ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ମେଳା ଏବଂ ଶ୍ରୀ ଅନ୍ନ ଅଭିଯାନ
ବାରିପଦା- ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ବ୍ଳକ ପରିସରରେ ସ୍ବେଛାସେବୀ ଅନୁଷ୍ଠାନ ଆଇଆରଡିଏମଏସ୍ ଆନୁକୂଲ୍ୟରେ ଶ୍ରୀ ଅନ୍ନ ଅଭିଯାନ ଏବଂ ମିଲେଟ ଖାଦ୍ୟ ମେଳା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଳକ ଅଧ୍ୟକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମ, ସହକାରୀ କୃଷି ଅଧିକଗରୀଣୀ ଧରିତ୍ରୀ ଟୁଡୁ ,ବ୍ଳକ କୃଷି ଅଧିକାରୀ ଅଭିଜିତ ପ୍ରଧାନ,ସହକାରୀ କୃଷି ଅଧିକାରୀଣୀ ଅଙ୍କିତା ନାଏକ,ସିଡିପିଓ କୋଇଲିମଣି ଟୁଡୁ,ଆଇଆରଡିଏମଏସ୍ ର ବ୍ଳକ ସଂଯୋଜକ ଅଜୟ ପାତ୍ରଏବଂ କର୍ମଚାରୀବୃନ୍ଦ ପିତା କାଟି ପ୍ରଦୀପ […]
Read More Text.