Screenshot 2026 06 17

ବଢ଼ିଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ଅବଧି, ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

କଟକ: ବୃଦ୍ଧି ହେଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ତାରିଖ । ରାଜ୍ୟରେ ବନ୍ୟା ସ୍ଥିତିକୁ ନଜରରେ ରଖି ଏହି ତାରିଖରେ ବୃଦ୍ଧି କରାଯାଇଛି । ପୂର୍ବରୁ ଜୁଲାଇ ୩୧ ତାରିଖ ଶେଷ ଦିନ ଭାବେ ଧାର୍ଯ୍ୟ ହୋଇଥିଲା, ହେଲେ ଏବେ ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍-ଅପ୍ କରିପାରିବେ । ବନ୍ୟା ପ୍ରଭାବିତ ଅଞ୍ଚଳର ଅନେକ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ଯାତାୟାତ ଓ ଇଣ୍ଟରନେଟ୍ ସମସ୍ୟା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି […]

Read More Text.
12

ନେଚର ଲଭର୍ସ କ୍ଲବ, କଟକ ତରଫରୁ ବନମହୋତ୍ସବ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ

କଟକ : ନେଚର ଲଭର୍ସ କ୍ଲବ, କଟକ ପକ୍ଷରୁ କଟକ ମହାନଗର ନିଗମ (KMC), କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA) ଏବଂ କଟକ ବନ ଖଣ୍ଡ ସହଯୋଗରେ ୩୧ ଜୁଲାଇ ୨୦୨୬ ତାରିଖରେ ସ୍ମାର୍ଟ ପାର୍କ, ସେକ୍ଟର–୧୧, କଟକଠାରେ ବନମହୋତ୍ସବ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଚଳିତ ମାସରେ କ୍ଲବ ପକ୍ଷରୁ ଆୟୋଜିତ ଏହା ଥିଲା ତୃତୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ, ଯାହା ପରିବେଶ ସୁରକ୍ଷା ଓ ସବୁଜ କଟକ ଗଠନ ପ୍ରତି […]

Read More Text.
Hunger strike

ଭୁଲ ପାଠ୍ୟପୁସ୍ତକ ପ୍ରତ୍ୟାହାର ଦାବିରେ ଅଭିଭାବକ ମହାସଂଘର ଅନଶନ

ଭୁବନେଶ୍ୱର: ଭୁଲ ପାଠ୍ୟପୁସ୍ତକ ପ୍ରତ୍ୟାହାର ଏବଂ ଶିକ୍ଷାର ଅଧିକାର (RTE) ଆଇନର ପରିସର ବୃଦ୍ଧି ଦାବିରେ ଆଜିଠାରୁ ଅନଶନ ଆରମ୍ଭ କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଏହି ଆନ୍ଦୋଳନରେ ସାମିଲ ହେବାକୁ ସଂଗଠନ ସମସ୍ତ ସଦସ୍ୟ ଓ RTE ଅଭିଭାବକଙ୍କୁ ଆହ୍ୱାନ କରିଛି। ସଂଗଠନର ପ୍ରଥମ ଦାବି ହେଉଛି, ମୁଖ୍ୟମନ୍ତ୍ରୀ ପୂର୍ବରୁ କ୍ଲାସ-୧ରୁ ୮ ପର୍ଯ୍ୟନ୍ତ ଭୁଲ ଥିବା ପାଠ୍ୟପୁସ୍ତକ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେହି ପୁସ୍ତକ ପ୍ରତ୍ୟାହାର କରାଯାଇନଥିବାରୁ ଛାତ୍ରଛାତ୍ରୀମାନେ […]

Read More Text.
IMG 20260730 WA0144

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉନ୍ନତ ଭାରତ ଅଭିଯାନର ସଚେତନତା କାର୍ଯ୍ୟକ୍ରମ

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂର ଓ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ପକ୍ଷରୁ, ଉନ୍ନତ ଭାରତ ଅଭିଯାନର ଅଂଶଗ୍ରହଣକାରୀ ଅନୁଷ୍ଠାନ ଭାବେ ପି.ଏମ୍.–ଉଷା ପ୍ରାୟୋଜିତ “ଧାରଣକ୍ଷମ ଗ୍ରାମ ବିକାଶର ପଥ” ଶୀର୍ଷକ ସଚେତନତା ଓ ସମ୍ବେଦୀକରଣ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ୧୦୦୦ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟରେ ଜାତୀୟ ଶିକ୍ଷା ନୀତି–୨୦୨୦ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ସମାଜ […]

Read More Text.
IMG 20260730 WA0160

ପବିତ୍ର “ଗୁରୁ ପୂର୍ଣ୍ଣିମା” ଅବସରରେ ସାଇ ବାବାଙ୍କ ପାଲିଙ୍କି ଯାତ୍ରା 

ବାରିପଦା : ସ୍ଥାନୀୟ ବାଘଡାରୋଦ ସ୍ଥିତ ଶିରିଡି ସାଇ ପରିବାର ତରଫରୁ ପବିତ୍ର “ଗୁରୁ ପୂର୍ଣ୍ଣିମା” ଅବସରରେ ପାଲିଙ୍କି ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ସକାଳେ ସାଇ ବାବାଙ୍କ ଆରତୀ ପୂଜା ଅର୍ଚ୍ଚନା ପରେ ବାବାଙ୍କ ୧୦୮ ନାମ ଜପ ସହିତ “ଶ୍ରୀଗୁରୁ ଭାଗବତ ସମୂହ ଗାନ କରାଯାଇଥିଲା I ସନ୍ଧ୍ୟାରେ ଶହ ଶହ ଭକ୍ତଙ୍କ ଗହଣରେ ବାବାଙ୍କ ପାଲିଙ୍କି ଯାତ୍ରା ବାହାରି ବାଘଡାରୋଦ ମୁଖ୍ୟ ରାସ୍ତା ଦେଇ ବସଷ୍ଟାଣ୍ଡ, କଚେରୀ ବଜାର, ଏମ କେ ସି […]

Read More Text.
Bus overturns after guard wall of baripada vip road collapses due to heavy rain

ପ୍ରବଳ ବର୍ଷାରେ ଧସିଲା ଗାର୍ଡୱାଲ, ପାର୍କିଂ ବେଳେ ରାସ୍ତା ତଳକୁ ଓଲଟିଲା ଘରୋଇ ବସ

ବାରିପଦା : ଲଗାଣ ବର୍ଷା ଯୋଗୁଁ ରାସ୍ତାପାର୍ଶ୍ଵ ଗାର୍ଡ ୱାଲ ଧସକିବା ଫଳରେ ସେଠାରେ ପାର୍କିଂ କରିଥିବା ଏକ ମଧୁସ୍ମିତା ନାମକ ଘରୋଇ ବସ ରାସ୍ତା ତଳକୁ ଖସିପଡିଅଛି l ଏହିଭଳି ଏକ ଦୁର୍ଘଟଣା ଆଜି ଅପରାହ୍ନରେ ବାରିପଦା ସହରର ସତ୍ୟସାୟୀ ଛକ ରୁ ଦାରୋଗାଦାହି ଯାଇଥିବା ଭି ଆଇ ପି ରୋଡ଼ ର ଭଞ୍ଜେଶ୍ୱର ମନ୍ଦିର ନିକଟରେ ଘଟିଅଛି l ଉକ୍ତ ରାସ୍ତା ପାର୍ଶ୍ଵରେ ପ୍ରତ୍ୟେକ ଦିନ ଘରୋଇ ବସ ଗୁଡିକ ପାର୍କିଂ କରଥାଆନ୍ତି l […]

Read More Text.
3109 e1785430914730 300x198

ପଥର ବ୍ୟବସାୟୀଙ୍କ ପରିଚାଳକଙ୍କ ଘରୁ ୨୮ କୋଟି ନଗଦ ସହ ୧୫ କିଲୋ ସୁନା ଜବତ

କଲକାତା : ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ପୁଲିସ ଏବଂ କେନ୍ଦ୍ରୀୟ ବାହିନୀର ମିଳିତ ଅଭିଯାନ ଏକ ବଡ଼ ସଫଳତା ହାସଲ କରିଛି। ପଳାତକ ପଥର ବ୍ୟବସାୟୀ ଟୁଲୁ ମଣ୍ଡଳଙ୍କ ପରିଚାଳକ ଏବଂ ଶାଳକ ମିନାର ମଣ୍ଡଳଙ୍କ ଘରୁ ୨୮.୫ କୋଟି ଟଙ୍କା ନଗଦ ଏବଂ ୧୫ କିଲୋ ସୁନା ଜବତ କରାଯାଇଛି। ପୁଲିସ ମିନାର ମଣ୍ଡଳଙ୍କୁ ଗିରଫ କରି ତାଙ୍କ ଘର ସିଲ୍ କରିଛି। ଅଧିକାରୀମାନେ କହିଛନ୍ତି ଯେ ଏହା ରାଜ୍ୟରେ ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ଼ […]

Read More Text.
Cm 7 e1785427653719 300x161

ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ, ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର : ଦୀପାବଳି ପୂର୍ବରୁ ମହାନଦୀ ଜଳ ବିବାଦର ସମାଧାନ। ପ୍ରାୟ ଦଶ ବର୍ଷ ପରେ ମହାନଦୀ ଜଳ ବଣ୍ଟନ ବିବାଦର ସମାଧାନ ଦିଗରେ ପୁଣି ଥରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମହାନଦୀ ପ୍ରସଙ୍ଗରେ ଓଡ଼ିଶା ନିଜର ଅଧିକାରରକୁ ଦୃଢ଼ତାର ସହ ଉପସ୍ଥାପନ କରିଛି ବୋଲି ମୁଖ୍ୟମନ୍ତ୍ରୀ […]

Read More Text.
Body c

ପାଣିକୁଣ୍ଡରୁ ମିଳିଲା ନିଖୋଜ ଛାତ୍ରୀର ମୃତଦେହ

ଭୁବନେଶ୍ବର : ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ । ସକାଳେ ସ୍କୁଲ ଯାଇ ନିଖୋଜ ଥିବା ୭ବର୍ଷର ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ନିକଟ ପୋଲିସ ରିଜର୍ଭ ପଡ଼ିଆ ପଛ ପଟ ପାଣି କୁଣ୍ଡରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଆଚାର୍ଯ୍ୟବିହାରର ଏକ ସରକାରୀ ସ୍କୁଲରେ ପାଠ ପଢୁଥିଲେ ଛାତ୍ରୀ । ସ୍କୁଲ ପରିସରରୁ ଛାତ୍ରୀ ଜଣକ ହଠାତ ନିଖୋଜ ହୋଇଯିବା ଖବର ପାଇ ପରିବାରବର୍ଗ ସ୍କୁଲ ଓ ଆଖପାଖ ଅଞ୍ଚଳରେ […]

Read More Text.
IMG 20250305 WA0037 680x430

ସହରାଞ୍ଚଳରେ ଜଳ ନିଷ୍କାସନ ଓ ରିଲିଫ୍ କାର୍ଯ୍ୟ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ନଗର ଉନ୍ନୟନ ବିଭାଗ : ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ, ବିଶେଷକରି ଉତ୍ତର ଓଡ଼ିଶା ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଜଳ ବନ୍ଦି ସ୍ଥିତିର ମୁକାବିଲା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ଓ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସହରାଞ୍ଚଳରେ ଲୋକଙ୍କ ସୁରକ୍ଷା, ଜଳ ନିଷ୍କାସନ ଏବଂ ଆବଶ୍ୟକ ରିଲିଫ୍ ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି ବୋଲି ଗୃହନିର୍ମାଣ ଓ ନଗର […]

Read More Text.