Rahul

UPI ପେମେଣ୍ଟ ଉପରେ ଚାର୍ଜକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବୁଧବାର ୟୁପିଆଇ ଟ୍ରାଞ୍ଜାକ୍ସନ ନିମନ୍ତେ କେନ୍ଦ୍ର ସରକାରଙ୍କ ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମଡିଆର) ଫ୍ରେମ ୱାର୍କକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ସେ ସରକାର ଆମେରିକା ଚାପ ଆଗରେ ମୁଣ୍ଡ ନୁଆଁଉଥିବାର ଅଭିଯୋଗ କରିଛନ୍ତି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହସ ପ୍ରଦର୍ଶନ କରିବାକୁ କହିଛନ୍ତି। ଏଥିରେ ରାହୁଲ ଗାନ୍ଧି ସୋସିଆଲ ମିଡିଆ ଏକ୍ସ ରେ ପୋଷ୍ଟ କରିଥିବା ଏକ ଭିଡିଓରେ ୟୁପିଆଇ ଉପରେ […]

Read More Text.
1789551250 1789551211 1789550250 ChatGPT Image Sep 16 2026 02 47 10 PM

ଆରମ୍ଭ ହେବ କି ଅପରେସନ ସିନ୍ଦୂର 2.0 ! ଭାରତୀୟ ଯୁଦ୍ଧପୋତକୁ ଧକ୍କା ଦେଇ ବିନାଶକୁ ଡାକିଲା ପାକ୍ ନୌସେନା

ନୂଆଦିଲ୍ଲୀ : ଉତ୍ତର ଆରବ ସାଗରରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଛି ଏକ ଗୁରୁତର ଘଟଣା । ଆରବ ସାଗରରେ ଭାରତ ଓ ପାକିସ୍ତାନ ନୌସେନା ମଧ୍ୟରେ ହୋଇଥିଲା ବଡ଼ ଟକ୍କର । ପାକିସ୍ତାନ ନୌସେନାର ଏକ ଜାହାଜ ଭାରତୀୟ ନୌସେନାର ଏକ ଫ୍ରଣ୍ଟଲାଇନ୍ ଯୁଦ୍ଧପୋତର ଅତି ନିକଟକୁ ଚାଲିଆସିଥିଲା। ଯାହା ଫଳରେ ଭାରତୀୟ ନୌସେନାର ଏକ ଯୁଦ୍ଧପୋତ ସହ ପାକିସ୍ତାନ ନୌସେନାର ଜାହାଜ ଆସି ଜୋରେ ଧକ୍କା ହୋଇଥିବା ଅଭିଯୋଗ ହୋଇଛି । ଭାରତୀୟ ଯୁଦ୍ଧପୋତଟି ନିୟମିତ ସର୍ଭେଲାନ୍ସ ମିଶନରେ ନିୟୋଜିତ ଥିଲା। ପାକିସ୍ତାନୀ ଜାହାଜଟି ଅତ୍ୟଧିକ […]

Read More Text.
IMG 20260915 WA0187

ତ୍ରିରଙ୍ଗା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଆଦିତ୍ୟଙ୍କ ଧୂଆଁଧାର ବ୍ୟାଟିଂରେ ରୟାଲ ଷ୍ଟ୍ରାଇକର୍ସ ବିଜୟୀ ବାରିପଦା : ସ୍ଥାନୀୟ ୧୫ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ପଡିଆରେ ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ଆୟୋଜିତ ୩ ଦିନିଆ ତ୍ରିରଙ୍ଗା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ଉଦଘାଟନୀ ଦିବସରେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଯୋଗଦେଇ  ଟୁର୍ଣ୍ଣା ମେଣ୍ଟ କୁ ଉଦଘାଟିତ କରିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ I ଫାଇନାଲ ମ୍ୟାଚରେ ରୟାଲ […]

Read More Text.
IMG 20260913 WA0227

ନଭେମ୍ବର ୧୨ରୁ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ 

ବାରିପଦା: ଆସନ୍ତା ନଭେମ୍ବର ୧୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ସଂସ୍କାର ଶିଶୁ ମହୋତ୍ସବ ମୟୁରୀ ଅନୁଷ୍ଠିତ ହେବ ବୋଲି ଦିନ ଧାର୍ଯ୍ୟ ସହିତ ଘୋଷଣା କରାଯାଇଛି । ଏ ନେଇ ସ୍ଥାନୀୟ ମ୍ୟୁନିସପାଲଟି ଗେଷ୍ଟ ହାଉସ ପରିସରରେ ତ୍ରୟୋଦଶ ସଂସ୍କାର ଶିଶୁ ମହୋତ୍ସବ ମୟୁରୀ ୨୦୨୬ର  ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଥିଲା । ପବିତ୍ର ବରାହ ଜୟନ୍ତୀ ଅବସରରେ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ 2026 ପାଇଁ ଦିନ ଧାର୍ଯ୍ୟ କରାଯାଇଛି l […]

Read More Text.
Fridge blast

କର୍ଣ୍ଣାଟକରେ ଫ୍ରିଜ୍ ବିସ୍ଫୋରଣ, ଚାଲିଗଲା ୪ ଜୀବନ, ଅଳ୍ପକେ ବର୍ତ୍ତିଲେ ୨ଜଣ

କର୍ଣ୍ଣାଟକ : ଫ୍ରିଜ୍ ବିସ୍ଫୋରଣରେ ପରିବାରର ୪ ମୃତ । ନିଆଁରୁ ବଞ୍ଚିଗଲେ ୨ଜଣ ।  ଶରୀରର ୬୦% ଅର୍ଦ୍ଧଦଗ୍ଧ ହୋଇ ଅବସ୍ଥା ଗୁରୁତର ରହିଛି । କର୍ଣ୍ଣାଟକ ବେଲଗାଭି ସେଣ୍ଟ୍ରାଲ୍ ବସଷ୍ଟାଣ୍ଡ ନିକଟ ଚାଭାଟ ଗଲିରେ ଏହି ଅଘଟଣ ଘଟିଛି । ସୂଚନାନୁଯାୟୀ, ଗତକାଲି ରାତିରେ ଘରେ ପରିବାରର ୬ଜଣ ଶୋଇଥିଲେ । ହଠାତ୍ ଏକ ପ୍ରଚଣ୍ଡ ଶବ୍ଦରେ ଥରିଉଠିଲା ଘର । ଏହାପରେ ଚାରିଆଡ଼େ  ନିଆଁ ବ୍ୟାପିଯାଇଥିଲା ।  ଅଗ୍ନିକାଣ୍ଡ ଭିତରେ ଫସିଯାଇଥିଲେ ପୁରା […]

Read More Text.
UPIPay

ୟୁପିଆଇ ଚାର୍ଜକୁ ନେଇ ଦୂର ହେଲା ସବୁ ଦ୍ୱନ୍ଦ୍ୱ: ଛୋଟ ବ୍ୟବସାୟୀ ଓ ଗ୍ରାହକଙ୍କ ଉପରେ ପଡ଼ିବନି ବୋଝ

ନୂଆଦିଲ୍ଲୀ: ୟୁପିଆଇ ୟୁଜରଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ଗତ କିଛି ଦିନ ଧରି ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଲାଗିବା ନେଇ ସାଧାରଣ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ କେନ୍ଦ୍ର ସରକାର ଶେଷରେ ଦୂର କରିଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ୨୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ କାରବାର ଉପରେ କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଦେୟ (ଚାର୍ଜ) ଲାଗିବ ନାହିଁ । ବ୍ୟାଙ୍କ କିମ୍ବା ପେମେଣ୍ଟ ସିଷ୍ଟମ୍ […]

Read More Text.
GST On Food Items More Than 25 KG Pulses And Flour 5 Percent GST 750x430

କଲବଲ କଲାଣି ମହଙ୍ଗା ମାଡ଼, ୪.୮୨% ଛୁଇଁଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: କଲବଲ କଲାଣି ମହଙ୍ଗା ମାଡ଼ । ପାର୍ବଣ ସମୟରେ ଦର ବୃଦ୍ଧି । ଦେଶରେ ବଢ଼ିଛି ଖୁଚୁରା ମୁଦ୍ରାସ୍ଫୀତି । ତେଲ ଦର ବଢ଼ାଇଲା ଚିନ୍ତା ।  ସୁଧ ହାର ବୃଦ୍ଧି ନେଇ ବଢ଼ିଲା ଆଶଙ୍କା ।  ଅଗଷ୍ଟରେ ୪.୮୨% ରେ ପହଞ୍ଚିଲା ଦରବୃଦ୍ଧି ହାର । ପୂର୍ବ ମାସ ଅର୍ଥାତ୍ ଜୁଲାଇରେ ଏହି ହାର ୪.୪୫ ପ୍ରତିଶତ ଥିଲା । ବିଶେଷ କରି ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ଘଟିବା କାରଣରୁ ମୁଦ୍ରାସ୍ଫୀତିରେ ଏହି ଉଲ୍ଲେଖନୀୟ […]

Read More Text.
4Electric Shock 300x180

ବିଦ୍ୟୁତ ଆଘାତ ଲାଗି ଚାଲିଗଲା ଦୁଇ ଜୀବନ

ଢେଙ୍କାନାଳ: ବିଦ୍ୟୁତ ଆଘାତ ନେଲା ଦୁଇ ଜୀବନ । ଢେଙ୍କାନାଳ ଜିଲ୍ଲା ରାସୋଳ ଓ ଗଁନ୍ଦିଆ ଥାନା ଅଂଚଳରେ ଘଟିଛି ଏଭଳି ଅଭାବନୀୟ ଅଘଟଣ । ଗଁନ୍ଦିଆ ଥାନା ଅନ୍ତର୍ଗତ ଧନିଆନାଳୀ ଗ୍ରାମର ୩ ବର୍ଷର ଶିଶୁ କନ୍ୟାର କରେଣ୍ଟ ଲାଗି ମୃତ୍ୟୁ ଘଟିଥିବା ବେଳେ, ରାସୋଳ ଥାନା ଅନ୍ତର୍ଗତ ବେଡାପଡ଼ା ରଗଡି ସାହିର ଜଣେ ମହିଳା ମଧ୍ୟ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ, ମୃତ ୩ ବର୍ଷର ଶିଶୁ କନ୍ୟା ଗଁନ୍ଦିଆ ଥାନା ଅନ୍ତର୍ଗତ ଆଶ୍ରମ ସ୍କୁଲ ନିକଟରେ […]

Read More Text.
Croco

ମହିଳାଙ୍କୁ ଟାଣି ନେଲା କୁମ୍ଭୀର, ଚାଲିଗଲା ଜୀବନ

ମହାକାଳପଡ଼ା: ମହିଳାଙ୍କୁ ଭିଡ଼ି ନେଲା ବଉଳା କୁମ୍ଭୀର । ଘର ଲିପିବା ପାଇଁ ନିକଟ ନଈକୂଳକୁ କାଦୁଅ ଆଣିବାକୁ ଯାଇଥିବା ବେଳେ ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିନାଶି ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ମହିଳା ଜଣକ ଏହି ଗାଁର ହେମଲତା ଦାସ ବୋଲି ଜଣାପଡ଼ିଛି । ହେମଲତା ସକାଳୁ ଘର ଲିପିବା ପାଇଁ ଘର ନିକଟ ଗଳିଆ ନଈକୂଳକୁ କାଦୁଅ ଆଣିବାକୁ ଯାଇଥିଲେ । ଠିକ୍ ଏହି ସମୟରେ ନଦୀ ଭିତରୁ […]

Read More Text.
Mansoon

୧୯ରୁ ବିଦାୟ ନେବ ମୌସୁମୀ ବାୟୁ…

ଭୁବନେଶ୍ୱର: ଦେଶର ଅନେକ ସ୍ଥାନରେ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ସେପ୍ଟେମ୍ବର ୧୫ ତାରିଖରେ ଉତ୍ତର-ପୂର୍ବ, ଉତ୍ତର ଭାରତ ଏବଂ ପୂର୍ବ ଭାରତର ଅନେକ ସ୍ଥାନରେ ବର୍ଷା ଏବଂ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। IMD ଅନୁଯାୟୀ, ସେପ୍ଟେମ୍ବର ୧୯ ତାରିଖ ପାଖାପାଖି ପଶ୍ଚିମ ରାଜସ୍ଥାନର କିଛି ଅଂଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାହାର ପାଇଁ ପରିସ୍ଥିତି ଅନୁକୂଳ ହୋଇପାରେ।ପାଗ ଅନୁକୂଳ ରହିଲେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶାରୁ ମଧ୍ୟ ମୌସୁମୀ […]

Read More Text.