Img 20251030 wa0254

ଜିଲ୍ଲା ସ୍ତରୀୟ “ବିଶ୍ୱ ମିତଵ୍ୟୟିତା ଦିବସ” ପାଳିତ

ବାରିପଦା: ଜିଲ୍ଲା ସଂଚୟ ଓ ଆର୍ଥିକ ବିଭାଗ ସେବା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଦିବସ ପାଳନ ଅବସରରେ ପ୍ରଥମେ ଜିଲ୍ଲା ସଂଚୟ ଓ ଆର୍ଥିକ ସେବା ଅଧିକାରୀ ଅଭୟ ନାୟକ ସ୍ୱାଗତ ଭାଷଣ ଦେବାସହ ବିଶ୍ୱ ମିତବ୍ୟୟିତାର ଇତିହାସ ବିଷୟରେ କହିଥିଲେ l ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ ଭାରତ ସରକାରଙ୍କ ଅର୍ଥ […]

Read More Text.
Img 20251030 wa0234

ଶିଶୁ ମାନଙ୍କ ମଧ୍ୟରେ ମାନସିକ ସୁସ୍ଥତା ନିମନ୍ତେ “ ମନଃ ଶକ୍ତି” କାର୍ଯ୍ୟକ୍ରମର ଶୁଭାରମ୍ଭ

ବାରିପଦା – ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ମାନଙ୍କ ମଧ୍ୟରେ ମାନସିକ ସୁସ୍ଥତା ନିମନ୍ତେ “ ମନଃ ଶକ୍ତି “ କାର୍ଯ୍ୟକ୍ରମର  ମୟୂରଭଞ୍ଜ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ତା.୩୦.୧୦.୨୫ ରିଖରେ ଶୁଭାରମ୍ଭ କରାଯାଇଛି ।  କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ଜିଲ୍ଲାପାଳ  ହେମକାନ୍ତ ସୟ, ଆରକ୍ଷୀ ଅଧିକ୍ଷକ  ବରୁଣ ଗୁଣ୍ଟୁପାଲି ପ୍ରଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲେ। ଏଥିରେ ଆଇଏଏସ ପ୍ରବେସନର  କାଶିଷ ବକ୍ସି, ଅତିରିକ୍ତ ଆରକ୍ଷୀ ଅଧିକ୍ଷୀକା  ସବିତା ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ  […]

Read More Text.
Img 20251030 wa0231

ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମର ସଫଳ ରୂପାୟନ : ମୟୂରଭଞ୍ଜ

ରାଜ୍ୟ ସରକାରଙ୍କ ଆହ୍ଵାନ କ୍ରମେ ଜିଲ୍ଲା, ବ୍ଲକ ତଥା ଗ୍ରାମାଞ୍ଚଳରେ ଉଲ୍ଲାସ  ବାରିପଦା: ରବିବାର, ତାରିଖ ୨୬ ଅକ୍ଟୋବର ୨୦୨୫ ରେ ମୟୂରଭଞ୍ଜ ଜିଲ୍ଲାର ୨୬ଗୋଟି ବ୍ଲକ୍‌ରେ ପ୍ରଥମ FLNAT 2025 (Foundational Literacy and Numeracy Assessment Test) ଆୟୋଜିତ ହୋଇଥିଲା। ଏହି ପରୀକ୍ଷାରେ ବିଶେଷକରି ୧୫ ବର୍ଷ ଓ ତାହାଠାରୁ ଅଧିକ ବୟସ୍କ ନାଗରିକମାନଙ୍କ ଭାଷା ଓଡିଆ ଓ ପ୍ରାଥମିକସ୍ତରର ଗଣିତ ଦକ୍ଷତା ପରଖିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି। ଏହି ପରୀକ୍ଷାକୁ ଜିଲ୍ଲା ଶିକ୍ଷା […]

Read More Text.
Img 20251030 wa0170

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ସଭା ଅନୁଷ୍ଠିତ

ବାରିପଦା :   ଆଜି ପୂର୍ବାହ୍ନରେ ବାରିପଦା ଜିଲ୍ଲlପାଳ ଙ୍କ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷ ଠାରେ ଦୁର୍ନୀତି ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ସଭା  ଅନୁଷ୍ଠିତ ହୋଇଯାଇଛି. ଜିଲ୍ଲlପାଳ  ହେମକାନ୍ତ ସୟଙ୍କ  ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା  ଭାରତୀ ହାଁସଦା, ସମ୍ମାନିତ ଅତିଥି ଭାବେ ବାରିପଦା ପୌରପାଳିକା ଅଧ୍ୟକ୍ଷ  କୃଷ୍ଣlନନ୍ଦ ମହାନ୍ତି, ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ବରୁଣ ଗୁଣ୍ଟୁପାଲ୍ଲୀ, ବାଲେଶ୍ୱର ଦୁର୍ନୀତି ନିବାରଣ ଡିଭିଜନର […]

Read More Text.
813ec750 31bf 4c74 8fcd 52d41043730b

‘ଏକ ଭାରତ-ଆତ୍ମନିର୍ଭର ଭାରତ’ ଗଠନ ଉଦ୍ଦେଶ୍ୟରେ ଏକତା ପଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଟକ  : ଚଳିତ ବର୍ଷ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମଶତବାର୍ଷିକୀ ପାଳନ ଅବସରରେ ରାଜ୍ୟବ୍ୟାପୀ ସର୍ଦ୍ଦାର ୧୫୦ ସମାରୋହର ଅଂଶଭାବରେ କଟକ ଜିଲ୍ଲାରେ ଏକତା ପଦଯାତ୍ରା ଆସନ୍ତା ୧୮ ନଭେମ୍ବରରେ ଆୟୋଜନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ତଥା ଜିଲ୍ଲା ସଂସ୍କୃତି ପରିଷଦ ଏବଂ ମୋ ଭାରତ ଅନୁଷ୍ଠାନ ସହଯୋଗରେ […]

Read More Text.
3uqdbp5k rahul gandhi 625x300 30 april 25

ଲୋକସଭା ନିର୍ବାଚନରେ ​​ଭୋଟ ଚୋରି କରି ଏନଡିଏ ସରକାର ଗଠନ କରିଛି: ରାହୁଲ

ନାଳନ୍ଦା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ତାଙ୍କର ସମ୍ପୂର୍ଣ୍ଣ ଶକ୍ତି ଖଟାଇ ଦେଇଛନ୍ତି ବିରୋଧୀ ଦଳ କଂଗ୍ରେସର ନେତା ରାହୁଲ ଗାନ୍ଧୀ। ରାହୁଲ ଲଗାତାର ଦ୍ୱିତୀୟ ଦିନ ପାଇଁ ବିହାର ବିଧାନସଭା ନିର୍ବାଚନ ରାଲି କରିଛନ୍ତି। ଗୁରୁବାର ନାଳନ୍ଦାରେ ଅନୁଷ୍ଠିତ ରାଲିରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଗତ ଲୋକସଭା ନିର୍ବାଚନରେ ​​ଭୋଟ ଚୋରି କରି କେନ୍ଦ୍ର ସରକାର ଗଠନ କରିଛନ୍ତି। […]

Read More Text.
Rohit 1068x601

ପଣବନ୍ଦୀ ଥିବା ୧୭ ଶିଶୁ ଉଦ୍ଧାର, ପୁଲିସ ଗୁଳିରେ ୟୁଟ୍ୟୁବର ନିହତ

ମୁମ୍ବଇର ରା’ ଷ୍ଟୁଡିଓରେ ପଣବନ୍ଦୀ ଡ୍ରାମା ଶେଷ ହୋଇଛି। ୩ ଘଣ୍ଟାର ହାଇଡ୍ରାମା ପରେ ପୁଲିସ ଗୁଳିରେ ପିଲାଙ୍କୁ ପଣବନ୍ଦୀ ରଖି ଆତଙ୍କ ସୃଷ୍ଟି କରିଥିବା ଜଣେ ୟୁଟ୍ୟୁବର ରୋହିତ ଆର୍ଯ୍ୟା ନିହତ ହୋଇଛି। ଏହା ସହିତ ସେ ପଣବନ୍ଦୀ ରଖିଥିବା ୧୭ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଗୁରୁବାର ଉକ୍ତ ଷ୍ଟୁଡିଓକୁ ପାଖାପାଖି ୧୦୦ ଶିଶୁ ଅଡିସନ ଦେବାକୁ ଆସିଥିଲେ। ହେଲେ ଏହି ସମୟ ମଧ୍ୟରେ ଜଣେ ବ୍ୟକ୍ତି ସେଠାକୁ ଆସି ୧୭ ଶିଶୁଙ୍କୁ ପଣବନ୍ଦୀ କରି […]

Read More Text.
Modi

ମୁଜାଫରପୁରରେ ଆରଜେଡି-କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ

ପାଟନା: ବନ୍ଧୁକ, ନିଷ୍ଠୁରତା, ତିକ୍ତତା, କୁଶାସନ, ଦୁର୍ନୀତି ଏହି ପାଞ୍ଚଟି ଶଦ୍ଦର ପ୍ରୟୋଗ କରି ଆରଜେଡି-କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଜି ବିହାରରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ଆରଜେଡି ଏବଂ କଂଗ୍ରେସ ସରକାର ସମୟରେ ହୋଇଥିବା ପାଞ୍ଚଟି କାମର ତାଲିକା ଦେଇଛନ୍ତି । ମୁଜାଫରପୁରରେ ନିର୍ବାଚନ ସଭାରେ ସମ୍ବୋଧନ କରି ମୋଦୀ କହିଛନ୍ତି ଯେ ଆରଜେଡି, କଂଗ୍ରେସ ଏବଂ ଜଙ୍ଗଲରାଜ କଣ କରିଛନ୍ତି । ମୁଁ ପାଞ୍ଚଟି ଶଦ୍ଦରେ ସେମାନଙ୍କର କାରନାମା ସଂକ୍ଷେପ […]

Read More Text.
1890342 la 2894234 1068x712

ପିଓକେରେ ବଢୁଛି ଆତଙ୍କବାଦୀ କାର୍ଯ୍ୟକଳାପ: ଭାରତକୁ ଅନୁପ୍ରବେଶ ଅପେକ୍ଷାରେ ୧୨୦ ଆତଙ୍କବାଦୀ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ସୀମା ଦେଇ ପାକିସ୍ତାନ ପଟୁ ଭାରତ ମଧ୍ୟକୁ ପ୍ରବେଶ କରିବାକୁ ୧୨୦ ଆତଙ୍କବାଦୀ ସୁଯୋଗ ଅପେକ୍ଷାରେ ଅଛନ୍ତି ବୋଲି ଗୁଇନ୍ଦା ବିଭାଗ ରିପୋର୍ଟରୁ ଜଣାପଡ଼ିଛି। ଗୁଇନ୍ଦା ବିଭାଗର ରିପୋର୍ଟ ଅନୁଯାୟୀ ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ରେ ଗତ କିଛିଦିନ ହେବ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିଛି। ସେଠାରେ ଥିବା ଆତଙ୍କବାଦୀ ଶିବିରରେ ଥିବା ପ୍ରାୟ ୧୨୦ଜଣ ଆତଙ୍କବାଦୀ ସୀମା ଡେଇଁ ଭାରତ ମଧ୍ୟକୁ ଅନୁପ୍ରବେଶ କରିବା ନିମନ୍ତେ ସୁଯୋଗ ଅପେକ୍ଷାରେ ରହିଛନ୍ତି। ପିଓକେରେ ଥିବା ୬ଟି […]

Read More Text.
Cbse 1650767087

ଫେବ୍ରୁଆରି ୧୭ରୁ ସିବିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) 2026 ବୋର୍ଡ ପରୀକ୍ଷା ପାଇଁ ଚୂଡ଼ାନ୍ତ ତାରିଖ ପ୍ରକାଶ କରିଛି। ପ୍ରକାଶିତ ତାରିଖ ଅନୁଯାୟୀ, CBSE ଦଶମ ପରୀକ୍ଷା ଫେବୃଆରୀ 17, 2026 ରୁ ଆରମ୍ଭ ହୋଇ ମାର୍ଚ୍ଚ 10, 2026 ପର୍ଯ୍ୟନ୍ତ ଚାଲିବ, ଯେତେବେଳେ କି ଦ୍ୱାଦଶ ପରୀକ୍ଷା ଫେବୃଆରୀ 17 ରୁ ଏପ୍ରିଲ 9, 2026 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବିଷୟ ଉପରେ ନିର୍ଭର କରି […]

Read More Text.