ନିଶାମୁକ୍ତ ହେବ କଲେଜ କ୍ୟାମ୍ପସ, ମାର୍ଗଦର୍ଶିକା ଜାରି କଲା UGC
ଭୁବନେଶ୍ୱର : କଲେଜ କ୍ୟାମ୍ପସ ହେବ ନିଶାମୁକ୍ତ । ପ୍ରତି କ୍ୟାମ୍ପସରେ ରହିବେ Anti – drugs inspector । ଏନେଇ ମାର୍ଗଦର୍ଶିକା ଜାରି କରିଛି UGC । ସେହି ଆଧାରରେ ରାଜ୍ୟ ସରକାର ସପ୍ତାହ ବ୍ୟାପୀ ବିଭିନ୍ନ କଲେଜ ଓ ବିଶ୍ବ ବିଦ୍ୟାଳୟମାନଙ୍କରେ ଆଲୋଚନା ସହିତ ଯୋଗ, ଶାରୀରିକ ଦକ୍ଷତା ଏଵଂ ପୃଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି । ଏନେଇ କଲେଜ ଏଵଂ ବିଶ୍ବ ବିଦ୍ୟାଳୟରେ ଜଣେ ଅଧିକାରୀ ନିଯୁକ୍ତ ହେବେ । ସେ […]
Read More Text.