଯେ ରୋଗୀମାନେ ଔଷଧ କିମ୍ବା ଇଂରାଜୀରେ ଲେଖାଯାଇଥିବା ପ୍ରେସକ୍ରିପସନ୍ ବୁଝିପାରନ୍ତି ନାହିଁ, ଯାହା ଚିକିତ୍ସାରେ ବାଧା ସୃଷ୍ଟି […]

Read More Text.
Boat 2

ଗେରୁଆ ନଦୀରେ ବୁଡ଼ିଲା ଡଙ୍ଗା, ୮ ନିଖୋଜ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ବହରାଇଚ ବଡ଼ ଅଘଟଣ । ଗେରୁଆ ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ୨୨ ଜଣ ବୁଡ଼ିଯାଇଛନ୍ତି । ଏହି ଘଟଣାରୁ ୧୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୮ ଜଣ ନିଖୋଜ ରହିଛନ୍ତି । ଏସଡିଆରଏଫ ଏବଂ ଏନଡିଆରଏଫ ଟିମ୍ ରେସକ୍ୟୁ ଅପରେସନରେ ଲାଗିପଡିଛି । ମୁଖ୍ୟମନ୍ତ୍ରୀ ଏହି ଘଟଣା ଉପରେ ନଜର ରଖିଛନ୍ତି । ଏହି ଘଟଣା ବହରାଇଚର ସୁଜୌଲୀ ଥାନା ଅଞ୍ଚଳରେ ଗେରୁଆ ନଦୀରେ ଘଟିଛି । ଲକ୍ଷ୍ମୀପୁର […]

Read More Text.
Crime

ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଉତ୍ତର ପ୍ରଦେଶ: ଯୌତୁକ ପାଇଁ ସ୍ତ୍ରୀକୁ ନିର୍ଯାତନା ଦେଲା ସ୍ବାମୀ । ସାତ ଜନ୍ମ ପାଇଁ ହାତ ଧରିଥିଲା କିନ୍ତୁ ଗୋଟିଏ ଜନ୍ମ ପାଇଁ ବି ସାଥ୍ ଦେଲାନି । ଓଲଟା ହତ୍ୟା କରି ଦୁର୍ଘଟଣାର ରୂପ ଦେଲା ସ୍ବାମୀ । ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଏମିତି ଏକ ଚାଞ୍ଚଲ୍ୟ ଖବର ଆସିଛି । ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ନିର୍ମମ ଭାବରେ ହତ୍ୟା କରିଛି । ସ୍ତ୍ରୀର ଆଖିକୁ ଗୁରୁତର ଭାବେ ଆଘାତ ଦେବା […]

Read More Text.
Donald

ପୁଣି ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ଘୋଷଣା । ପୁଣି ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରମାଣୁ ଅସ୍ତ୍ର ପରୀକ୍ଷା ପାଇଁ ପେଣ୍ଟାଗନକୁ ନିର୍ଦ୍ଧେଶ ଦେଇଛନ୍ତି ଟ୍ରମ୍ପ। ଚୀନ୍ ଓ ରୁଷ ଚାଲୁ ରହିଥିବା ପରମାଣୁ ଅସ୍ତ୍ର ପରୀକ୍ଷଣ କାର୍ଯ୍ୟକ୍ରମର ଜବାବରେ “ଯୁଦ୍ଧ ବିଭାଗ” କୁ ପୁଣି ପରମାଣୁ ଅସ୍ତ୍ର ପରୀକ୍ଷା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ କୋରିଆରେ ଚୀନର ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ସମ୍ମିଳନୀ ପୂର୍ବରୁ […]

Read More Text.
Imw 1 1068x601

ଭାରତ ସାମୁଦ୍ରିକ ସପ୍ତାହରେ ଓଡ଼ିଶାର ଷ୍ଟଲକୁ ଶ୍ରେଷ୍ଠ ପୁରସ୍କାର

ମୁମ୍ବାଇ: ପୂର୍ବ ଭାରତର ସାମୁଦ୍ରିକ ପ୍ରବେଶ ଦ୍ୱାର, ଓଡ଼ିଶା ପୁଣି ଥରେ ଏକ ଜାତୀୟ ମଞ୍ଚରେ ଏହାର ସାମୁଦ୍ରିକ ଶକ୍ତି, ନବସୃଜନ ଏବଂ ସାଂସ୍କୃତିକ ଗଭୀରତା ପ୍ରଦର୍ଶନ କରିଛି। ମୁମ୍ବାଇରେ ଅନୁଷ୍ଠିତ ଭାରତ ସାମୁଦ୍ରିକ ସପ୍ତାହ(IMW) ୨୦୨୫ରେ ଓଡ଼ିଶା ଷ୍ଟଲ୍କୁ ଶ୍ରେଷ୍ଠ ପୁରସ୍କାର ମିଳିଛି। ଷ୍ଟଲର ସୃଜନଶୀଳ ଡିଜାଇନ୍, ଆକର୍ଷଣୀୟ ବିଷୟବସ୍ତୁ, ରାଜ୍ୟର ସାମୁଦ୍ରିକ ଐତିହ୍ୟ ଏବଂ ଭବିଷ୍ୟତ ଦୃଷ୍ଟିକୋଣରୁ ଦୂରଦୃଷ୍ଟିପୂର୍ଣ୍ଣ ଉପସ୍ଥାପନାକୁ ସ୍ୱୀକୃତି ମିଳିଥିବାବେଳେ ଏହାକୁ ଶ୍ରେଷ୍ଠ ଷ୍ଟଲ୍ ମଧ୍ୟରୁ ଗୋଟିଏ ଭାବରେ ବିବେଚିତ କରାଯାଇଛି। […]

Read More Text.
୧

ବରିଷ୍ଠ ବିଜେପି ନେତା ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକ

ଭୁବନେଶ୍ଵର: ବରିଷ୍ଠ ବିଜେପି ନେତା ଶଙ୍କର ପରିଡ଼ାଙ୍କର ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସ ରେ ତାଙ୍କର ବିୟୋଗ ହୋଇଛି। ଗତକାଲି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ସେ ଜିଲା ପରିଷଦ ସଭାପତି ଏବଂ ପୁରୀ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ବିଜେପି ରାଜ୍ୟ ପଞ୍ଚାୟତିରାଜ ସେଲର ସେ ଅଧ୍ୟକ୍ଷ ଥିଲେ। ଅର୍ଥାଭାବ ଯୋଗୁଁ ତାଙ୍କ ଚିକିତ୍ସାରେ ବାଧା ଉପୁଜିଥିଲା। ଦଳର କୌଣସି ନେତା କିମ୍ବା ମନ୍ତ୍ରୀ ତାଙ୍କୁ […]

Read More Text.
Gajpati

ଗଜପତି ଓ କୋରାପୁଟ ‘ମନ୍ଥା’ରେ ସର୍ବାଧିକ ପ୍ରଭାବିତ

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ମନ୍ଥା’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଯୋଗୁଁ ୩ଟି ସ୍ଥାନରେ ଭୂସ୍ଖଳନ ହୋଇଛି। ଗଜପତି ଜିଲାର ରାମଗିରି (ବଡ଼ଗାଁ-ଅନଘା ମୁଖ୍ୟ ରାସ୍ତା) ଓ କାଶୀନଗର ଗର୍ଭାଠାରେ ୨ଟି ଭୂସ୍ଖଳନ ଘଟଣା ଏବଂ କୋରାପୁଟ ଜିଲାର ବରିପୁର ଘାଟିଠାରେ ଗୋଟିଏ ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଛି। ଅଗ୍ନିଶମ ଦଳ ତ୍ବରିତ ବେଗରେ ମାଟି ଅତଡ଼ା ଓ ପଥରକୁ ଯୁଦ୍ଧକାଳୀନ ଭିତ୍ତିରେ ହଟାଇବା ପରେ ଚଳାଚଳ ସ୍ବାଭାବିକ ହୋଇଛି। […]

Read More Text.
Whatsapp image 2025 10 30 at 1.46.27 pm 1068x712

ଜାତୀୟ ଜଳପଥ-୫ ଏବଂ ୬୪ ର ବିକାଶ ତଥା କାର୍ଯ୍ୟକ୍ଷମ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ବର: ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ (IWAI), ଓଡ଼ିଶା ସରକାର, ପାରାଦୀପ ବନ୍ଦର ପ୍ରାଧିକରଣ (PPA) ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ମଧ୍ୟରେ ମୁମ୍ବାଇର NESCO ଗ୍ରାଉଣ୍ଡରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ୨୦୨୫ ସମୟରେ ଜାତୀୟ ଜଳପଥ-୫ (NW–୫) ଏବଂ ଜାତୀୟ ଜଳପଥ-୬୪ (NW–୬୪)ର ବିକାଶ ଏବଂ କାର୍ଯ୍ୟକ୍ଷମତା ପାଇଁ ଏକ ଐତିହାସିକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଯାଇଛି। ସ୍ଥାୟୀ ମାଲ ପରିବହନ ଏବଂ ଆଞ୍ଚଳିକ ଆର୍ଥିକ ଅଭିବୃଦ୍ଧି ପାଇଁ ଓଡ଼ିଶାର ନଦୀ ପ୍ରଣାଳୀକୁ ଉପଯୋଗ […]

Read More Text.
11100

ବିଦ୍ୟୁତ ଖୁଣ୍ଟ ପଡି ଛାତ୍ର ଗୁରୁତର

ସୋର : ସୋର ବ୍ଲକ ସରଶଙ୍ଖ ଗାଁରେ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଖୁଣ୍ଟ ପଡି ଜଣେ ନବମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଆଜି ସକାଳେ ନବମ ଶ୍ରେଣୀ ଛାତ୍ର ଦେବାଶିଷ ବେହେରା ଅନ୍ୟ ସହପାଠୀଙ୍କ ସହ ଟ୍ୟୁସନ୍‌ରୁ ଘରକୁ ଫେରୁଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଏକ କୁକୁଡ଼ା ଚିଆଁ ବୋଝେଇ ଗାଡି ରାସ୍ତାରେ ଓହଳି […]

Read More Text.
Land

ନଭେମ୍ବର ୧ରୁ ତହସିଲ ଅଫିସରେ ଜମି କିଣାବିକା

ଭୁବନେଶ୍ୱର : ନଭେମ୍ବର ୧ରୁ ତହସିଲ ଅଫିସରେ ହୋଇପାରିବ ଜମି କିଣାବିକା  । ପ୍ରଥମେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ। ପରେ ଡିସେମ୍ବରରେ ବାକି ୨୭୩ ତହସିଲରେ ସମସ୍ତ ସେବା ଆରମ୍ଭ ହେବ । ନଭେମ୍ବର ୧ ରେ ମୁଖ୍ୟମନ୍ତ୍ରୀ ଏହାର ଶୁଭରମ୍ଭ କରିବେ। ଏଣିକି ଅନଲାଇନରେ ସ୍ଲଟ ବୁକ୍ କରି ତହସିଲ ଅଫିସରେ ଜମି ପଞ୍ଜିକରଣ କରିପାରିବେ।

Read More Text.