ଚଳିତ ମାସ ୮ତାରିଖ ରୁ ଚିନ୍ମୟ ମିଶନ ଅନୁକୁଲ୍ୟ ରେ ଅନୁଷ୍ଠିତ ହେବ ଗୀତା ଜ୍ଞାନ ଯଜ୍ଞ
ପ୍ରଵଚନ ଦେବେ ସ୍ବାମୀ ସଦାନନ୍ଦ ସରସ୍ବତୀ ବାରିପଦା- ସ୍ଥାନୀୟ ଶ୍ରୀରାମଚନ୍ଦ୍ର ପାଠାଗାରରେ ବାରିପଦା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କୁ ଅଧ୍ୟକ୍ଷତାରେ ବାର୍ଷିକ ଗୀତା ଜ୍ଞାନ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶ୍ରୀରାମଚନ୍ଦ୍ର ପାଠାଗାର, ଜୁବୁଲି ଲାଇବ୍ରେରୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି l ସଭାପତି ବିଜୟ ଲେଙ୍କା ସ୍ୱାଗତ ଭାଷଣ ଦେଇଥିଲେ । ଚିନ୍ମୟ ମିଶନ ଆନୁକୂଲ୍ୟରେ ଆସନ୍ତା ନଭେମ୍ବର ୮ ତାରିଖ ରୁ ୧୪ତାରିଖ ପ୍ରଯ୍ୟନ୍ତ ସ୍ଥାନୀୟ ଶ୍ରୀରାମଚନ୍ଦ୍ର ପାଠାଗାର, ଜୁବୁଲି ଲାଇବ୍ରେରୀ […]
Read More Text.