Subhadra

୨୧ ବର୍ଷ ହୋଇଥିଲେ ଆସନ୍ତାକାଲି ଠାରୁ କରିପାରିବେ ସୁଭଦ୍ରା ଆବେଦନ

ଭୁବନେଶ୍ୱର : ଆସନ୍ତାକାଲି ଠାରୁ କରିପାରିବେ ସୁଭଦ୍ରା ଆବେଦନ । ସୁଭଦ୍ରା ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ ।  ୨୧  ବର୍ଷ ହୋଇଥିଲେ କରିପାରିବେ ସୁଭଦ୍ରା ଆବେଦନ । ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯେଉଁମାନେ 20 ରୁ 21 ବର୍ଷରେ ପହଁଚିଲେ ସେମାନେ ଆବେଦନ କରିପାରିବେ । ଆଚରଣ ବିଧି ଲାଗିଥିବା ଅଂଚଳକୁ ଛାଡି ଅନ୍ୟ ସବୁ ଅଂଚଳରେ ଆବେଦନ କରିପାରିବେ । ମାର୍ଚ୍ଚ 31 2025 ରେ ଯେଉଁ ମହିଳାମାନକୁ […]

Read More Text.
G4k47lhwiaakrgg

ପ୍ରୀତିରଞ୍ଜନଙ୍କ ଭଡ଼ା ଘରେ ଚଢ଼ାଉ

ନୂଆପଡା: ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ ହୋଇଛି । ନୂଆପଡା ଖରିଆର୍‌ ରୋଡରେ ଥିବା ତାଙ୍କ ବାସଭବନରେ ପୁଲିସ ଚଢାଉ କରିଥିବା ସୂଚନା ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱରେ ଅଛନ୍ତି ପ୍ରୀତିରଞ୍ଜନ । ଏହି ସମୟରେ ପୁଲିସ ଏଭଳି ଚଢାଉ କରିବା ନେଇ କର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିଜେପି ଜାଣିଶୁଣି ଏପରି କରୁଥିବା ବିଜେଡି କର୍ମୀ ଅଭିଯୋଗ କରିଛନ୍ତି । ନୂଆପଡାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ […]

Read More Text.
Cmc

କଟକ ମହାନଗର ନିଗମ କାଉନସିଲ ବୈଠକରେ କର୍ପୋରେଟରଙ୍କ ତୁମୁଳକାଣ୍ଡ

କଟକ : ଗ୍ଲାସ୍ ଭାଙ୍ଗିଲେ, ମାଇକ ଉପାଡ଼ିଲେ ଓ ଚେୟାର ଫିଙ୍ଗଲେ । କଟକ ମହାନଗର ନିଗମ-ସିଏମସି କାଉନସିଲ୍ ବୈଠକରେ କର୍ପୋରେଟରଙ୍କ ତୁମୁଳକାଣ୍ଡ। ଅନ୍ୟ ଜଣେ କର୍ପୋରେଟର ଏହାକୁ ବିରୋଧ କରିବାରୁ ଆହୁରି ବଢିଲା ବିବାଦ।କଟକ ମହାନଗର ନିଗମ କାଉନସିଲ୍ ବୈଠକରେ ୫୧ ନମ୍ବର କର୍ପୋରେଟର ରାକେଶ ସ୍ବାଇଁ ଜିମ ଉପକରଣ କିଣା ନେଇ ଯନ୍ତ୍ରୀଙ୍କୁ କିଛି ପ୍ରଶ୍ନ କରିଥିଲେ । ଜିମ ଉପକରଣ କିଣାରେ ଦୁର୍ନୀତି ନେଇ ସେ ଅଭିଯୋଗ ଆଣିଥିଲେ । ଏନେଇ ଯନ୍ତ୍ରୀଙ୍କ ଉତ୍ତରରେ […]

Read More Text.
Low pressure 2

ଆସନ୍ତା ସପ୍ତାହରେ ଆଉ ଏକ ଲଘୁଚାପ!

ଭୁବନେଶ୍ୱର : ପୁଣି ଭିଜାଇବ ବର୍ଷା ।  ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ସପ୍ତାହରେ ଉତ୍ତର ବଙ୍ଗୋପ ସାଗରରେ କିମ୍ବା ଆଣ୍ଡାମାନ ସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।  ଏନେଇ ଆକଳନ କରିଛନ୍ତି ଅର୍ନ୍ତଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ ।  ଅନ୍ୟପଟେ କେନ୍ଦ୍ରେୀୟ ଛତିଶଗଡ଼ ଏବଂ ଆଖପାଖ ଅଞ୍ଚଳରେ ସୁଚିହ୍ନିତ ଲଘୁଚାପ କ୍ଷେତ୍ର ବା ମୋନ୍ଥାର ଅବଶିଷ୍ଟାଂଶ ଗତ ୬ ଘଣ୍ଟା ମଧ୍ୟରେ ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରି […]

Read More Text.
Student v c

ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଛାତ୍ରୀ

ରାୟଗଡ଼ା: ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ ଦାଗ । ଅଧ୍ୟାପକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ଛାତ୍ରୀ । ପ୍ରତିବାଦରେ କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ରାୟଗଡ଼ା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷା ଅନୁଷ୍ଠାନରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ଉକ୍ତ ଅନୁଷ୍ଠାନର ଗଣିତ ପ୍ରାଧ୍ୟାପକ ପ୍ରଦିପ କୁମାର ତ୍ରିପାଠୀ ସିଭିଲ ଇଂଜିନିୟରିଂର ଡିପ୍ଲୋମା ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଅନୁଷ୍ଠାନ କର୍ତ୍ତୃପକ୍ଷ […]

Read More Text.
Cm4

ସରପ୍ରାଇଜ ଭିଜିଟ କରି ସରକାରୀ ଅଧିକାରୀଙ୍କ କାମ ତଦାରଖ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସରପ୍ରାଇଜ ଭିଜିଟ । କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ । କାର୍ଯ୍ୟାଳୟକୁ ଠିକ୍ ଭାବେ ଆସୁଛନ୍ତି କି ନାହିଁ । ସଠିକ ସମୟରେ ଅଫିସ ଆସୁଛନ୍ତି କି ନାହିଁ ତାହା ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ୧୦ ଟା ୧୫ରେ ଅଚାନକ ରାଜୀବ ଭବନରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉନ୍ନୟନ କମିଶନରଙ୍କ ସହ ପୂରା ବିଭାଗ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ […]

Read More Text.
Ration card

ଇ-କେୱାଇସି କରିନାହାନ୍ତି ୧୫ ଲକ୍ଷରୁ ଅଧିକ ହିତାଧିକାରୀ, ନ‌ଭେମ୍ବରରୁ ମିଳିବନି ଚାଉଳ

ଭୁବନେଶ୍ବର: ଇ-କେୱାଇସି କରି ନ ଥିଲେ ନ‌ଭେମ୍ବରରୁ ଆଉ ମିଳିବନି ଚାଉଳ । କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଏଭଳି ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଯାତ୍ରା ଆଜି ଅକ୍ଟୋବର ମାସ ଶେଷ ହେଉଛି । ତଥାପି ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି । ତେଣୁ ଲକ୍ଷାଧିକ ହିତାଧିକାରୀଙ୍କୁ ରାଜ୍ୟ ସରକାର ଚାଉଳ ବନ୍ଦ କରିଦେବେ ନା ବିକଳ୍ପ ବ୍ୟବସ୍ଥା କରିବେ ତାହା ଉପରେ ନଜର ରହିଛି । ରାସନ କାର୍ଡରୁ […]

Read More Text.
1

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ପାଳିତ: ଗଣଦୌଡରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସାରା ଦେଶ ପାଳୁଛି ଲୌହମାନବ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ । ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଗଣଦୌଡ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକତା ଏବଂ ଆତ୍ମନିର୍ଭର ଭାରତର ଭାବନାକୁ ଜାଗ୍ରତ କରିବା ପାଇଁ ଏହି ଗଣଦୌଡ ଆୟୋଜନ କରାଯାଇଛି । ଗଣଦୌଡ ପରେ ସମସ୍ତଙ୍କୁ ଏକତା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏକତା […]

Read More Text.
748d4adc 2e85 4861 aef4 136814a9b19b

ଖଣ୍ଡାୟତ ସମାଜକୁ କେନ୍ଦ୍ରୀୟ ଓବିସି ତାଲିକାଭୁକ୍ତ କରିବାକୁ ଜାତୀୟ ପଛୁଆବର୍ଗ କମିଶନଙ୍କ ନିକଟରେ ଦାବି

ଭୁବନେଶ୍ୱର: ଓଡିଶାର ସର୍ବ ପୁରାତନ ତଥା ପାରମ୍ପରିକ ଚାଷୀ ସମାଜ ଏବଂ ସମର କଳାରେ ନିପୁଣ ଖଣ୍ଡାୟତ ଜାତିକୁ କେନ୍ଦ୍ରୀୟ ପଛୁଆବର୍ଗ (ଓବିସି) ଶ୍ରେଣୀଭୁକ୍ତ କରିବା ପାଇଁ ନିଖିଳ ଓଡିଶା ଖଣ୍ଡାୟତ କ୍ଷତ୍ରୀୟ ପାଇକ ଓ ଚଷା ମହାସଂଘ ପକ୍ଷରୁ ଜାତୀୟ ପଛୁଆବର୍ଗ କମିଶନ (NCBC) ନିକଟରେ ଦାବି କରାଯାଇଛି। ଏ ନେଇ ସଂଗଠନ ପକ୍ଷରୁ ଏକ ତଥ୍ୟସମ୍ବଳିତ ସ୍ମାରକପତ୍ର କମିଶନଙ୍କ ଅଧ୍ୟକ୍ଷ ଶ୍ରୀ ହଂସରାଜ ଗଙ୍ଗାରାମ ଅହୀରଙ୍କ ସମେତ ଅନ୍ୟ ଦୁଇଜଣ ସମ୍ମାନିତ ସଭ୍ୟ ଶ୍ରୀ ଭୁବନ […]

Read More Text.
Img 20251030 wa0241

ଭଂଜପୁର ଜଗଦ୍ଧାତ୍ରୀ ମା’ ଙ୍କ ପୂଜା ଅବସରରେ ଘଟ ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା : ସ୍ଥାନୀୟ ଭଂଜପୁର ଠାରେ ମା’ ଜଗଦ୍ଧାତ୍ରୀଙ୍କ ୭୩ ତମ ପୂଜା ଅବସରରେ ଘଟ ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆଜି ଅପରାହ୍ନ ୪ ଟା ସମୟରେ ବେଲଗଡ଼ିଆ ନିକଟସ୍ଥ ଚିପଟ ନଦୀରୁ ଵିଧି ବିଧାନ ଅନୁସାରେ ଘଟ ଉତ୍ତୋଳନ କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ସହର ଓ ସାହି ପରିକ୍ରମା କରି ପୂଜା ମଣ୍ଡପରେ ପହଞ୍ଚିଥିଲା I ଏହି ଘଟ ଉତ୍ତୋଳନ ଶୋଭାଯାତ୍ରାରେ ପୁରୀ ରଥଯାତ୍ରାର ଘୋଷ ଘଣ୍ଟୁଆ ଦଳ, ଗଞ୍ଜାମ ଜିଲ୍ଲାର […]

Read More Text.